ETV Bharat / bharat

କେନ୍ଦ୍ରର ବିଭାଜନକାରୀ ନୀତିକୁ ଆମେ ବିରୋଧ କରୁଛି: ଦିଗବିଜୟ ସିଂହ - ନାଗରିକତା ସଂଶୋଧନ କାନୁନ

ନାଗରିକତା ସଂଶୋଧନ କାନୁନକୁ ବିରୋଧ କରି ଶାହିନ ବାଗରେ ଦୀର୍ଘ ଏକ ମାସ ହେବ ବିକ୍ଷୋଭ ପ୍ରଦର୍ଶନ ଜାରି ରହିଛି । ସୋମବାର କଂଗ୍ରେସର ବିରଷ୍ଠ ନେତା ଦିଗବିଜୟ ସିଂହ ମଧ୍ୟ ଶାହିନ ବାଗ ପହଞ୍ଚିଥିଲେ । ଅଧିକ ପଢନ୍ତୁ...

digvijay singh meets protesters
ଫଟୋ ସୌଜନ୍ୟ: ଟ୍ବିଟର
author img

By

Published : Jan 21, 2020, 4:13 AM IST

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ କାନୁନକୁ ବିରୋଧ କରି ଶାହିନ ବାଗରେ ଦୀର୍ଘ ଏକ ମାସ ହେବ ବିକ୍ଷୋଭ ପ୍ରଦର୍ଶନ ଜାରି ରହିଛି । ଏହା ମଧ୍ୟରେ ଅନେକ ନେତା ପ୍ରଦର୍ଶନକୁ ସମର୍ଥନ କରିଛନ୍ତି । ସୋମବାର କଂଗ୍ରେସର ବରିଷ୍ଠ ନେତା ଦିଗବିଜୟ ସିଂହ ମଧ୍ୟ ଶାହିନ ବାଗ ପହଞ୍ଚିଥିଲେ ।

digvijay singh meets protesters
ଫଟୋ ସୌଜନ୍ୟ: ଟ୍ବିଟର

ସିଏଏ, ଏନଆରସି ଓ ଏନପିଆରକୁ ବିରୋଧ କରିଥିଲେ ଦିଗବିଜୟ ସିଂହ । କେନ୍ଦ୍ରର ବିଭାଜନକାରୀ ନୀତିକୁ ଆମେ ସମର୍ଥନ କରିବୁନି, କୌଣସି ବ୍ୟକ୍ତିଙ୍କୁ ନାଗରିକତା ପ୍ରମାଣ ମାଗିବା କାହାର ଅଧିକାର ନୁହେଁ ବୋଲି ମତ ରଖିଛନ୍ତି ସେ ।

ପ୍ରକାଶ ଥାଉ କି, ଦିଲ୍ଲୀର ଶାହିନ ବାଗରେ ଏକ ମାସ ହେବ ନାଗରିକତା ସଂଶୋଧନ କାନୁନ, ଏନଆରସିକୁ ନେଇ ବିରୋଧ ପ୍ରଦର୍ଶନ କରାଯାଉଛି । ନିକଟରେ କଂଗ୍ରେସ ନେତା ଶଶି ଥରୁର ମଧ୍ୟ ଶାହିନ ବାଗରେ ହେଉଥିବା ବିକ୍ଷୋଭରେ ସାମିଲ ହୋଇଥିଲେ ।

Intro:Body:

BLANK

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.