ଏହି ଅଘଟଣ ପରେ ଏକ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ଧରି ବିମାନଟି ରନୱେରେ ଅଟକି ରହିଥିଲା । ଏଥିଯୋଗୁଁ ଅନ୍ୟାନ୍ୟ ବିମାନର ଉଡାଣ ବିଳମ୍ୱ ହୋଇଛି । ତେବେ ଅଚଳ ବିମାନକୁ ରନୱେରୁ ହଟାଇ ଦିଆଯିବା ପରେ ବର୍ତ୍ତମାନ ବିମାନ ଚଳାଚଳ ସ୍ୱାଭାବିକ ହୋଇଥିବା କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।
ମଝି ଆକାଶରେ ଫାଟିଲା ଯୁଦ୍ଧ ବିମାନ ଟାୟାର - burst
ବିମାନର ଟାୟାର ଫାଟିବା ପରେ ସୌଭାଗ୍ୟବଶତଃ ପୁଣେ ଲୋହେଗାଁ ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କରିଛି ଯୁଦ୍ଧ ବିମାନ । କିନ୍ତୁ ଏଥିଯୋଗୁଁ ଅନ୍ୟାନ୍ୟ ବେସାମରିକ ବିମାନ ଚଳାଚଳରେ ବିଳମ୍ବ ହୋଇଛି ।
ଏହି ଅଘଟଣ ପରେ ଏକ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ଧରି ବିମାନଟି ରନୱେରେ ଅଟକି ରହିଥିଲା । ଏଥିଯୋଗୁଁ ଅନ୍ୟାନ୍ୟ ବିମାନର ଉଡାଣ ବିଳମ୍ୱ ହୋଇଛି । ତେବେ ଅଚଳ ବିମାନକୁ ରନୱେରୁ ହଟାଇ ଦିଆଯିବା ପରେ ବର୍ତ୍ତମାନ ବିମାନ ଚଳାଚଳ ସ୍ୱାଭାବିକ ହୋଇଥିବା କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।
ଭୁବନେଶ୍ୱର: ଲୋକଙ୍କୁ ଚିହ୍ନିନାହାଁନ୍ତି ଲୋକ ପ୍ରତିନିଧି। ସେ ପୁଣି ସାଧାରଣ ଲୋକ ନୁହଁନ୍ତି, ପଦ୍ମଶ୍ରୀ। ଆଉ ତାଙ୍କୁ ଚିହ୍ନିପାରିଲେନି ମୁଖ୍ୟମନ୍ତ୍ରୀଙ୍କ ଖାସ୍ ଲୋକ। ରାଜ୍ୟସଭା ସାଂସଦ ଅନଙ୍ଗ ଉଦୟ ସିଂହଦେଓଙ୍କ ଆଗରେ ଅଚିହ୍ନା ହଳଧର। ଏହି କବିଙ୍କ କବିତାରେ ସାରା ପଶ୍ଚିମ ଓଡିଶା ମନ୍ତ୍ରମୁଗ୍ଧ। ନବୀନ ନିବାସରେ ତାଙ୍କର ଟିକିଏ ଝଲକ ପାଇଁ ଗଣମାଧ୍ୟମ ପ୍ରତିନିଧିଙ୍କ ଲାଗିଛି ଭିଡ। ହେଲେ ପଶ୍ଚିମ ଓଡିଶାର ଟାଣୁଆ ନେତାଙ୍କ ଆଗରେ ସେ ଅଜଣା।
Conclusion: