ETV Bharat / bharat

କର୍ଣ୍ଣାଟକରେ ତାଣ୍ଡବ ରଚିଛି ବନ୍ୟା, ଦେଖନ୍ତୁ ଛାତିଥରା ଦୃଶ୍ୟ..

author img

By

Published : Aug 10, 2019, 1:57 PM IST

କର୍ଣ୍ଣାଟକ, କେରଳ ମହାରାଷ୍ଟ୍ରରେ ଏବେ ତାଣ୍ଡବ ରଚିଛି ବନ୍ୟା । ସବୁଠି ଭୟଙ୍କର ସ୍ଥିତି ଉପୁଜୁଛି । ସୃଷ୍ଟି ହୋଇଛି ଜଳବନ୍ଦୀ । ରାସ୍ତା ଘାଟ ଠୁ ନଦୀବନ୍ଦ ବନ୍ୟାର ବିତ୍ପାତ ଦେଖିବାକୁ ମିଳୁଛି । ବନ୍ୟାରେ ମୃତ୍ୟୁ ସଂଖ୍ୟା ପହଞ୍ଚିଲାଣି 98 । କେବଳ କର୍ଣ୍ଣାଟକରେ 26 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ 13 ଜଣ ନିଖୋଜ ଅଛନ୍ତି ।

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ

କର୍ଣ୍ଣାଟକ: ଭୟଙ୍କର ରୂପ ଧାରଣ କରିଛି କର୍ଣ୍ଣାଟକ ବନ୍ୟା । ଚାରିଆଡେ ଜଳମଗ୍ନ ପରିବେଶ । କେଉଁଠି ରାସ୍ତାରେ ଲହଡି ଭାଙ୍ଗୁଛି ତ କେଉଁ ବାଇକ ଆରୋହୀକୁ ପାଣି ସ୍ରୋତରେ ଭସାଇ ନେଉଛି । ଆଉ କେଉଁଠି ଧୋଇହୋଇଛି ଡ୍ୟାମ, ଜଳବନ୍ଦୀ ହୋଇପାରିଛି ଘରଦ୍ବାର । ସେପଟେ ଲୋକଙ୍କ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି ଏନଡିଆରଏଫ ଟିମ ।

ତେବେ କର୍ଣ୍ଣାଟକରେ କେତେ ଭୟଙ୍କର ହୋଇପାରେ ବନ୍ୟାର ପ୍ରକୋପ ଦେଖନ୍ତୁ ଏ ଭିଡିଓ ମାଧ୍ୟମରେ...

ରାସ୍ତାରେ ଲହଡି ଭାଙ୍ଗୁଛି ବର୍ଷା ପାଣି । ଆଉ ମଝି ରାସ୍ତାରେ ଅଟକିଥିବା ବସ ଓ ବାଇକ ମଧ୍ୟରୁ ଜଣେ ବାଇକ ଆରୋହୀ କିଭଳି ପାଣିର ସ୍ରୋତରେ ଭାସିଯାଉଛନ୍ତି । ଏ ଦୃଶ୍ୟ ହେଉଛି ବେଲଗାଭି-ବାଗୋଲକୋଟ ହାଇୱେର ।

ଭିଡ଼ିଓ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ

କର୍ଣ୍ଣାଟକ ଶିବଭୋନମୋଗା ଅଞ୍ଚଳ ଏବେ ଜଳବନ୍ଦୀ ହୋଇପଡିଛି । ତୁଙ୍ଗା ନଦୀର ଜଳସ୍ତର ବୃଦ୍ଧି ପାଇଥିବାବେଳେ ଡ୍ୟାମରୁ ବନ୍ୟା ଜଳ ଛଡାଯାଉଛି । ଫଳରେ କେତେକ ତଳିଆ ଅଞ୍ଚଳ ଜଳମଗ୍ନ ହୋଇପଡିଥିବା ବେଳେ ସ୍ଥିତି ଗମ୍ଭୀର ହେବାରେ ଲାଗୁଛି ।

ଭିଡ଼ିଓ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ

ହୁହୁ ହୋଇ ଗର୍ଜନ କରି ମାଡିଆସୁଛି ବନ୍ୟା ଜଳ । ଦେଖାଉଛି ତାର ତାଣ୍ଡବ ରୂପ । ଆଉ ଏଥିରୁ ବର୍ତ୍ତି ପାରିଲା ନାହିଁ ପଥର ସିମେଣ୍ଟରେ ତିଆରି ପୋଲ । ସୁରପୁରା ତାଲୁକ ଜିଲ୍ଲାର କ୍ରିଷ୍ଣା ନଦୀକୁ ସମ୍ପୂର୍ଣ୍ଣ ଭସାଇ ଦେଇ ଅତି କ୍ଷୀପ୍ର ବେଗରେ ମାଡି ଚାଲିଛି ପାଣି ।

ଭିଡ଼ିଓ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ

ଏ ଦୃଶ୍ୟକୁ ଟିକେ ଭଲ କରି ଦେଖନ୍ତୁ । ରାସ୍ତା ତ ରାସ୍ତା ଘରଦ୍ବାରକୁ ବୁଡେଇ ଦେଲାଣି ବନ୍ୟା । ସେପଟେ, ନିଜ ଜୀବନ ବଞ୍ଚାଇବାରେ ଲାଗିଛନ୍ତି ଲୋକେ ।

ଭିଡ଼ିଓ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ

ଆଉ ଏ ଦୃଶ୍ୟକୁ ଦେଖନ୍ତୁ । ପାଣି ଭିତରେ ଯେମିତି ବାଜି ଲାଗିଛି ଜୀବନ । କଳେବଳେ କୌଶଳେ ଏଥିରୁ ବର୍ତ୍ତିବା ପାଇଁ ଚେଷ୍ଟା କରୁଥିବା ଜଣେ ବ୍ୟକ୍ତି ଭାସି ଯାଇଛନ୍ତି ।

ଭିଡ଼ିଓ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ

କର୍ଣ୍ଣାଟକ ଏପରି ସ୍ଥିତିରେ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି ଏନଡିଆରଏଫ ଟିମ । ବିପଦପୂର୍ଣ୍ଣ ସ୍ଥାନରୁ ଲୋକଙ୍କୁ ଉଦ୍ଧାର କରି ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଉଛି ।

ଭିଡ଼ିଓ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ

ଉଦ୍ଧାରକାରୀଙ୍କ ଉଦାରତା । କୁକୁରକୁ ଏନଟିଆରଏଫର ଜୀବନ ଦାନ ।

photo-1
ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ

ପ୍ରବଳ ବର୍ଷାରେ ଧସିଯାଇଛି ରେଳ ଧାରଣା । ଫଳରେ କୋନକାନର ସମସ୍ତ ଟ୍ରେନ ବାତିଲ କରାଯାଇଛି ।

photo-2
ଫଟୋ ସୌଜନ୍ୟ: ଏଏନଆଇ

ଜୀବନ ବିକଳରେ ଧାଇଁ ଯାଉଥିବା ଏହି ବ୍ୟକ୍ତିଙ୍କ ଉପରେ ଖସି ପଡୁଛି ମାଟିଅତଡା । ଏ ଛାତି ଥରେଇ ଦେବା ଭଳି ଦୃଶ୍ୟଟି କଏଦ ହୋଇଛି ସିସିଟିଭି ଫୁଟେଜ । କର୍ଣ୍ଣାଟକ ପରି କେରଳ ମଧ୍ୟ ସମାନ ପରିସ୍ଥିତି ସୃଷ୍ଟି ହୋଇଛି ।

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.