ETV Bharat / bharat

ଅଶୁଭ ସୋମବାର, ଦୁର୍ଘଟଣାରେ ଆଖି ବୁଜିଲେ 34 - MONDAY

ବଢିବାରେ ଲାଗିଛି ସଡକ ଦୁର୍ଘଟଣା । ଯେତେ ନିୟମକାନୁନ ହେଲେ ଯେତେ ସତର୍କତାର ସହ ଗାଡି ଚଳାଇଲେ ମଧ୍ୟ ଟିକିଏ ଅସାବଧାନତା ଯୋଗୁଁ ଚାଲିଯାଉଛି ଜୀବନ । ତେବେ ଆଜି କିଛି ଲୋକଙ୍କ ପାଇଁ ପାଲଟିଛି ଅଶୁଭ ସୋମବାର । ରାଜ୍ୟ ସମେତ ମହାରାଷ୍ଟ୍ର ଏବଂ ଉତ୍ତର ପ୍ରଦେଶରେ ଦୁର୍ଘଟଣା ଘଟି ପ୍ରାୟ 34 ଜଣଙ୍କ ମୃତ୍ୟୁ ଘଟିଛି ।

ଫଟୋ ସୌଜନ୍ୟ : ବ୍ୟୁରୋ ଇନପୁଟ
author img

By

Published : Jul 8, 2019, 4:22 PM IST

ହାଇଦ୍ରାବାଦ: ଦିନକୁ ଦିନ ବଢୁଛି ସଡକ ଦୁର୍ଘଟଣା । ତେବେ ଆଜି ରାଜ୍ୟ ସମେତ ମହାରାଷ୍ଟ୍ର ଏବଂ ଉତ୍ତରପ୍ରଦେଶରେ ସଡକ ଦୁର୍ଘଟଣା ଘଟି ମୋଟ 34 ଜଣଙ୍କ ଜୀବନ ଯାଇଛି । ଆଉ ସେମାନଙ୍କ ପାଇଁ ଅଶୁଭ ସାଜିଛି ସୋମବାର ।

ଭିଡିଓ ସୌଜନ୍ୟ : ବ୍ୟୁରୋ ଇନପୁଟ

ଉତ୍ତର ପ୍ରଦେଶ

ଉତ୍ତର ପ୍ରଦେଶ ଯମୁନା ଏକ୍ସପ୍ରେସ ୱରେ ପୋଲ ତଳକୁ ଯାତ୍ରୀବାହୀ ବସ ଖସି 29 ଜଣଙ୍କ ମୃତ୍ୟୁ ଘଟିଛି । ଲକ୍ଷ୍ନୌରୁ ଗାଜିଆବାଦ ଯାଉଥିବା ସମୟରେ ଭାରସାମ୍ୟ ହରାଇ ତଳକୁ ଖସିପଡିଥିଲା ବସ । ବସରେ 60ରୁ ଊର୍ଦ୍ଧ୍ବ ଯାତ୍ରୀ ଥିବା ଜଣାପଡିଛି । ଦୁର୍ଘଟଣା ପରେ ଉତ୍ତର ପ୍ରଦେଶ ସରକାରଙ୍କ ପକ୍ଷରୁ ମୃତକଙ୍କ ପରିବାରକୁ 5 ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଦେବା ପାଇଁ ଘୋଷଣା କରାଯାଇଛି ।

ମହାରାଷ୍ଟ୍ର

ମୁମ୍ବାଇ ନାଗପୁରରେ ଟ୍ରକକୁ ବସ ଧକ୍କା ଦେବା ଫଳରେ 4 ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ 7 ଜଣ ଗୁରୁତର ଆହତ ହୋଇଛନ୍ତି । ଯାତ୍ରୀବାହୀ ବସଟି ନାଗପୁର କୁହି ରୋଡ ଦେଇ ଯାତ୍ରା କରୁଥିଲା । ହଠାତ ନିୟନ୍ତ୍ରଣ ହରାଇ ରାସ୍ତା କଡରେ ଥିବା ଏକ ଟ୍ରକ ଉପରେ ମାଡି ଯିବାରୁ ଦୁର୍ଘଟଣା ଘଟିଥିଲା ।

ଭଦ୍ରକ

ଭଦ୍ରକ ଟିଲୋ କେନାଲ ବନ୍ଧରେ ବାଇକକୁ ଧକ୍କା ଦେଲା ବାଲି ବୋଝେଇ ହାଇୱା । ଫଳରେ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଆହତ ହୋଇଛନ୍ତି । ପରିବାର ଓ ସ୍ଥାନୀୟ ଲୋକ କ୍ଷତିପୂରଣ ଦାବିରେ ରାସ୍ତାରୋକ କରିଥିବା ଜଣାପଡିଛି । ଏପଟେ ହାଇୱା ଚାଳକଙ୍କୁ ଅଟକ ରଖିଛି ପୋଲିସ ।

ନୟାଗଡ

ନୟାଗଡ କଣ୍ଟିଲୋ ବିଜିପୁରରୁ ବାହାଘର ସାରି ଫେରୁଥିବାବେଳେ ଗଣିଆ ଥାନା କାଳିକା ପଡା ଠାରେ ସିରିଜ ଦୁର୍ଘଟଣା । ଆଜି ଭୋରୁ ତିନୋଟି କାର ମୁହାଁମୁହିଁ ଧକ୍କା ହୋଇଥିଲା । ଦୁର୍ଘଟଣାରେ 10 ଜଣ ଆହତ ହେବା ସହ 6 ଜଣଙ୍କ ଅବସ୍ଥା ଗୁରୁତର ରହିଛି ।

ମୟୂରଭଞ୍ଜ

ଉଦଳା ଥାନା ଅର୍ନ୍ତଗତ ସୂନାପାଳ ଛକରେ ଭାରସାମ୍ୟ ହରାଇ ଓଲଟିଲା ବ୍ୟାଣ୍ଡପାର୍ଟି ଗାଡି । ବାହାଘର କାମ ସାରି ଘରକୁ ଫେରୁଥୁବା ବେଳେ ଘଟିଛି ଏହି ଦୁର୍ଘଟଣା । ଘଟଣାରେ 7 ଜଣ ଆହତ ହୋଇଥିବା ବେଳେ 2 ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବା ଜଣାପଡିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Intro:ସ୍ଲଅଗ-ପୁଣି ଥରେ ଚଳଚଞ୍ଚଳ ଫୁର୍ଲିଝରଣ ।
ରିପୋର୍ଟର-ଅଜିତ ସିଂ
ସ୍ଥାନ-କଳାହାଠି
ତାରିଖ-୦୭-୦୭-୧୯
ଫର୍ମାଟ-ଏଭିବି
ଏଙ୍କର-ପୁଣିଥରେ ଏବେ ଚଳଚଞ୍ଚଳ କଳାହାଠି ଜିଲ୍ଲା ର ସୁପରିଚିତ ପର୍ଯଟନସ୍ଥଳୀ ଫୁର୍ଲିଝରଣ ଜଳପ୍ରପାତ । ପ୍ରାୟ ୨ ବର୍ଷ ହେବ କର୍ଲାପାଟ ଅଭୟାରଣ୍ୟ ପରିସର ରେ ଥିବା ଏହି ପର୍ଯଟନସ୍ଥଳୀ ଦର୍ଶକ ଙ୍କ ପାଇଁ ସୁରକ୍ଷା ଦ୍ରୁଷ୍ଟିକୋଣ ରୁ ବନ୍ଦ ରହିଥିବା ବେଳେ ଆଜି ପୁନ: ମରାମତି ପରେ ପର୍ଯଟକ ଙ୍କ ପାଇଁ ଖୋଲା ଯାଇଛି । ପ୍ରାଥମିକ ପର୍ଯାୟରେ ମରାମତି ପାଇଁ ୨ ଲକ୍ଷ ୫୦ ହଜାର ଟଙ୍କ । ବ୍ୟୟ ଅଟକଳ ରେ ଏହାର ପୁନ:ରୁଦ୍ଧାର କରାଯାଇଥିବା ବେଳେ ଆସନ୍ତା ଦିନ ରେ ଏହି ପର୍ଯଟନସ୍ଥଳୀ ର ବିକାଶ ସହ ଆନୂସଙ୍ଗୀକ ବ୍ୟବସ୍ଥା ପାଇଁ ବିଭାଗ ପକ୍ଷରୁ ରାଜ୍ୟ ସରକାର ଙ୍କୁ ପ୍ରସ୍ତାବ ଦିଆଯାଇଥିବା ବନାଞ୍ଚଳ ଅଧିକାରୀ ପ୍ରକାଶ କରିଛନ୍ତି । ଦୀର୍ଘ ୨ ବର୍ଷ ପରେ ପୁଣିଥରେ ଏହି ଫୁର୍ଲିଝରଣ ଜଳପ୍ରପାତ କୁ ଉପଭୋଗ କରିବାର ସୁଯୋଗ ସ୍ରୁଷ୍ଟି ହୋଇଥିବା ରୁ ପର୍ଯଟକ ଙ୍କ ଭିତରେ ବେଶ ଉତ୍ସାହ ଦେଖିବାକୁ ମିଳିଛି । ତେବେ ଏସବୁ ଭିତରେ ଏହାର ରକ୍ଷଣ ବେକ୍ଷଣ ନେଇ ବିଭାଗ ଏକ ଆବଶ୍ୟକ ପଦକ୍ଷେପ ନେବା ପାଇଁ ପର୍ଯଟକ ମହଲ ରେ ମତ ପ୍ରକାଶ ପାଇଛି ।
ବାଇଟ-ଟି ଅଶୋକ କୁମାର (ଦକ୍ଷିଣ ବନଖଠ ଅଧିକାରୀ-କଳାହାଠି)Body:ସ୍ଲଅଗ-ପୁଣି ଥରେ ଚଳଚଞ୍ଚଳ ଫୁର୍ଲିଝରଣ ।
ରିପୋର୍ଟର-ଅଜିତ ସିଂ
ସ୍ଥାନ-କଳାହାଠି
ତାରିଖ-୦୭-୦୭-୧୯
ଫର୍ମାଟ-ଏଭିବି
ଏଙ୍କର-ପୁଣିଥରେ ଏବେ ଚଳଚଞ୍ଚଳ କଳାହାଠି ଜିଲ୍ଲା ର ସୁପରିଚିତ ପର୍ଯଟନସ୍ଥଳୀ ଫୁର୍ଲିଝରଣ ଜଳପ୍ରପାତ । ପ୍ରାୟ ୨ ବର୍ଷ ହେବ କର୍ଲାପାଟ ଅଭୟାରଣ୍ୟ ପରିସର ରେ ଥିବା ଏହି ପର୍ଯଟନସ୍ଥଳୀ ଦର୍ଶକ ଙ୍କ ପାଇଁ ସୁରକ୍ଷା ଦ୍ରୁଷ୍ଟିକୋଣ ରୁ ବନ୍ଦ ରହିଥିବା ବେଳେ ଆଜି ପୁନ: ମରାମତି ପରେ ପର୍ଯଟକ ଙ୍କ ପାଇଁ ଖୋଲା ଯାଇଛି । ପ୍ରାଥମିକ ପର୍ଯାୟରେ ମରାମତି ପାଇଁ ୨ ଲକ୍ଷ ୫୦ ହଜାର ଟଙ୍କ । ବ୍ୟୟ ଅଟକଳ ରେ ଏହାର ପୁନ:ରୁଦ୍ଧାର କରାଯାଇଥିବା ବେଳେ ଆସନ୍ତା ଦିନ ରେ ଏହି ପର୍ଯଟନସ୍ଥଳୀ ର ବିକାଶ ସହ ଆନୂସଙ୍ଗୀକ ବ୍ୟବସ୍ଥା ପାଇଁ ବିଭାଗ ପକ୍ଷରୁ ରାଜ୍ୟ ସରକାର ଙ୍କୁ ପ୍ରସ୍ତାବ ଦିଆଯାଇଥିବା ବନାଞ୍ଚଳ ଅଧିକାରୀ ପ୍ରକାଶ କରିଛନ୍ତି । ଦୀର୍ଘ ୨ ବର୍ଷ ପରେ ପୁଣିଥରେ ଏହି ଫୁର୍ଲିଝରଣ ଜଳପ୍ରପାତ କୁ ଉପଭୋଗ କରିବାର ସୁଯୋଗ ସ୍ରୁଷ୍ଟି ହୋଇଥିବା ରୁ ପର୍ଯଟକ ଙ୍କ ଭିତରେ ବେଶ ଉତ୍ସାହ ଦେଖିବାକୁ ମିଳିଛି । ତେବେ ଏସବୁ ଭିତରେ ଏହାର ରକ୍ଷଣ ବେକ୍ଷଣ ନେଇ ବିଭାଗ ଏକ ଆବଶ୍ୟକ ପଦକ୍ଷେପ ନେବା ପାଇଁ ପର୍ଯଟକ ମହଲ ରେ ମତ ପ୍ରକାଶ ପାଇଛି ।
ବାଇଟ-ଟି ଅଶୋକ କୁମାର (ଦକ୍ଷିଣ ବନଖଠ ଅଧିକାରୀ-କଳାହାଠି)Conclusion:ସ୍ଲଅଗ-ପୁଣି ଥରେ ଚଳଚଞ୍ଚଳ ଫୁର୍ଲିଝରଣ ।
ରିପୋର୍ଟର-ଅଜିତ ସିଂ
ସ୍ଥାନ-କଳାହାଠି
ତାରିଖ-୦୭-୦୭-୧୯
ଫର୍ମାଟ-ଏଭିବି
ଏଙ୍କର-ପୁଣିଥରେ ଏବେ ଚଳଚଞ୍ଚଳ କଳାହାଠି ଜିଲ୍ଲା ର ସୁପରିଚିତ ପର୍ଯଟନସ୍ଥଳୀ ଫୁର୍ଲିଝରଣ ଜଳପ୍ରପାତ । ପ୍ରାୟ ୨ ବର୍ଷ ହେବ କର୍ଲାପାଟ ଅଭୟାରଣ୍ୟ ପରିସର ରେ ଥିବା ଏହି ପର୍ଯଟନସ୍ଥଳୀ ଦର୍ଶକ ଙ୍କ ପାଇଁ ସୁରକ୍ଷା ଦ୍ରୁଷ୍ଟିକୋଣ ରୁ ବନ୍ଦ ରହିଥିବା ବେଳେ ଆଜି ପୁନ: ମରାମତି ପରେ ପର୍ଯଟକ ଙ୍କ ପାଇଁ ଖୋଲା ଯାଇଛି । ପ୍ରାଥମିକ ପର୍ଯାୟରେ ମରାମତି ପାଇଁ ୨ ଲକ୍ଷ ୫୦ ହଜାର ଟଙ୍କ । ବ୍ୟୟ ଅଟକଳ ରେ ଏହାର ପୁନ:ରୁଦ୍ଧାର କରାଯାଇଥିବା ବେଳେ ଆସନ୍ତା ଦିନ ରେ ଏହି ପର୍ଯଟନସ୍ଥଳୀ ର ବିକାଶ ସହ ଆନୂସଙ୍ଗୀକ ବ୍ୟବସ୍ଥା ପାଇଁ ବିଭାଗ ପକ୍ଷରୁ ରାଜ୍ୟ ସରକାର ଙ୍କୁ ପ୍ରସ୍ତାବ ଦିଆଯାଇଥିବା ବନାଞ୍ଚଳ ଅଧିକାରୀ ପ୍ରକାଶ କରିଛନ୍ତି । ଦୀର୍ଘ ୨ ବର୍ଷ ପରେ ପୁଣିଥରେ ଏହି ଫୁର୍ଲିଝରଣ ଜଳପ୍ରପାତ କୁ ଉପଭୋଗ କରିବାର ସୁଯୋଗ ସ୍ରୁଷ୍ଟି ହୋଇଥିବା ରୁ ପର୍ଯଟକ ଙ୍କ ଭିତରେ ବେଶ ଉତ୍ସାହ ଦେଖିବାକୁ ମିଳିଛି । ତେବେ ଏସବୁ ଭିତରେ ଏହାର ରକ୍ଷଣ ବେକ୍ଷଣ ନେଇ ବିଭାଗ ଏକ ଆବଶ୍ୟକ ପଦକ୍ଷେପ ନେବା ପାଇଁ ପର୍ଯଟକ ମହଲ ରେ ମତ ପ୍ରକାଶ ପାଇଛି ।
ବାଇଟ-ଟି ଅଶୋକ କୁମାର (ଦକ୍ଷିଣ ବନଖଠ ଅଧିକାରୀ-କଳାହାଠି)

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.