ETV Bharat / bharat

ଉତ୍ତର ପ୍ରଦେଶର ଗୋଟିଏ ଆସନ ପାଇଁ ସେପ୍ଟେମ୍ବର 11ରେ ଉପ-ନିର୍ବାଚନ

ରାଜ୍ୟସଭା ସାଂସଦ ଥିବା ଅମର ସିଂଙ୍କ ନିଧନ ପରେ ହେବ ଉପ-ନିର୍ବାଚନ । କିଏ ହେବେ ପ୍ରାର୍ଥୀ ପଢନ୍ତୁ ସମ୍ପୂର୍ଣ୍ଣ ଖବର...

rajyasabha election
rajyasabha ele rajyasabha election ction
author img

By

Published : Aug 21, 2020, 4:50 PM IST

ଲକ୍ଷ୍ନୌ: ରାଜ୍ୟସଭା ସାଂସଦ ଥିବା ଦିବଂଗତ ନେତା ଅମର ସିଂଙ୍କ ଦେହାନ୍ତ ପରେ ସେହି ରାଜ୍ୟସଭା ଆସନ ପାଇଁ 11 ସେପ୍ଟେମ୍ବରରେ ଉପ-ନିର୍ବାଚନ ହେବ । ଭାରତୀୟ ନିର୍ବାଚନ ଆୟୋଗ ଏହା ଆଜି ( ଶୁକ୍ରବାର) ଘୋଷଣା କରିଛନ୍ତି । ଅମର ୟୁପିରୁ ରାଜ୍ୟସଭା ସାଂସଦ ଥିଲେ ।

ନିର୍ବାଚନ ଆୟୋଗଙ୍କ ସୂଚନା ଅନୁସାରେ 25 ଅଗଷ୍ଟରେ ବିଜ୍ଞପତି ପ୍ରକାଶ ପାଇବ । 11 ସେପ୍ଟେମ୍ବରେ ଭୋଟ ଦାନ ହେବ ।

ସୂଚନାଯୋଗ୍ୟଯେ ଦୀର୍ଘଦିନର ଅସୁସ୍ଥତା ପରେ 1 ଅଗଷ୍ଟରେ ଅମର ସିଂଙ୍କ ନିଧନ ହୋଇଥିଲା । ରାଜ୍ୟସଭା ସଦସ୍ୟ ଭାବେ ତାଙ୍କ କାର୍ଯ୍ୟକାଳ 2022 ଜୁଲାଇ ରେ ସମାପ୍ତ ହୋଇଥାନ୍ତା । ଅମର ସିଂ ସମାଜବାଦୀ ପାର୍ଟିରୁ ସାଂସଦ ଥିଲେ କିନ୍ତୁ ପରେ ବିଜେପିକୁ ସମର୍ଥନ କରିଥିଲେ । ତେବେ ଏହି ଆସନଟି ବିଜେପି ଅନାୟସରେ ବିଜୟୀ ହେବା ସ୍ପଷ୍ଟ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.