ETV Bharat / bharat

ଗିରଫ ପରେ ମୁକୁଳିଲେ କମଲନାଥଙ୍କ ମନ୍ତ୍ରୀ ଜିତୁ ପଟଓ୍ବାରୀ - Congress leader Jitu Patwari

ବେଙ୍ଗାଲୁରୁର ରିସର୍ଟରେ ଥିବା କଂଗ୍ରେସର 19 ବିଧାୟକଙ୍କୁ ଭେଟିବାକୁ ଯାଇଥିବା କମଲନାଥଙ୍କ ମନ୍ତ୍ରୀ ଜିତୁ ପଟଓ୍ବାରୀ କର୍ଣ୍ଣାଟକ ପୋଲସିକୁ ଦୁର୍ବ୍ୟବହାର କରିଛନ୍ତି । ପରେ ପୋଲିସ ଜିତୁଙ୍କୁ ଗିରଫ କରିବା ପରେ ତାଙ୍କୁ ଛାଡିଦେଇଛି । ଅଧିକ ପଢନ୍ତୁ...

ଗିରଫ ପରେ ମୁକୁଳିଲେ କମଲନାଥଙ୍କ ମନ୍ତ୍ରୀ ଜିତୁ ପଟଓ୍ବାରୀ

author img

By

Published : Mar 12, 2020, 7:13 PM IST

ବେଙ୍ଗାଲୁରୁ: ମଧ୍ୟପ୍ରଦେଶରେ କିଛି ଦିନରୁ ରାଜନୈତିକ ମାହୋଲ ସରଗରମ ରହିଛି । ଉଭୟ ବିଜେପି ଓ କଂଗ୍ରେସ ନିଜ ନିଜର ବିଧାୟକଙ୍କୁ ସୁରକ୍ଷିତ ରଖିବାକୁ ପ୍ରୟାସ ଜାରି ରଖିଛନ୍ତି । ଏପରି ସ୍ଥିତିରେ ବେଙ୍ଗାଲୁରୁର ରିସର୍ଟରେ ଥିବା କଂଗ୍ରେସର 19 ବିଧାୟକଙ୍କୁ ଭେଟିବାକୁ ଯାଇଥିବା କମଲନାଥଙ୍କ ମନ୍ତ୍ରୀ ଜିତୁ ପଟଓ୍ବାରୀଙ୍କୁ ଗିରଫ କରିଥିଲା ପୋଲିସ । ଜିତୁଙ୍କ ସହ କଂଗ୍ରେସ ନେତା ଲଖନ ସିଂହ ମଧ୍ୟ ବେଙ୍ଗାଲୁରୁ ଯାଇଥିଲେ ।

ଗିରଫ ପରେ ମୁକୁଳିଲେ କମଲନାଥଙ୍କ ମନ୍ତ୍ରୀ ଜିତୁ ପଟଓ୍ବାରୀ

ଯେଉଁ ରିସର୍ଟରେ ବିଧାୟକଙ୍କୁ ରଖାଯାଇଛି, ସେଠାରେ ପୋଲିସ ସହ ମଧ୍ୟପ୍ରଦେଶ ମନ୍ତ୍ରୀ ଜିତୁ ପଟଓ୍ବାରୀଙ୍କ ମାରପିଟ ହୋଇଥିବା କୁହାଯାଉଛି । ଜିତୁ ପୋଲିସଙ୍କୁ ଦୁର୍ବ୍ୟବହାର କରିଥିବା ଦେଖିବାକୁ ମିଳିଛି । ଏହାପରେ ପୋଲିସ ତାଙ୍କୁ ଗିରଫ କରିଥିଲା । ହେଲେ କିଛି ସମୟ ପରେ ଏମାନେ ମୁକୁଳିଛନ୍ତି । ଏହାପରେ ପଟଓ୍ବାରୀ ବେଙ୍ଗାଲୁରୁରେ କଂଗ୍ରେସ ନେତା ଡିକେ ଶିବକୁମାରଙ୍କୁ ଭେଟିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.