ETV Bharat / bharat

ବନ୍ଦୀ ମୁକ୍ତ ପରେ ମେହବୁବାଙ୍କ ବୟାନ, ଧାରା 370 ପାଇଁ କରିବି ସଂଘର୍ଷ - ମେହବୁବା ମୁଫ୍ତି

ଗୃହବନ୍ଦୀରୁ ମୁକୁଳିବା ପରେ ଘାଟିରେ ଧାରା 370କୁ ପୁନର୍ବାର ଲାଗୁ ପାଇଁ ସଂଘର୍ଷ କରିବେ ବୋଲି ପ୍ରତିକ୍ରିୟା ଦେଇଛନ୍ତି ଜାମ୍ମୁ ଓ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫ୍ତି । ଅଧିକ ପଢନ୍ତୁ...

ବନ୍ଦୀ ମୁକ୍ତ ପରେ ମେହବୁବାଙ୍କ ବୟାନ, ଧାରା 370 ପାଇଁ କରିବି ସଂଘର୍ଷ

author img

By

Published : Oct 14, 2020, 9:29 AM IST

ଶ୍ରୀନଗର: ଗୃହବନ୍ଦୀରୁ ମୁକୁଳିବା ପରେ ଘାଟିରେ ଧାରା 370କୁ ପୁନର୍ବାର ଲାଗୁ ପାଇଁ ସଂଘର୍ଷ କରିବେ ବୋଲି ପ୍ରତିକ୍ରିୟା ଦେଇଛନ୍ତି ଜାମ୍ମୁ ଓ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫ୍ତି । ସେ ଏକ ଅଡିଓ ସନ୍ଦେଶ ଜାରି କରି କହିଛନ୍ତି, ସେହି କଳା ଦିନର ନିଷ୍ପତ୍ତି ତାଙ୍କ ମନକୁ କଷ୍ଟ ଦେଇଛି ।

ବହୁ ଦିନର ପ୍ରତୀକ୍ଷା ପରେ ଶେଷରେ ବନ୍ଦୀରୁ ମୁକ୍ତ ହୋଇଛନ୍ତି ଜାମ୍ମୁ ଓ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫ୍ତି । ଧାରା 370 ଉଚ୍ଛେଦ ପରଠୁ ମେହବୁବାଙ୍କୁ ଗିରଫ କରାଯାଇଥିଲା । ତେବେ ଦୀର୍ଘ 14 ମାସ ପରେ ସେ ବନ୍ଦୀ ମୁକ୍ତ ହୋଇଛନ୍ତି । ଗତ ବର୍ଷ ଅଗଷ୍ଟ 5 ରେ, ଧାରା 370 ଉଚ୍ଛେଦ ପୂର୍ବରୁ ଜାମ୍ମୁ କାଶ୍ମୀରର ଅନେକ ବଡ ନେତାମାନଙ୍କୁ ଗିରଫ କରାଯାଇଥିଲା । ମେହବୁବା ମୁଫ୍ତି ମଧ୍ୟ ଏଥିରେ ସାମିଲ ଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.