ETV Bharat / bharat

କଂଗ୍ରେସ-ସିପିସି ଚୁକ୍ତି ବିରୋଧରେ ଯାଚିକା, ଆଶ୍ଚର୍ଯ୍ୟ ପ୍ରକଟ କଲେ ସୁପ୍ରିମକୋର୍ଟ

author img

By

Published : Aug 7, 2020, 4:07 PM IST

2008ରେ କମ୍ୟୁନିଷ୍ଟ ପାର୍ଟି ଅଫ ଚୀନ(ସିପିସି) ଓ ଭାରତୀୟ ଜାତୀୟ କଂଗ୍ରେସ ମଧ୍ୟରେ ହୋଇଥିବା ଚୁକ୍ତି ବିରୋଧରେ ଦାଖଲ ଯାଚିକା ଉପରେ ସୁପ୍ରିମକୋର୍ଟଙ୍କ ଆଶ୍ଚର୍ଯ୍ୟ ପ୍ରକାଶ । ଅଧିକ ପଢନ୍ତୁ...

କଂଗ୍ରେସ-ସିପିସି ଚୁକ୍ତି ବିରୋଧରେ ଯାଚିକା, ଆଶ୍ଚର୍ଯ୍ୟ ପ୍ରକଟ କଲେ ସୁପ୍ରିମକୋର୍ଟ
କଂଗ୍ରେସ-ସିପିସି ଚୁକ୍ତି ବିରୋଧରେ ଯାଚିକା, ଆଶ୍ଚର୍ଯ୍ୟ ପ୍ରକଟ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: 2008ରେ କମ୍ୟୁନିଷ୍ଟ ପାର୍ଟି ଅଫ ଚୀନ(ସିପିସି) ଓ ଭାରତୀୟ ଜାତୀୟ କଂଗ୍ରେସ ମଧ୍ୟରେ ଅବୈଧ ଭାବେ ସୂଚନା ଆଦାନ ପ୍ରଦାନ ବିରୋଧରେ ସିବିଆଇ ତଥା ଏନଆଇଏ ତଦନ୍ତ କରାଇବାକୁ ସୁପ୍ରିମକୋର୍ଟରେ ଦାଖଲ ହୋଇଥିଲା ଯାଚିତା । ତେବେ ଶୁକ୍ରବାର ଏହି ଯାଚିକା ଉପରେ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ ।

କେବେ ବି ଅତିତରେ ଗୋଟିଏ ଦେଶର ସରକାର ଅନ୍ୟଦେଶର ରାଜନୈତିକ ଦଳ ସହ ସୁକ୍ତି ସ୍ବାକ୍ଷର ବିଷୟ ଶୁଣି ନଥିବା କହିଛନ୍ତି ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଏସ.ଏ ବୋବଡେ । ଏଣୁ କୋର୍ଟରେ ମନୋରଞ୍ଜନ ନକରି ଆବେଦନକାରୀ ଆଇନଜୀବୀ ଶେଖର ଝାଙ୍କୁ ଉପଯୁକ୍ତ ହାଇକୋର୍ଟର ଦ୍ବାରସ୍ଥ ହେବାକୁ ପରାମର୍ଶ ଦେଇଛନ୍ତି ।

ଚୀନ ସହିତ ଶତ୍ରୁତା ଥିବା ସତ୍ତ୍ବେ କଂଗ୍ରେସ ସିପିସି ସହ ଏକ ଚୁକ୍ତ ସ୍ବାକ୍ଷର କରିଥିବା ଆବେଦନକାରୀ ଯୁକ୍ତି ଦର୍ଶାଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.