ETV Bharat / bharat

ଜମ୍ମୁ-କାଶ୍ମୀର ସ୍ଥିତି ନେଇ ଅସନ୍ତୁଷ୍ଟ ସୁପ୍ରିମକୋର୍ଟ

ଜମ୍ମୁ-କାଶ୍ମୀର ସ୍ଥିତି ନେଇ ସୁପ୍ରିମକୋର୍ଟଙ୍କ ଅସନ୍ତୋଷ । ଧାରା 370 ଉଚ୍ଛେଦ ପର ସ୍ଥିତିକୁ ନେଇ ଆଜି ସୁପ୍ରିମକୋର୍ଟରେ ହୋଇଛି ଶୁଣାଣି । ତେବେ ଶୀଘ୍ର ଇଣ୍ଟରନେଟ ସେବା ସ୍ବାଭାବିକ କରିବା ନେଇ କେନ୍ଦ୍ରକୁ ଦିଆଯାଇଛି ନିର୍ଦ୍ଦେଶ । ଆଗକୁ ପଢନ୍ତୁ...

sc said our priority in kashmir is to give freedom
ଫାଇଲ ଫଟୋ
author img

By

Published : Jan 10, 2020, 12:58 PM IST

ନୂଆଦିଲ୍ଲୀ: ଆଜି କାଶ୍ମୀର ମାମଲାରେ ସୁପ୍ରିମକୋର୍ଟ ହୋଇଛି ଶୁଣାଣି । ଏହି ମାମଲାରେ କେନ୍ଦ୍ରକୁ ଭତ୍ସନା କରିଛନ୍ତି ସର୍ବୋଚ୍ଚ କୋର୍ଟ । ନାଗରିକଙ୍କ ଅଧିକାର ରକ୍ଷା କରିବା ଜରୁରୀ । ଜନତାଙ୍କ ସୁରକ୍ଷା ମୁଖ୍ୟ ଲକ୍ଷ୍ୟ ବୋଲି କହିଛନ୍ତି ସୁପ୍ରିମକୋର୍ଟ । ଜମ୍ମୁ-କାଶ୍ମୀରରୁ ଧାରା 370 ଉଚ୍ଛେଦ ପରେ ଲାଗିଥିବା କଟକଣାକୁ ନେଇ 7 ଦିନ ଭିତରେ ହେବ ସମୀକ୍ଷା ।

ଅନିଶ୍ଚିତ କାଳ ପର୍ଯ୍ୟନ୍ତ ଇଣ୍ଟରନେଟ ସେବା ବନ୍ଦ କରାଯାଇ ପାରିବ ନାହିଁ । ତେଣୁ ଜରୁରୀ ସେବା ଲାଗି ଇଣ୍ଟରନେଟ ସେବା ତୁରନ୍ତ ଆରମ୍ଭ କରାଯିବ । ଜଷ୍ଟିସ ଏନଭି ରମଣ, ଜଷ୍ଟିସ ଆର ସୁଭାଷ ରେଡ୍ଡି ଏବଂ ଜଷ୍ଟିସ ବି ଆର ଗବଇ ତିନି ଜଣିଆ ସଦସ୍ୟ ମାମଲାର ଶୁଣାଣି କରି ଜମ୍ମୁ କାଶ୍ମୀର ପ୍ରଶାସନକୁ ଏହି ନିର୍ଦ୍ଦେଶ ଦେଇଛନ୍ତି ।

କାଶ୍ମୀରରେ ବାରମ୍ବାର ଧାରା 144ର ଲାଗୁ କରାଯାଇ କ୍ଷମତାର ଅପବ୍ୟବହାର କରାଯାଉଛି । ଠୋସ କାରଣ ବିନା ଇଣ୍ଟରନେଟ ବନ୍ଦ କରାଯିବ ନାହିଁ ବୋଲି କହିଛନ୍ତି ଏହି ତିନି ଜଣିଆ ଖଣ୍ଡପୀଠ ।

Intro:Body:

vcv

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.