ETV Bharat / bharat

ଶାଢୀରେ ୱିଙ୍ଗ କମାଣ୍ଡର ଅଭିନନ୍ଦନ - National

ଗୁଜୁରାଟର ଜଣେ ଶାଢୀ ବ୍ୟବସାୟୀ ସର୍ଜିକାଲ ଷ୍ଟ୍ରାଇକ-2 ହେବାର କିଛି ସମୟ ପରେ ଏକ ଆଶ୍ଚର୍ଯ୍ୟଜନକ ଶାଢୀ ପ୍ରସ୍ତୁତ କରିଥିଲେ । ଏହାକୁ ସର୍ଜିକାଲ ଷ୍ଟ୍ରାଇକର ଥିମରେ ପ୍ରସ୍ତୁତ କରାଯାଇଥିଲା । ସର୍ଜିକାଲ ଷ୍ଟ୍ରାଇକର ସମ୍ପୂର୍ଣ୍ଣ ଘଟଣା ଏଥିରେ ରହିଥିଲା ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଟ୍ୱିଟର@ଏଏନଆଇ
author img

By

Published : Mar 7, 2019, 11:50 AM IST

ଗୁଜୁରାଟ: ଶତ୍ରୁଦେଶରେ 58 ଘଣ୍ଟା ବିତାଇ ଭାରତକୁ ଫେରିଥିବା ଭାରତୀୟ ବାୟୁସେନାର ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ଥମାନଙ୍କୁ ସାରା ଦେଶ ସାଲ୍ୟୁଟ କରୁଛି । ତାଙ୍କ ବୀରତ୍ବର ଗାଥାକୁ ସମଗ୍ର ଦେଶ ବାହାବା କରୁଛି । ଏହି ଅବସରରେ ଅଭିନନ୍ଦନଙ୍କୁ ଅଭିନବ ଉପାୟରେ ସମ୍ମାନ ଜଣାଇଛି ଗୁଜୁରାଟର ଏକ ଶାଢୀ ମିଲ ।

ସୁରତର ଏହି ଶାଢୀ ମିଲ ବିଭିନ୍ନ ଶାଢୀ ତିଆରି କରିଛି । ଏଥିରେ ଅଭିନନ୍ଦନଙ୍କ ବୀରତ୍ବର ଗାଥା ପେଣ୍ଟିଂ ମାଧ୍ୟମରେ ଦର୍ଶାଯାଇଛି । ଅଭିନନ୍ଦନଙ୍କ ଫଟୋ ସହ ଭାରତୀୟ ବାୟୁସେନାର ଚିତ୍ର ଏଥିରେ ରହିଛି । ଏହାଛଡା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫଟୋ ଥିବା ଶାଢୀ ମଧ୍ୟ ଏହା ନିର୍ମାଣ କରିଛି । ବାୟୁସେନା କରିଥିବା ଏୟାର ଷ୍ଟ୍ରାଇକର ଫଟୋ ସହ ମଧ୍ୟ ଶାଢୀ ନିର୍ମିତ ହୋଇଛି । ନିକଟରେ ଏସବୁ ଶାଢୀ ପ୍ରଦର୍ଶିତ କରିବା ପରେ ମିଲକୁ ଏହିପ୍ରକାର ଶାଢୀ ପାଇଁ ଅନେକ ଅର୍ଡର ମିଳିଛି । ଏପରିକି ଏହାକୁ କିଣିବା ପାଇଁ ସୁରତରେ ଲୋକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି ।

  • Gujarat: A mill in Surat manufacturing sarees with images depicting IAF's strikes in Balakot, Wing Commander Abhinandan, and Prime Minister Narendra Modi pic.twitter.com/U2hvWMe6U3

    — ANI (@ANI) March 7, 2019 " class="align-text-top noRightClick twitterSection" data=" ">

ପୂର୍ବରୁ ମଧ୍ୟ ଗୁଜୁରାଟର ଜଣେ ଶାଢୀ ବ୍ୟବସାୟୀ ସର୍ଜିକାଲ ଷ୍ଟ୍ରାଇକ-2 ହେବାର କିଛି ସମୟ ପରେ ଏକ ଆଶ୍ଚର୍ଯ୍ୟଜନକ ଶାଢୀ ପ୍ରସ୍ତୁତ କରିଥିଲେ । ଏହାକୁ ସର୍ଜିକାଲ ଷ୍ଟ୍ରାଇକର ଥିମରେ ପ୍ରସ୍ତୁତ କରାଯାଇଥିଲା । ସର୍ଜିକାଲ ଷ୍ଟ୍ରାଇକର ସମ୍ପୂର୍ଣ୍ଣ ଘଟଣା ଏଥିରେ ରହିଥିଲା । ଏହି ଶାଢୀକୁ ବ୍ୟବସାୟୀ ଜଣକ ମାତ୍ର 4 ଘଣ୍ଟାରେ ପ୍ରସ୍ତୁତ କରିଥିଲେ । ଏଥିରେ ପ୍ରଧାନମନ୍ତ୍ରୀ ମୋଦି, ଭାରତୀୟ ଯବାନ, ମିରାଜ 2000 ଏବଂ ଫାଇଟର ପ୍ଲେନ ଛପା ଯାଇଛି ।

Slug –  ଶିବରାତ୍ରୀ  ଆଣିଦେଇଛି  ଡ଼ଙ୍ଗରିଆ ଯୁବକ ଯୁବତୀଙ୍କ ପାଇଁ ମିଳନର ପର୍ବ କନିଆ ଝିକା । 
Report- Ranjan Rath
Date – 6-3-19
Formate – PKG

Anchar –  ଖାଲି ମନ ମଶିଗଲେ ଚଳେନାହିଁ , ମନର ମଣିଷକୁ ଜୀବନ ସାଥୀ ରୁପେ ପାଇବା ପାଇଁ ଅପେକ୍ଷା କରିବାକୁ ପଡ଼ିଥାଏ  ଶିବରାତ୍ର ଭଳି ପବିତ୍ର ଦିନକୁ  । ଦେବଗିରି ଶିଖରରେ ଆର୍ବିଭୁତ ପଚଂମୁଖି ମହାଦେବଙ୍କୁ ସାଖିରଖି ପୁର୍ବରୁ ପସନ୍ଦ କରିଥିବା ଯୁବତୀଙ୍କୁ ଟାଣି ଟାଣି ଡ଼ଙ୍ଗରିଆ ଯୁବକ ନେଇଯାଇଥାଏ  ନିଜଘରକୁ  । ପରେ ଉଭୟ ପରିବାରର ସହମତିରେ ପାରମ୍ପରିକ ରିତିନିତିରେ ବିବାହ ବନ୍ଧନରେ ଆବନ୍ଧ ହୋଇଥାନ୍ତି ଉଭୟେ । ଏଭଳି ଏକ ବିରଳ ଜନଜାତୀର କନିଆଝିକା ପରମ୍ପରା ମଙ୍ଗଳବାରେ ଦେଖିବାକୁ ମିଳିଥିଲା କଲ୍ୟାଣସିଂହପୁରର ଦେବଗିରି ପାହାଡ଼ରେ  ।

VO 1- ଚାଲିଚନଳଣି ସଂସ୍କୃତି ଏବଂ ପରମ୍ପରା ସବୁଥିରେ ବାରି ହୋଇ ପଡ଼ନ୍ତି ଆଦିମ ଜନଜାତ ଡ଼ଙ୍ଗରିଆ କନ୍ଧ  । ଏହି ଆଦିମ ଜନ ଜାତି ସମ୍ପ୍ରଦାୟର ବିଶ୍ୱାସ ଅନୁଯାଇ ପ୍ରେମ ହେଉଛି ଶାଶ୍ୱତ , ଯୁବକ ସହିତ ଯୁବତୀଙ୍କ ମନ ମିଶିବା ସହ ଉଭୟେ ପରଷ୍ପରକୁ  ଭଲରୁପେ ବୁଝିବା ପରେ ଯାଇ ବିବାହ ବନ୍ଧନରେ ଆବଦ୍ଧ ହୁଅନ୍ତି । ଏଥି ପାଇଁ ଶିବରାତ୍ରୀକୁ ଅପେକ୍ଷା କରିଥାନ୍ତି ମନ ଦିଆନିର କନ୍ୟକୁ ଟାଣିନେଇ ବିବାହ କରିବା ପାଇଁ  । ଏଭଳି ଏକ ବିରଳ  ପରମ୍ପରାକୁ କେମେରାରେ କୟେଦ କରିପାରିଛୁ ଆମେ । ଏହି ମହାନ ପରମ୍ପରା ଅନୁଯାଇ ନିୟମଗିରି ପାଦଦେଶରେ ଥିବା କଳାହାଣ୍ଡି ଜିଲ୍ଲା ତ୍ରିଲୋଚନପୁର ବ୍ଲକ ଅନ୍ତର୍ଗତ ଫୁଲଡ଼ୁମେର ଗାଁର ଡ଼ଙ୍ଗରିଆଯୁବକ ପ୍ରମୋଦ ଶିକକା  ତାଙ୍କ ଗାଁର ସାଙ୍ଗସାଥିଙ୍କୁ ଏବଂ ପରିବାର ଲୋକଙ୍କୁ  ନେଇ  କଲ୍ୟାଣସିଂହପୁର ବ୍ଲକ ପାରସାଲି ପଚାଂୟତ  ଅନ୍ତର୍ଗତ ଗୁମ୍ମା ଗାଁର ତୁଫେଲ ପ୍ରାସ୍କା ନାମକ ଯୁବତୀଙ୍କୁ ବିବାହ କରିବା ପାଇଁ ଟାଣି ନେଇଛନ୍ତି ।  
BYTE- ଶୁରେସ ୱାଡ଼ାକା ( ଖମ୍ବେଶୁ ବାସିନ୍ଦା )
BYTE-  ସୁନ୍ଦର ୱାଡ଼କା (ସ୍ଥାନିୟ ବାସିନ୍ଦା)

VO 2- ସବୁଠାରୁ ବଡ଼ କଥା ହେଲା ପରମ୍ପରା ନାଁରେ କନିଆ ଝିକାକୁ ଡ଼ଙ୍ଗରିଆ ସମାଜ ସ୍ୱିକୃତି ଦେଇଥାଏ  ତଥାପି ବିଚ ରାସ୍ଥାରେ ଯୁବତୀଟିକୁ ଟାଣିନେବା ଆଇନ ଆଖିରେ ଧର୍ତବ୍ୟ ଅପରାଧ ହୋଇଥିଲେ ସୁଧା ପୁଲିସ ଆଖି ସାମନାରେ ଏହି ସବୁ ହେଉଥିଲ ସୁଧା  ହାତବାନ୍ଧି  ନିରବ ଦ୍ରଷ୍ଟା ସାଜିବାକୁ ବାଧ୍ୟ ହୁଅନ୍ତି ପୁଲିସ ଅଧିକାରି ମାନେ  । ସେପଟେ  ନିଜ  ସାଥିର ଇଛା ଅନୁ ସାରେ ପୁର୍ବପ୍ରସ୍ତୁତ କନିଆ ଝିକା ଜାଣି ଥିଲେ ମଧ୍ୟ ସାଙ୍ଗବାନ୍ଧବି ଦ୍ୱାରା ଯୁବକଟିକୁ ମାଡ଼ ଖାଇବାକୁ ପଡ଼ିଥାଏ  ଏହିମାଡ଼କୁ ଜଦି ଯୁବକଟି ସହିଯାଏ ତେବେ ଏହିବାହାଘରେ ପ୍ରତିବନ୍ଧକ ସୃଷ୍ଟି ହୁଏନି ବୋଲି ବିଶ୍ୱାସ ରହିଛି । 
BYTE- ରମେଶଚନ୍ଦ୍ର ନାଲ (ଡ଼ଙ୍ଗରିଆ କନ୍ଧ ସଂସ୍ୱୃତି ଗବେଷକ)
BYTE- ସ୍ମୁତିରଞ୍ଜନ ପାଲଟାସିଂ  (ପୁଲିସ କର୍ମଚାରିି) 
 
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.