ETV Bharat / bharat

‘ମୁଁ ଗାନ୍ଧି ପରିବାରକୁ ଅଧିକ ସମ୍ମାନ ଦିଏ’

ଗାନ୍ଧୀ ପରିବାରକୁ ଅଧିକ ସମ୍ମାନ ଦେଉଥିବା କଥା ଶିବସେନା ନେତା ସଞ୍ଜୟ ରାଉତ ପ୍ରକାଶ କରିଛନ୍ତି । ଅଧିକ ପଢନ୍ତୁ...

Mumbai
‘ମୁଁ ଗାନ୍ଧି ପରିବାରକୁ ଅଧିକ ସମ୍ମାନ ଦିଏ’
author img

By

Published : Jan 16, 2020, 10:58 PM IST

ମୁମ୍ବାଇ: ଗାନ୍ଧି ପରିବାରକୁ ଅଧିକ ସମ୍ମାନ ଦେଉଥିବା କଥା ଶିବସେନା ନେତା ସଞ୍ଜୟ ରାଉତ ପ୍ରକାଶ କରିଛନ୍ତି ।

‘ମୁଁ ଗାନ୍ଧି ପରିବାରକୁ ଅଧିକ ସମ୍ମାନ ଦିଏ’

ସଞ୍ଜୟ ରାଉତ କହିଛନ୍ତି, ଇନ୍ଦିରା ଗାନ୍ଧୀ, ପଣ୍ଡିତ ନେହେରୁ, ରାଜୀବ ଗାନ୍ଧୀ ଓ ଗାନ୍ଧୀ ପରିବାରକୁ ସେ ଅଧିକ ସମ୍ମାନ ଦେଇଥାନ୍ତି । ଏପରିକି ଲୋକମାନେ ଯେତେବେଳେ ଇନ୍ଦିରା ଗାନ୍ଧୀଙ୍କୁ ବିରୋଧ କରନ୍ତି, ସେତେବେଳେ ସେ ଇନ୍ଦିରାଙ୍କ ପାଇଁ ଛିଡା ହୋଇଥିବା କଥା କହିଛନ୍ତି । ବିରୋଧୀ ଦଳରେ ଥାଇ ମଧ୍ୟ ସେ ଏପରି କରିଥାନ୍ତି ବୋଲି କହିଛନ୍ତି ସଞ୍ଜୟ ।

Intro:Body:

Sanjay Raut, Shiv Sena in Mumbai: The respect that I have always shown towards Indira Gandhi, Pandit Nehru, Rajiv Gandhi & the Gandhi family, despite being in opposition, nobody has done it. Whenever people have targeted Indira Gandhi, I have stood up for her.

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.