ETV Bharat / bharat

ସାମସଙ୍ଗ ଆଣିଲା UV ଷ୍ଟେରିଲାଇଜର, 99 ପ୍ରତିଶତ ଜୀବାଣୁକୁ କରିବ ନଷ୍ଟ - ସାମସଙ୍ଗ ଆଣିଲା UV ଷ୍ଟେରିଲାଇଜର

ସାମସଙ୍ଗ ସର୍ବଭାରତୀୟ ସ୍ତରରେ ତାର ନୂତନ UV ଷ୍ଟେରିଲାଇଜର ଘୋଷଣା କରିଛି। ଯାହା ୱେୟାରଲେସ ଚାର୍ଜ ହୋଇ ପାରୁଥିବା ବେଳେ 99 ପ୍ରତିଶତ ଜୀବାଣୁକୁ କରିବ ନଷ୍ଟ । ଏଥିରେ ସ୍ମାର୍ଟଫୋନ, ଚଷମା, ଇୟରବଡ ଆଦି 10 ମିନିଟରେ ଡିଜେନ୍ସିଫ କରିବାରେ ସକ୍ଷମ ହେବ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ସାମସଙ୍ଗ UV ଷ୍ଟେରିଲାଇଜର
ସାମସଙ୍ଗ UV ଷ୍ଟେରିଲାଇଜର
author img

By

Published : Jul 10, 2020, 6:20 AM IST

ହାଇଦ୍ରାବାଦ: ସାମସଙ୍ଗ ସର୍ବଭାରତୀୟ ସ୍ତରରେ ତାର ନୂତନ UV ଷ୍ଟେରିଲାଇଜର ଘୋଷଣା କରିଛି। ଯାହା ୱେୟାରଲେସ ଚାର୍ଜ ହୋଇ ପାରୁଥିବା ବେଳେ 99 ପ୍ରତିଶତ ଜୀବାଣୁକୁ ପ୍ରଭାବଶାଳୀ ଭାବେ ନଷ୍ଟ କରିଥାଏ ବୋଲି କମ୍ପାନୀ ଦାବି କରିଛି। ଆଜିର ଦିନରେ ବ୍ୟକ୍ତିଗତ ସ୍ବଚ୍ଛତା ଅଧିକ ଗୁରୁତ୍ବପୂର୍ଣ୍ଣ ହୋଇଥିବା ବେଳେ ଏହି ଷ୍ଟେରିଲାଇଜର ଜୀବାଣୁମାନଙ୍କ କାୟା ବିସ୍ତାରକୁ ମୁକାବିଲା କରିବାରେ ସାହାଯ୍ୟ କରିବ।

ସାମସଙ୍ଗ UV ଷ୍ଟେରିଲାଇଜର
ସାମସଙ୍ଗ UV ଷ୍ଟେରିଲାଇଜର

ଏହି "UV ଷ୍ଟେରିଲାଇଜର ସାମସଙ୍ଗ ମୋବାଇଲ୍ ଆକ୍ସେସୋରି ପାର୍ଟନରସିପ୍ ପ୍ରୋଗ୍ରାମ୍ (SMAPP)ର ସହଭାଗୀ ହୋଇଥିବା ବେଳେ ସାମସଙ୍ଗ ସି ଆଣ୍ଡ ଟି ଦ୍ବାରା ନିର୍ମିତ। ଏଥିରେ ସ୍ମାର୍ଟଫୋନ, ଚଷମା, ଇୟରବଡ ଆଦି 10 ମିନିଟରେ ଡିଜେନ୍ସିଫ କରିବାରେ ସକ୍ଷମ ହେବ।

ସାମସଙ୍ଗ UV ଷ୍ଟେରିଲାଇଜର
ସାମସଙ୍ଗ UV ଷ୍ଟେରିଲାଇଜର

ସାମସଙ୍ଗ କହିଛି ଯେ, ଦୁଇଟି ସ୍ବାଧୀନ ପରୀକ୍ଷା ଓ ପ୍ରମାଣିକରଣ ପ୍ରତିଷ୍ଠାନ ଯାହାକି ଇଣ୍ଟରଟେକ ଓ ଏସଜିଏସ ଦ୍ବାରା ଏହା ପରୀକ୍ଷା କରାଯାଇଛି। ପରୀକ୍ଷଣରେ ଜଣାପଡିଛି ଯେ, ଇ କୋଲି, ଷ୍ଟାଫିଲୋକୋକସ ଆରିଅସ ଓ କ୍ୟାଣ୍ଡିଡା ଆଲବିକାନ୍ସ ସମେତ uv ଷ୍ଟେରିଲାଇଜର 99 ପ୍ରତିଶତ ଜୀବାଣୁ ମାରିବାର କ୍ଷମତା ରଖିଛି।

ସାମସଙ୍ଗ ଆଣିଲା UV ଷ୍ଟେରିଲାଇଜର, 99 ପ୍ରତିଶତ ଜୀବାଣୁକୁ କରିବ ନଷ୍ଟ

ଏହି ଷ୍ଟେରିଲାଇଜରେ uv ଲାଇଟ ବୈଶିଷ୍ଟ୍ୟ ରହିଥିବା ବେଳେ 10 ମିନିଟ ପରେ ଏହା ଅଟୋମେଟିକ ଭାବେ ବନ୍ଦ ହୋଇଯାଏ। ଏକ ସମୟରେ ଏହାକୁ ବିନା ତାର ଦ୍ବାରା ଚାର୍ଜ କରାଯାଇପାରିବ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.