ETV Bharat / bharat

'ଭିଡ ହତ୍ୟା’ ମୁସଲମାନଙ୍କ ପାଇଁ ସବୁଠୁ ବଡ ଦଣ୍ଡ: ଆଜମ ଖାନ୍

ଭିଡ ଜନିତ ହତ୍ୟା ଏବେ ସମାଜରେ ଏକ ପ୍ରମୁଖ ସମସ୍ୟା ଭାବେ ମୁଣ୍ଡ । ଏଭଳି ଏକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ମତ ରଖିଛନ୍ତି ସମାଜବାଦ ପାର୍ଟିର ବରିଷ୍ଠ ସାଂସଦ ଆଜମ ଖାନ୍ । ଏନେଇ ସେ କହିଛନ୍ତି, ସ୍ବାଧୀନତା ପରେ ମୁସଲମାନଙ୍କୁ ସବୁଠୁ ବଡ ଦଣ୍ଡ ଭାବେ ‘ଭିଡ ହତ୍ୟା’ ମିଳିଛି ।

ଫାଇଲ ଫଟୋ
author img

By

Published : Jul 20, 2019, 6:28 PM IST

ନୂଆଦିଲ୍ଲୀ: ଦେଶରେ ବଢି ଚାଲୁଥିବା ଭିଡ ଜନିତ ହତ୍ୟା ବର୍ତ୍ତମାନ ଏକ ପ୍ରମୁଖ ସମସ୍ୟା ଭାବେ ମୁଣ୍ଡ ଟେକିଛି । ପ୍ରସଙ୍ଗରେ ବିଭିନ୍ନ ରାଜନୈତିକ ଦଳ ଏବଂ ସଙ୍ଗଠନ ମଧ୍ୟରେ ଆରୋପ-ପ୍ରତ୍ୟାରୋପ ଜାରି ରହିଛି । ଯାହା ରାଜନୀତିକୁ ସରଗରମ କରି ରଖିଛି ।

ସମାଜବାଦ ପାର୍ଟିର ବରିଷ୍ଠ ନେତା ତଥା ରାମପୁର ସାଂସଦ ଆଜମ ଖାନ ଭିଡ ଜନିତ ହିଂସାକୁ ନେଇ ଏକ ମନ୍ତବ୍ୟ ଦେଇଛନ୍ତି । ସେ କହିଛନ୍ତି ସ୍ବାଧୀନତା ପରେ ମୁସଲମାନଙ୍କୁ ସବୁଠୁ ବଡ ଦଣ୍ଡ ‘ଭିଡ ହିଂସା’ ମିଳିଛି ।

ଏଥିସହ ସେ କହିଛନ୍ତି ମୁସଲମାନ, ଯେଉଁଠିକି ବି ଯିବେ ସେମାନଙ୍କୁ ଏହି ଦଣ୍ଡ ଭୋଗିବାକୁ ପଡିବ । ତେବେ ଆମ ପୂର୍ବଜ ମାନେ କଣ ପାଇଁ ପାକିସ୍ତାନ ଯାଇନାହାନ୍ତି ? କାରଣ ମୌଲାନା ଆଜାଦ, ଜବାହାରଲାଲ୍ ନେହୁରୁ, ସରଦାର ବଲ୍ଲଭ ଭାଇ ପଟେଲ ଏବଂ ବାପୁ ମୁସଲମାନଙ୍କ ସୁରକ୍ଷା ଦେବାକୁ ପ୍ରତିଶୃତି ଦେଇଥିଲେ ।

Intro:ଡକାୟତି ଯୋଜନା କରୁଥିବା ବେଳେ ପୋଲିସ ହାତରେ ଧରାପଡିଲେ ଡକାୟତ। ଯାଜପୁର ଜିଲ୍ଲା କଳିଙ୍ଗନଗର ଥାନା ଅନ୍ତର୍ଗତ ଡୁବୁରୀ ଡାକ୍ତରଖାନା ଛାକ ନିକଟସ୍ଥ ଏକ ପରିତ୍ୟକ୍ତ ଘରେ ଚଢ଼ାଉ କରି ପୋଲିସ 4ଜଣ ଡକାୟତଙ୍କୁ ଗିରଫ କରିଛି। ଅନ୍ୟ 3ଜଣ ଡକାୟତ ଫେUରାର ହେବାରେ ସକ୍ଷମ ହୋଇଛନ୍ତି। ଏହି ଗ୍ୟାଙ୍ଗ କୌଣସି ଏକ ଅପରାଧ ଘଟାଇବା ପାଇଁ ଯୋଜନା କରୁଥିବା ବେଳେ ପେଟ୍ରୋଲିଂ କରୁଥିବା ପୋଲିସ ହାତରେ ଧରାପଡିଥିଲେ। ଗିରଫ ଡକାୟତଙ୍କ ମଧ୍ୟରୁ 3ଜଣଙ୍କ ଘର ସୁକିନ୍ଦା ଓ ଅଶୋକଝର ଅଞ୍ଚଳରେ ହୋଇଥିବା ବେଳେ ଅନ୍ୟ ଜଣେ ଡ଼କାୟତଙ୍କ ଘର କେନ୍ଦୁଝର ଜିଲ୍ଲା ବଉଳା ମାଇନ୍ସ ଅଞ୍ଚଳରେ ବୋଲି ଜଣାପଡିଛି। ସେମାନଙ୍କ ନିକଟରୁ ଗୋଟିଏ ଦେଶୀ ବନ୍ଧୁକ, ଖଣ୍ଡା,ଛୁରୀ ଓ ଦୁଇଟି ବାଇକ ଜବତ ହୋଇଛି। ଗିରଫ ଡ଼କାୟତଙ୍କ ନାଁରେ ପୂର୍ବରୁ
ବିଭିନ୍ନ ଥାନରେ ଏକାଧିକ ମାମଲା ରହିଥିବା ଜଣାପଡିଛି। ଆଜି ସେମାନଙ୍କୁ କଳିଙ୍ଗନଗର ପୋଲିସ କୋର୍ଟ ଚାଲାଣ କରିଛି।

Body:script

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.