ETV Bharat / bharat

ଅକ୍ଟୋବର 17ର ସାବରିମାଳା ମନ୍ଦିର ମୁଖ୍ୟପୁରୋହିତ ଚୟନ

author img

By

Published : Oct 7, 2020, 12:45 PM IST

ସାବରିମାଳା ଶ୍ରୀ ଅୟପ୍ପା ମନ୍ଦିର ଏବଂ ମଲାଇକାପୁରମ୍ ମନ୍ଦିର ପାଇଁ ମେଲଶାନ୍ତୀ (ମୁଖ୍ୟ ପୁରୋହିତ) ଚୟନ ଅକ୍ଟୋବର 17 ରେ ଅନୁଷ୍ଠିତ ହେବ।

ସାବରିମାଳା ମନ୍ଦିରର ମୁଖ୍ୟପୁରୋହିତ
ସାବରିମାଳା ମନ୍ଦିରର ମୁଖ୍ୟପୁରୋହିତ

ଥିରୁଅନନ୍ତପୁରମ୍: ସାବରିମାଳା ଶ୍ରୀ ଅୟପ୍ପା ମନ୍ଦିର ଏବଂ ମଲାଇକାପୁରମ୍ ମନ୍ଦିର ପାଇଁ ମେଲଶାନ୍ତୀ (ମୁଖ୍ୟ ପୁରୋହିତ) ଚୟନ ଅକ୍ଟୋବର 17 ରେ ଅନୁଷ୍ଠିତ ହେବ। ପ୍ରାର୍ଥୀମାନଙ୍କୁ ସର୍ଟଲିଷ୍ଟ କରିବା ପାଇଁ ସାକ୍ଷାତକାର ଗତ ଦୁଇ ଦିନ ମଧ୍ୟରେ ଦେବସ୍ବମ ବୋର୍ଡ ହେଡ କ୍ବାର୍ଟରରେ କରାଯାଇଥିଲା ।

ଏହି ରାଉଣ୍ଡ ଚୟନ ପ୍ରକ୍ରିୟା ପରେ 19 ଜଣଙ୍କ ତାଲିକା ପ୍ରସ୍ତୁତ କରାଯାଇଛି, ସେଥିମଧ୍ୟରୁ 9 ଜଣ ପ୍ରାର୍ଥୀ ସାବରିମାଳା ମନ୍ଦିର ତାଲିକାରେ ସ୍ଥାନ ପାଇଥିବାବେଳେ ଅବଶିଷ୍ଟ 10 ଜଣ ମଲାଇକାପୁରମ୍ ମନ୍ଦିର ପାଇଁ ଚୂଡାନ୍ତ ତାଲିକାରେ ମନୋନୀତ ହୋଇଛନ୍ତି।

ଏହି ବର୍ଷ ଏହି ପଦବୀରେ ସର୍ବନିମ୍ନ ଆବେଦନକାରୀ ଥିଲେ । ସାବରିମାଳା ମନ୍ଦିର ପାଇଁ ସାକ୍ଷାତକାରରେ 42 ଜଣ ପ୍ରାର୍ଥୀ ଏବଂ 23 ଜଣ ମଲାଇକାପୁରମ୍ ମନ୍ଦିର ପାଇଁ ଉପସ୍ଥିତ ଥିଲେ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.