ETV Bharat / bharat

ଗରିବ ଲୋକଙ୍କୁ ଖାଦ୍ୟ ବାଣ୍ଟିଲେ ଆରଏସଏସ କାର୍ଯ୍ୟକର୍ତ୍ତା - ଲକଡାଉନ ଅପଡେଟ୍

ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘର କାର୍ଯ୍ୟକର୍ତ୍ତା ଆନ୍ଧ୍ରପ୍ରଦେଶର ବିଜୟନଗରମ ଜିଲ୍ଲାର ବହୁ ଗାଁର ଗରିବ ଲୋକଙ୍କୁ ଖାଦ୍ୟ ବାଣ୍ଟୁଥିବା ଦେଖିବାକୁ ମିଳିଛି ।

_luckdown
ଗରିବ ଲୋକଙ୍କୁ ଖାଦ୍ୟ ବାଣ୍ଟିଲେ ଆରଏସଏସ କାର୍ଯ୍ୟକର୍ତ୍ତା
author img

By

Published : Apr 2, 2020, 10:24 AM IST

ଅମରାବତୀ: ମାରାତ୍ମକ କୋରୋନା ଭାଇରସ କାରଣରୁ ଦେଶରେ ଏପ୍ରିଲ 14 ଯାଏଁ ଲକଡାଉନ ଘୋଷଣା କରାଯାଇଥିବା ବେଳେ ଦୋକାନ, ବଜାର ଠାରୁ ଆରମ୍ଭ କରି ସମସ୍ତ ସଂସ୍ଥା ବନ୍ଦ ରହିଛି । ଏଭଳ ପରିସ୍ଥିତିରେ ସମସ୍ତ ଲୋକ ବର୍ତ୍ତମାନ ନିଜ ଘରେ ରହୁଛନ୍ତି । ସାଧାରଣତଃ ଗରିବ ଲୋକଙ୍କୁ ଏଭଳି ସମୟରେ ଯେପରି କୌଣସି ଅସୁବିଧା ନହୁଏ ତେଣୁ ସରକାର ଗରିବ ଲୋକଙ୍କୁ ରନ୍ଧା ଖାଦ୍ୟ ଯୋଗାଉଛନ୍ତି । ଏହି କ୍ରମରେ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘର କାର୍ଯ୍ୟକର୍ତ୍ତା ଆନ୍ଧ୍ରପ୍ରଦେଶର ବିଜୟନଗରମ ଜିଲ୍ଲାର ବହୁ ଗାଁର ଗରିବ ଲୋକଙ୍କୁ ଖାଦ୍ୟ ବାଣ୍ଟୁଥିବା ଦେଖିବାକୁ ମିଳିଛି ।

ଆରଏସଏସ କାର୍ଯ୍ୟକର୍ତ୍ତା ମାନେ ଗଜପତିନଗରମର ବଣ୍ଡାପାଲି ଗାଁରେ ଗରିବ ଲୋକଙ୍କୁ ଖାଦ୍ୟ ଯୋଗାଇବା ସହ ସରକାରୀ ମେଡିକାଲରେ ଭର୍ତ୍ତି ଥିବା ରୋଗୀ ଏବଂ ବାସହରାମାନଙ୍କୁ ଖାଦ୍ୟ ଯୋଗାଇଛନ୍ତି । ତେବେ ପ୍ରତିଦିନ ସେମାନେ 100 ଲୋକଙ୍କୁ ଖାଦ୍ୟ ବାଣ୍ଟୁଥିବା ଆରଏସଏସ କାର୍ଯ୍ୟକର୍ତ୍ତା ମାନେ କହିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.