ETV Bharat / bharat

ତୁତିକୋରିନରୁ ଅଢେଇ କୋଟି ଟଙ୍କାର ଚରସ ଜବତ, 2 ଗିରଫ

2 କୋଟି 50 ଲକ୍ଷ କୋଟି ଟଙ୍କା ମୂଲ୍ୟର 25 କିଲୋଗ୍ରାମ ଚରସ ଜବତ କରିଛି ତୁତିକୋରିନ ପୋଲିସ । ଶ୍ରୀଲଙ୍କାକୁ ଚୋରା ଚାଲାଣ ହେଉଥିଲା ଏହି ଚରସ । ଅଧିକ ପଢନ୍ତୁ...

ତୁତିକୋରିନରୁ ଅଢେଇ କୋଟି ଟଙ୍କାର ଚରସ ଜବତ, 2 ଗିରଫ
ତୁତିକୋରିନରୁ ଅଢେଇ କୋଟି ଟଙ୍କାର ଚରସ ଜବତ, 2 ଗିରଫ
author img

By

Published : Aug 16, 2020, 8:03 PM IST

ଚେନ୍ନାଇ: ଶ୍ରୀଲଙ୍କାକୁ ଚୋରା ଚାଲାଣ କରାଯିବାକୁ ଥିବା 2 କୋଟି 50 ଲକ୍ଷ କୋଟି ଟଙ୍କା ମୂଲ୍ୟର 25 କିଲୋଗ୍ରାମ ଚରସ ଜବତ କରିଛି ତୁତିକୋରିନ ପୋଲିସ । ରାଜ୍ୟର ଏହା ପ୍ରଥମ ଘଟଣା ବୋଲି ଜଣାପଡିଛି ।

ଜିଲ୍ଲାରେ ଚରସ ଚୋରାଚାଲାଣ ନେଇ କୌଣସି ସୂତ୍ରରୁ ଖବର ପାଇ ପୋଲିସ ଚଢାଉ କରିଥିଲା । ପରେ ଗଞ୍ଜେଇ ବୋଝେଇ ଅନେକ ଡାଡିକୁ ମିଧ୍ୟ ପୋଲିସ ଜବତ କରିଛି ।

ଗିରଫ ହୋଇଥିବା ଅଭିୁକ୍ତମାନେ ସେନ୍ଥିଲ କୁମାର ଏବଂ ଦୁରାଇରାଜ ବୋଲି ଜଣାପଡିଥିବା ବେଳେ ଏମାନଙ୍କ ବିରୋଧରେ ଅନେକ ଅପରାଧିକ ମାମଲା ରହିଛି । ପୂର୍ବରୁ ଏହି ଦୁଇ ଅପରାଧିଙ୍କୁ ଗିରଫ କରାଯାଇଥିଲା ।

ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି ଯେ ଏହି ଦୁଇ ଅଭିଯୁକ୍ତ ପଡୋଶୀ କନ୍ୟାକୁମାରୀର ନାଗେରକୋଇଲ ସମୁଦ୍ର ମାର୍ଗ ଦେଇ ଏହି ଚରସ ପହଞ୍ଚାଇବାକୁ ଯାଉଥିଲେ। ଏହା ପରେ ଏହି ଚରସ ଶ୍ରୀଲଙ୍କା ଅଭିମୁଖେ ସମୁଦ୍ର ମାର୍ଗ ଦେଇ ନେବାର ଯୋଜନା ରହିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.