ETV Bharat / bharat

କେରଳ ଓନମ୍ ବମ୍ପର ଲଟେରୀରେ ଯୁବକ ଜିତିଲେ 12 କୋଟି

author img

By

Published : Sep 24, 2020, 2:02 PM IST

Updated : Sep 24, 2020, 2:12 PM IST

12 କୋଟିର ଲଟେରୀ । ନେଦୁମକନ୍ଦମର ବାସିନ୍ଦା ଅନନ୍ତଙ୍କ ଭାଗ୍ୟରେ ଲଟେରୀ ଲାଗିଛି, ସେ ପୁଣି 12 କୋଟିର ।

କେରଳ ଓନମ୍ ବମ୍ପର ଲଟେରୀ
କେରଳ ଓନମ୍ ବମ୍ପର ଲଟେରୀ

ଥିରୁଅନନ୍ତପୁରମ୍: 12 କୋଟିର ଲଟେରୀ । ନେଦୁମକନ୍ଦମର ବାସିନ୍ଦା ଅନନ୍ତଙ୍କ ଭାଗ୍ୟରେ ଲଟେରୀ ଲାଗିଛି, ସେ ପୁଣି 12 କୋଟିର । କଥାଟା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ଓନମ୍ ବମ୍ପର ଲଟେରୀରେ 12 କୋଟିର ଲଟେରୀ ଜିତିଛନ୍ତି ଅନନ୍ତ ।

ସେ ବର୍ତ୍ତମାନ ଏର୍ଣ୍ଣାକୁଲମ୍ ମନ୍ଦିରରେ କାମ କରୁଛନ୍ତି । ଅର୍ଥର ଅଭାବ କାରଣରୁ ସେ ନିଜ ଏମବିଏ ପାଠ ପଢା ଅଧାରୁ ଛାଡି ଦେଇଥିଲେ । ତାଙ୍କ ପିତା ବିଜୟ ଜଣେ ରଙ୍ଗ କାରିଗର ଓ ମା ଏକ ଘରୋଇ ବୟନଶିଳ୍ପ ଦୋକାନର କର୍ମଚାରୀ । ଉଭୟଙ୍କ ରୋଜଗାର ସ୍ବଳ୍ପ । ତାଙ୍କ ଭାଇ ଅରବିନ୍ଦ କଟ୍ଟପାନାସ୍ଥିତ ଏକ ଘରୋଇ ସଂସ୍ଥାରେ କାମ କରନ୍ତି।

ତେବେ ପରିବାର ସଠିକ୍ ସଡ଼କ ସଂଯୋଗ ଏବଂ ଜଳ ଯୋଗାଣ ସହିତ ଏକ ଘର ନିର୍ମାଣ ପାଇଁ 10 ଏକର ଜମି କିଣିବାକୁ ସ୍ବପ୍ନ ଦେଖିଛନ୍ତି । ଏହାସହ ପିଲାଙ୍କ ପାଠପଢା ଓ ଝିଅ ବାହାଘର ପାଇଁ ଆଶା ରଖିଛନ୍ତି ଅଭିଭାବକ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Sep 24, 2020, 2:12 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.