ETV Bharat / bharat

ବଦଲା ନେଉଛି ଇରାନ୍‌, ଆମେରିକା ଦୂତାବାସରେ 5 ରକେଟ ମାଡ

କମାଣ୍ଡର କାସିମ ସୁଲେମାନୀର ହତ୍ୟାର ବଦଲା ନେବାରେ ଲାଗିଛି ଇରାନ୍। ଆଉ ଏଥିିପାଇଁ ଇରାକରେ ଥିବା ଆମରିକୀୟ ଦୂତାବାସ ଉପରେ 5ଟି ରକେଟ ମାଡ କରିଛି। ଅଧିକ ପଢନ୍ତୁ...

author img

By

Published : Jan 26, 2020, 11:27 PM IST

Updated : Jan 27, 2020, 8:21 AM IST

ଇରାକ ସ୍ଥିତ ଆମେରିକା ଦୂତାବାସରେ 5 ରକେଟ ମାଡ
ଇରାକ ସ୍ଥିତ ଆମେରିକା ଦୂତାବାସରେ 5 ରକେଟ ମାଡ

ବାଗଦାଦ: କମାଣ୍ଡର କାସିମ ସୁଲେମାନୀର ହତ୍ୟାପରେ ବଦଲା ନେବାରେ ଲାଗିଛି ଇରାନ୍‌। ଏ ଘଟଣାକୁ ନେଇ ଆମେରିକା ସହ ଚାଲିଥିବା ବିବାଦ ଥମିବାର ନାଁ ନେଉନାହିଁ। କିଛି ଦିନର ବିରତି ପରେ ପୁଣି ଥରେ ଇରାକରେ ଥିବା ଆମରେକୀୟ ଦୂତାବାସ ଉପରେ ଇରାନ୍ 5ଟି ରକେଟ ମାଡ କରିଥିବା ଖବର ମିଳିଛି। ଏଥିରେ କ୍ଷୟକ୍ଷତି ହେବା ନେଇ କିଛି ଜଣାପଡିନାହିଁ।

ଇରାନ୍‌ର ଟପ କମାଣ୍ଡର ସୁଲେମାନୀକୁ ଆମେରିକା ହତ୍ୟା କରିବା ପରେ ଉଭୟ ଦେଶ ମଧ୍ୟରେ ତିକ୍ତତା ବୃଦ୍ଧି ପାଇଛି । ପ୍ରତିଶୋଧ ପରାୟଣ ହୋଇ ଇରାନ୍ ବାରମ୍ବାର ଆମେରିକା ଉପରେ ଆକ୍ରମଣ କରୁଛି । ପୂର୍ବରୁ ମଧ୍ୟ ଅନେକ ଥର ଇରାକ ସ୍ଥିତ ଆମରିକୀୟ ସେନା କ୍ୟାମ୍ପ ଏବଂ ଦୂତାବାସ ଉପରେ ରକେଟ ମାଡ କରିସାରିଛି ଇରାନ୍।

Intro:Body:

BLANK FOR LINK 

Conclusion:
Last Updated : Jan 27, 2020, 8:21 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.