ETV Bharat / bharat

ଭୁଶୁଡିଲା ରାସ୍ତା, କୌଣସି କ୍ଷୟକ୍ଷତି ହୋଇ ନ ଥିବା ସୂଚନା - ଭୁଶୁଡିଲା ରାସ୍ତା, କୈଣସି କ୍ଷୟକ୍ଷତି ହୋଇ ନ ଥିବା ସୂଚନା

ଏବି ରୋଡର ସିଂ ଟାଓ୍ବାର ନିକଟରେ ଭୁଶୁଡିଲା ରାସ୍ତା । କୌଣସି କ୍ଷୟକ୍ଷତି ହୋଇ ନ ଥିବା ସୂଚନା । ଘଟଣାସ୍ଥଳରେ ଉତ୍ତେଜନା । ଅଧିକ ପଢନ୍ତୁ....

road collapsed in guna district
ଭୁଶୁଡିଲା ରାସ୍ତା, କୈଣସି କ୍ଷୟକ୍ଷତି ହୋଇ ନ ଥିବା ସୂଚନା
author img

By

Published : Jun 23, 2020, 11:17 AM IST

ଭୋପାଳ: ମଧ୍ୟପ୍ରଦେଶର ଗୁନା ଜିଲ୍ଲା ଏବି ରୋଡର ସିଂ ଟାଓ୍ବାର ନିକଟରେ ଭୁଶୁଡିଲା ରାସ୍ତା । ତେବେ ଏଥିରେ କୌଣସି କ୍ଷୟକ୍ଷତି ହୋଇ ନ ଥିବା ଜଣାପଡିଛି । ତେବେ ରାସ୍ତା ଭୁଶୁଡିବା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଥିଲା। ରାସ୍ତା ଭୁଶୁଡି ଯିବା ସହିତ ରାସ୍ତାକୁ ଲାଗିଥିବା ପାଚେରୀ ମଧ୍ୟ ଭାଙ୍ଗି ପଡିଥିଲା ।

ଭୁଶୁଡିଲା ରାସ୍ତା, କୈଣସି କ୍ଷୟକ୍ଷତି ହୋଇ ନ ଥିବା ସୂଚନା

ତେବେ ବର୍ଷା କାରଣରୁ ରାସ୍ତା ଭୁଶୁଡି ନାହିଁ, ବଂର ରାସ୍ତା କଡରେ ଏକ ବୃହତ ଅଟ୍ଟାଳିକାର କାର୍ଯ୍ୟ ପାଇଁ ବୃହତ ଗର୍ତ୍ତ ଖୋଳା ଯାଇଥିବାରୁ ରାସ୍ତା ଭୁଶୁଡି ପଡିଥିବା କହିଛନ୍ତି ସ୍ଥାନୀୟ ଲୋକେ। ତେବେ ରାସ୍ତା ଭୁଶୁଡିବା ପରେ ଏହି କନଷ୍ଟ୍ରକସନ କାର୍ଯ୍ୟକୁ ବନ୍ଦ କରଯାଇଛି । ଘଟଣାସ୍ଥଳରେ ମ୍ୟୁନସିପାଲଟିର କର୍ତ୍ତୃପକ୍ଷ ପହଞ୍ଚିଛନ୍ତି । ତେବେ କେଉଁ କାରଣରୁ ଏହି ରାସ୍ତା ଭୁଶୁଡିଲା, ତାହାର ତଦନ୍ତ ଆରମ୍ଭ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.