ETV Bharat / bharat

ମୋଦିଙ୍କୁ ଅପଶବ୍ଦ କହୁଥିଲେ ପିଲାଏ, ଏମିତି ଥିଲା ପ୍ରିୟଙ୍କାଙ୍କ ପ୍ରତିକ୍ରିୟା

କଂଗ୍ରେସ ମହା ସଚିବ ଓ ପୂର୍ବ ୟୁପିର ପ୍ରଭାରୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ଛୋଟଛୁଆଙ୍କ ସହ ଏକ ଭିଡିଓ ଖୁବ ଭାଇରାଲ ହେବାରେ ଲାଗିଛି ।

author img

By

Published : May 2, 2019, 12:12 PM IST

ଫଟୋ ସୌଜନ୍ୟ: ସୋସିଆଲମିଡିଆ/ଟ୍ବିଟର@smritiirani

ନୂଆଦିଲ୍ଲୀ: କଂଗ୍ରେସ ମହା ସଚିବ ଓ ପୂର୍ବ ୟୁପିର ପ୍ରଭାରୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ଛୋଟଛୁଆଙ୍କ ସହ ଏକ ଭିଡିଓ ଖୁବ ଭାଇରାଲ ହେବାରେ ଲାଗିଛି । ତେବେ ଏହି ଭିଡିଓଟି ହେଉଛି ଉତ୍ତରପ୍ରଦେଶ ଆମେଥିର । ଏହି ଭିଡିଓରେ ଆପଣ ଦେଖିପାରୁଥିବେ ଯେ ଛୁଆଙ୍କ ସହ କଥା ହେଉଥିବା ସମୟରେ ଅଚାନକ ପ୍ରିୟଙ୍କା ଆଶ୍ଚର୍ଯ୍ୟରେ ନିଜ ମୁହଁରେ ହାତ ଦେଇଛନ୍ତି । ତେବେ କ'ଣ ରହିଛି ଏହାର କାରଣ ପଢନ୍ତୁ ।

କଂଗ୍ରେସ ଅଧକ୍ଷ ରାହୁଲ ଗାନ୍ଧୀଙ୍କ ନିର୍ବାଚନ କ୍ଷେତ୍ର ଆମେଥିରେ ପ୍ରିୟଙ୍କା ଗାନ୍ଧୀ ମଙ୍ଗଳବାର ନିର୍ବାଚନୀ ପ୍ରଚାର କରୁଥିଲେ । ଯେତେବେଳେ ତାଙ୍କ ସହ କିଛି ଛୋଟଛୁଆଙ୍କ ସହ ହୋଇଥିଲା । ଯେଉଁମାନେ କଂଗ୍ରେସ ସମର୍ଥନରେ ନାରାବାଜି କରିଥିଲେ । ରାଫେଲ ମୁଦ୍ଦାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଘେରିବା ପାଇଁ ରାହୁଲ ଗାନ୍ଧୀ ଯେଉଁ ନାରା ବ୍ୟବହାର କରୁଥିଲେ ସେହି ନାରା 'ଚୌକିଦାର ଚୋର ହେ'କୁ ସେମାନେ ବାରମ୍ବାର କହୁଥିଲେ ।

ତେବେ ପ୍ରିୟଙ୍କା ଗାନ୍ଧୀକୁ ଏହା ଖୁବ ଭଲ ଲାଗିଥିଲା । ପରେ ଛୁଆମାନେ ପ୍ରଧାନମନ୍ତ୍ରୀ ମୋଦିଙ୍କ ନାଁରେ ଅପଶବ୍ଦ ବ୍ୟବହାର କରିଥିଲେ । ପରେ ପ୍ରିୟଙ୍କା କହିଥିଲେ ଏହା ନୁହେଁ, ଏହା ଭଲ ଲାଗୁନି । ସୁନା ପିଲା ହୁଅ । ଏହାପରେ ରାହୁଲ ଗାନ୍ଧୀ ଜିନ୍ଦାବାଦ ନାରା ଶୁଣିବାକୁ ମିଳିଥିଲା ।

ଏହି ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ସେୟାର କରିବା ସହ ଏହି ଘଟଣାକୁ ନିନ୍ଦା କରିଛନ୍ତି । ଯେତେବେଳେ କି ଟ୍ବିଟରରେ ଏହାକୁ ନେଇ କିଛି ଲୋକ ପ୍ରଶଂସା ମଧ୍ୟ କରିଛନ୍ତି । ଛୁଆମାନଙ୍କୁ ଉଚିତ ସମୟରେ ପ୍ରିୟଙ୍କା ରୋକିବା କଥା ସେ କହିଛନ୍ତି ।

Intro:Body:

hf

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.