ETV Bharat / bharat

କର୍ଣ୍ଣାଟକ ଡ୍ରାମା: ସୁରକ୍ଷା ମାଗିଲେ 14 ବିଦ୍ରୋହୀ ବିଧାୟକ

author img

By

Published : Jul 15, 2019, 10:42 AM IST

କଂଗ୍ରେସରୁ ଇସ୍ତଫା ଦେଇଥିବା 14 ଜଣ ବିଦ୍ରୋହୀ ବିଧାୟକ ସୁରକ୍ଷା ପାଇଁ ପୋଲିସର ସହାୟତା ଲୋଡିଛନ୍ତି।

ଫଟୋ ସୌଜନ୍ୟ: ଏଏନଆଇ

ମୁମ୍ବାଇ: କର୍ଣ୍ଣାଟକରେ କ୍ଷମତାସୀନ ମେଣ୍ଟ ସରକାରରେ ଭାଗୁଆଳି ଥିବା କଂଗ୍ରେସର 14ଜଣ ବିଦ୍ରୋହୀ ବିଧାୟକ ସେମାନଙ୍କ ସୁରକ୍ଷା ପାଇଁ ପୋଲିସର ଦ୍ୱାରସ୍ଥ ହୋଇଛନ୍ତି। ବର୍ତ୍ତମାନ ଏହି ବିଦ୍ରୋେହୀ ବିଧାୟକ ମୁମ୍ବାଇର ଏକ ହୋଟେଲରେ ଅବସ୍ଥାନ କରୁଛନ୍ତି।

ନିଜର ସୁରକ୍ଷାକୁ ନେଇ ମୁମ୍ବାଇ ପୋୱାଇ ପୋଲିସ ଷ୍ଟେସନର ଇନିସପେକ୍ଟକୁ ବିଧାୟକ ଚିଛି ଲେଖି ଜଣାଇଛନ୍ତି ଯେ, କଂଗ୍ରେସର ମଲ୍ଲିକାର୍ଜୁନ ଖାର୍ଗେ, ଗୁଲାମନବୀ ଆଜାଦ କିମ୍ବା ମହାରାଷ୍ଟ୍ର କି କର୍ଣ୍ଣାଟକର କୌଣସି କଂଗ୍ରେସ ନେତାଙ୍କୁ ସେମାନେ ଭେଟିବାକୁ ଚାହାନ୍ତି ନାହିଁ । ସେମାନେ ବିଦ୍ରୋହୀ ବିଧାୟକଙ୍କ କ୍ଷତି କରିପାରନ୍ତି ବୋଲି ଏହି ପତ୍ରରେ ଉଲ୍ଲେଖ କରିଛନ୍ତି । ସେମାନେ ପୋୱାଇର ରେନେସାଁ ହୋଟେଲରେ ରହୁଛନ୍ତି ତେଣୁ ତାଙ୍କ ସୁରକ୍ଷା ପାଇଁ ବ୍ୟବସ୍ଥା କରିବାକୁ ଇନିସପେକ୍ଟରଙ୍କୁ ନିବେଦନ କରିଛନ୍ତି। ଏପରିକି ସେମାନଙ୍କ ସହ ଆଲୋଚନାକୁ ବନ୍ଦ କରିବାକୁ ପତ୍ରରେ ଉଲ୍ଲେଖ କରିଛନ୍ତି ।

Intro:Body:

BLANK FOR LINK STORY 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.