ETV Bharat / bharat

ବିଏସଏଫ ମହାନିର୍ଦ୍ଦେଶକ ଭାବେ ନିଯୁକ୍ତି ପାଇଲେ ରାକେଶ ଆସ୍ଥାନା - ରାକେଶ ଆସ୍ଥାନା

ରାକେଶ ଆସ୍ଥାନାଙ୍କୁ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି)ର ଅତିରିକ୍ତ ଜେନେରାଲ ଏବଂ ସୀମା ସୁରକ୍ଷା ବଳ (ବିଏସ୍ଏଫ୍) ର ମହାନିର୍ଦ୍ଦେଶକ ଭାବେ ନିଯୁକ୍ତି ଦିଆଯାଇଛି।

ବିଏସ୍ଏଫ୍  ମହାନିର୍ଦ୍ଦେଶକ ଭାବେ ନିଯୁକ୍ତି ପାଇଲେ ରାକେଶ ଆସ୍ଥାନା

author img

By

Published : Aug 17, 2020, 9:26 PM IST

ନୂଆଦିଲ୍ଲୀ: ସିବିଆଇର ପୂର୍ବତନ ସ୍ବତନ୍ତ୍ର ନିର୍ଦ୍ଦେଶକ ରାକେଶ ଆସ୍ଥାନାଙ୍କୁ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି)ର ଅତିରିକ୍ତ ଜେନେରାଲ ଏବଂ ସୀମା ସୁରକ୍ଷା ବଳ (ବିଏସ୍ଏଫ୍) ର ମହାନିର୍ଦ୍ଦେଶକ ଭାବେ ନିଯୁକ୍ତି ଦିଆଯାଇଛି। ସେ ବର୍ତ୍ତମାନ ବେସାମରିକ ବିମାନ ଚଳାଚଳ ସୁରକ୍ଷା ବ୍ୟୁରୋ (ବିସିଏସ୍) ର ମହାନିର୍ଦ୍ଦେଶକ ତଥା ନାର୍କୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋ (ଏନସିବି) ର ଅତିରିକ୍ତ ଚାର୍ଜରେ ଥିଲେ।

ସିବିଆଇ ବନାମ ସିବିଆଇ ମାମଲାରେ ଆସ୍ଥାନାଙ୍କ ନାମ ଚର୍ଚ୍ଚାରେ ଆସିଥିଲା । ତେବେ ଚଳିତ ବର୍ଷ ମାର୍ଚ୍ଚରେ ସିବିଆଇର ପୂର୍ବତନ ନିର୍ଦ୍ଦେଶକ ରାକେଶ ଆସ୍ଥାନା ଏବଂ ଡେପୁଟି ପୋଲିସ ଅଧୀକ୍ଷକ (ଡିଏସପି) ଦେବେନ୍ଦ୍ର କୁମାରଙ୍କୁ କ୍ଲିନ ଚିଟ ମିଳିଥିଲା। ଆସ୍ଥାନା ଏବଂ ଦେବେନ୍ଦ୍ର କୁମାରଙ୍କ ବିରୋଧରେ ପର୍ଯ୍ୟାପ୍ତ ପ୍ରମାଣ ନଥିବା ହେତୁ ସେମାନଙ୍କୁ କ୍ଲିନ ଚିଟ ଦିଆଯାଇଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.