ETV Bharat / bharat

ସିଏଏକୁ ନେଇ ରାଜ୍ୟସଭାରେ ହଟ୍ଟଗୋଳ, ଦୁଇ ଥର ଗୃହ ମୁଲତବୀ - rajya sabha adjourned

ରାଜ୍ୟସଭାରେ ସିଏଏ ତାତି । ବିରୋଧୀଙ୍କ ହଟ୍ଟଗୋଳ । ଦୁଇ ଥର ମୁଲତବୀ ରହିଲା ଗୃହ । ଅଧିକ ପଢନ୍ତୁ...

rajya sabha adjourned till 2 pm
ସିଏଏକୁ ନେଇ ରାଜ୍ୟସଭାରେ ହଟ୍ଟଗୋଳ, ଦୁଇ ଥର ଗୃହ ମୁଲତବୀ
author img

By

Published : Feb 3, 2020, 12:46 PM IST

ନୂଆଦିଲ୍ଲୀ: ରାଜ୍ୟସଭାରେ ସିଏଏ ତାତି । ବିରୋଧୀଙ୍କ ହଟ୍ଟଗୋଳ । ଦୁଇ ଥର ମୁଲତବୀ ରହିଲା ଗୃହ । ସିଏଏ, ଏନଆରସି ଓ ଏନପିଆରକୁ ନେଇ ବିରୋଧୀ ଆଣିଥିବା ମୁଲତବୀ ପ୍ରସ୍ତାବ ଉପରେ ଆଲୋଚନା ନହେବାରୁ ବିରୋଧ ରାଜ୍ୟସଭାରେ ହଟ୍ଟଗୋଳ କରିଥିଲେ । ଯେଉଁଥିଲାଗି ପ୍ରଥମେ ମଧ୍ୟାହ୍ନ 12ଟା ଓ ପରେ ଦିନ 2ଟା ପର୍ଯ୍ୟନ୍ତ ଗୃହକୁ ମୁଲତବୀ ରଖାଯାଇଛି ।

ସେପଟେ ଲୋକସଭାରେ ମଧ୍ୟ ସମାନ ତାତି ଦେଖାଯାଇଥିବାବେଳେ ବାଚସ୍ପତି, ଭୋଜନ ବିରତି ପାଇଁ ଦିନ 1.30 ପର୍ଯ୍ୟନ୍ତ ଲୋକସଭାକୁ ମୁଲତବୀ ରଖିଛନ୍ତି ।

Intro:Body:

BLANK FOR LINK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.