ETV Bharat / bharat

ଜାମ୍ମୁକାଶ୍ମୀରରେ 6ଟି ସେତୁ ଉଦଘାଟନ କଲେ ରାଜନାଥ ସିଂ

author img

By

Published : Jul 9, 2020, 11:51 AM IST

ଜାମ୍ମୁକାଶ୍ମୀରରେ 6ଟି ସେତୁ ଉଦଘାଟନ କଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ଗୁରୁବାର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଜାମ୍ମୁ ସେକ୍ଟରରେ ସୀମା ସଡକ ସଂଗଠନ (ବିଆରଓ) ଦ୍ୱାରା ନିର୍ମିତ 6ଟି ନୂଆ ସେତୁ ଉଦଘାଟନ କରିଛନ୍ତି । ଅଧିକ ପଢନ୍ତୁ...

bridge
ଜାମ୍ମୁକାଶ୍ମୀରରେ 6ଟି ସେତୁ ଉଦଘାଟନ କଲେ ରାଜନାଥ ସିଂ

ଶ୍ରୀନଗର: ଜାମ୍ମୁକାଶ୍ମୀରରେ 6ଟି ସେତୁ ଉଦଘାଟନ କଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ଗୁରୁବାର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଜାମ୍ମୁ ସେକ୍ଟରରେ ସୀମା ସଡକ ସଂଗଠନ (ବିଆରଓ) ଦ୍ୱାରା ନିର୍ମିତ 6ଟି ନୂଆ ସେତୁ ଉଦଘାଟନ କରିଛନ୍ତି ।

ଏହି 6ଟି ସେତୁ ନିର୍ମାଣରେ ପ୍ରାୟ 43 କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ସୂଚନା ମିଳିଛି। ତେବେ ପ୍ରତିରକ୍ଷା ମନ୍ତ୍ରୀ ଅଖନୁର ସେକ୍ଟରରେ ଚାରୋଟି ଏବଂ ଜାମ୍ମୁ-ରାଜପୁରା ଅଞ୍ଚଳରେ ଦୁଇଟି ସେତୁ ଉଦଘାଟନ କରିଛନ୍ତି ।

ଏଥିସହ ମନ୍ତ୍ରୀ ସମସ୍ତ ବିଆରଓଙ୍କୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଶୁଭେଚ୍ଛା ଜଣାଇ କହିଛନ୍ତି, ବର୍ତ୍ତମାନର ଏହି ସଙ୍କଟ ସମୟରେ ସାମାଜିକ ଦୂରତା ବଜାୟ ରଖି ଏହି କାର୍ଯ୍ୟ କରି ଥିବାରୁ ମୁଁ ବହୁତ ଖୁସି ଅନୁଭବ କରୁଛି ।

ପ୍ରକାଶ ଥାଉକି, ଗତ ମାସରେ ଜାମ୍ମୁ କାଶ୍ମୀର ଏବଂ ଉତ୍ତରାଖଣ୍ଡରେ ବିଆରଓ ଦ୍ୱାରା ରାଜପଥ କାର୍ଯ୍ୟ ପାଇଁ କେନ୍ଦ୍ର ସରକାର ଅତିରିକ୍ତ 1691 କୋଟି ଟଙ୍କା ଅନୁମୋଦନ କରିଥିଲେ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.