ETV Bharat / bharat

ପ୍ରତିରକ୍ଷା ମନ୍ତ୍ରୀଙ୍କ 3 ଦିନିଆ ମୋଜାମ୍ବିକ ଗସ୍ତ

author img

By

Published : Jul 28, 2019, 1:54 PM IST

3 ଦିନିଆ ମୋଜାମ୍ବିକ ଗସ୍ତରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ଏହି ଗସ୍ତ ସମୟରେ ଦୁଇ ଦେଶ ମଧ୍ୟରେ ପ୍ରତିରକ୍ଷା ସମ୍ବନ୍ଧୀୟ ସମ୍ପର୍କକୁ ସୁଦୃଢ କରିବା ପାଇଁ ରାଜନାଥ ଦ୍ବୀପ ରାଷ୍ଟ୍ର ମୋଜାମ୍ବିକ ଗସ୍ତ କରୁଛନ୍ତି ।

ଫାଇଲ ଫଟୋ

ନୂଆଦିଲ୍ଲୀ: ଆଜିଠୁ 3 ଦିନିଆ ମୋଜାମ୍ବିକ ଗସ୍ତରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ଏହି ଗସ୍ତ ସମୟରେ ଦୁଇ ଦେଶ ମଧ୍ୟରେ ପ୍ରତିରକ୍ଷା ସମ୍ବନ୍ଧୀୟ ସମ୍ପର୍କକୁ ସୁଦୃଢ କରିବା ପାଇଁ ରାଜନାଥ ଦ୍ବୀପ ରାଷ୍ଟ୍ର ମୋଜାମ୍ବିକ ଗସ୍ତ କରୁଛନ୍ତି ।

ଖବର ଅନୁଯାୟୀ, ''ପ୍ରତିରକ୍ଷା ମନ୍ତ୍ରୀ ଭାବେ ଦ୍ବାୟିତ୍ବ ନେଲା ପରେ ଏହା ମୋର ପ୍ରଥମ ମୋଜାମ୍ବିକ ଗସ୍ତ ବୋଲି ରାଜନାଥ ଟ୍ୟୁଟ କରି ସୂଚନା ଦେଇଛନ୍ତି । ତେଣୁ ଏହି ଗସ୍ତ ସମୟରେ ଭାରତ ଓ ମୋଜାମ୍ବିକର ସମ୍ପର୍କକୁ ଆହୁରି ମଜ୍ଜବୁତ ଓ ସୁଦୃଢ କରିବି ବୋଲି ସେ କହିଛନ୍ତି ।''

ଏହି ସମୟରେ ରାଜନାଥ ମୋଜାମ୍ବିକ ରାଷ୍ଟ୍ରପତି ଫିଲିପ ନାୟୁସି , ଜାତୀୟ ପ୍ରତିରକ୍ଷା ମନ୍ତ୍ରୀ ଅଟାନାସିଓ ତୁମୁକେଙ୍କୁ ଭେଟିବେ । ଏହାସହ ପ୍ରତିରକ୍ଷା ସମ୍ବନ୍ଧୀୟ 3ଟି ସ୍ମାରକ ପତ୍ର ଆଫ୍ରିକିୟ ଦେଶ ସହ ସ୍ବାକ୍ଷରିତ କରିବେ । ରାଜନାଥଙ୍କ ସହ ପ୍ରତିରକ୍ଷା ସଚିବ ସଞ୍ଜୟ ମିତ୍ର ଓ ବହୁ ବରିଷ୍ଠ କର୍ମକତ୍ତା ଯାତ୍ରା କରିବେ ।

Intro:Body:

TESTING

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.