ETV Bharat / bharat

ନେହରୁଙ୍କ ନକଲ କରୁଛନ୍ତି ମୋଦି: ରାଜ ଠାକରେ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ତୀବ୍ର ସମାଲୋଚନା କରିଛନ୍ତି ମହାରାଷ୍ଟ୍ର ନବ ନିର୍ମାଣ ସେନାର ଅଧ୍ୟକ୍ଷ ରାଜ ଠାକରେ । ସେ କହିଛନ୍ତି ମୋଦି ଯାହାକୁ ସମାଲୋଚନା କରନ୍ତି ତାଙ୍କୁ ହିଁ ନକଲ କରନ୍ତି । ନାଦେଣ୍ଡଠାରେ ଆୟୋଜିତ ଏକ ନିର୍ବାଚନୀ ସଭାରେ ଉଦ୍‌ବୋଧନ ଦେଇ ସେ ଏଭଳି କହିଛନ୍ତି ।

author img

By

Published : Apr 13, 2019, 4:12 PM IST

ଫାଇଲ ଫଟୋ

ନୂଆଦିଲ୍ଲୀ: ଦେଶରେ ଏବେ ନିର୍ବାଚନୀ ମାହୋଲ । ଶାସନ ଗଦିରେ ବସିବା ପାଇଁ କସରତ କରୁଛନ୍ତି ସମସ୍ତ ରାଜନୈତିକ ଦଳ । ନିଜ ଦଳୀୟ ପ୍ରଚାର ସହ ନେତାଙ୍କ ଆରୋପ ପ୍ରତ୍ୟାରୋପ ମଧ୍ୟ ଜୋରଦାର ଚାଲିଛି । ନିଜ ବିରୋଧୀ ଦଳକୁ କଟାକ୍ଷ କରିବାର କୌଣସି ସୁଯୋଗ ହାତଛଡା କରୁନାହାନ୍ତି ନେତାମାନେ । ଏହିକ୍ରମରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ କରିଛନ୍ତି ମହାରାଷ୍ଟ୍ର ନବ ନିର୍ମାଣ ସେନାରର ଅଧ୍ୟକ୍ଷ ରାଜ ଠାକରେ । ମୋଦି ନେହରୁଙ୍କୁ କପି କରୁଥିବା ଅଭିଯୋଗ କରିଛନ୍ତି ସେ ।

'ପ୍ରଧାନ ସେବକ' ଶବ୍ଦ ସର୍ବପ୍ରଥମେ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହରୁ ନିଜ ଶାସନ କାଳରେ ବ୍ୟବହାର କରିଥିଲେ । ସେ ଦେଶର ଜନତାଙ୍କ ପ୍ରଥମ ସେବକ ବୋଲି କହୁଥିଲେ । କିନ୍ତୁ ମୋଦି ତାଙ୍କ ଶବ୍ଦକୁ ଏବେ ନକଲ କରୁଛନ୍ତି । ପ୍ରଥମ ଜାଗାରେ ପ୍ରଧାନ ଲଗାଇ ଲୋକଙ୍କୁ ଭୁଆଁ ବୁଲାଉଛନ୍ତି ।

ନେହରୁ ଏବଂ ସୋନିଆଙ୍କୁ ସର୍ବଦା ଗାଳି ଦେଉଥିବା ମୋଦି ସେମାନଙ୍କର ହିଁ ନକଲ କରୁଥିବା ସେ କହିଛନ୍ତି । ନାଦେଣ୍ଡଠାରେ ଆୟୋଜିତ ଏକ ନିର୍ବାଚନୀ ସଭାରେ ଉଦ୍‌ବୋଧନ ଦେଇ ସେ ଏଭଳି କହିଛନ୍ତି ।

କଟକ: କମ୍ପୁଛି ଚୌଦ୍ୱାର  ନିର୍ବାଚନୀ ରଣାଙ୍ଗନ । ଗାଁ ଗାଁ ରେ ଦିଶୁଛି ନାଲି ନେଳି ଓ ଧଳା ପତକା । ଓ ଗଳି କନ୍ଦି ରେ ବୁଲୁଛନ୍ତି ରାଜନୀତି ର ଛାମୁଆ ନେତା । ଓ ହାତ ଯୋଡି କରୁଛନ୍ତି ଭୋଟ ଭିକ୍ଷା  । ଯାହାକୁ ନେଇ ସରଗରମ ରହିଛି ଚୌଦ୍ୱାର ନିର୍ବାଚନ ମଣ୍ଡଳୀ ର  ରାଜନୈତିକ ପାଣିପାଗ ।

 ଆସନ୍ତା 23 ତାରିଖରେ କଟକ ରେ ଅନୁଷ୍ଠିତ ହେବ 2019 ର ପ୍ରଥମ ପର୍ଯ୍ୟାୟ ନିର୍ବାଚନ । ଏନେଇ ଚୌଦ୍ୱାର ନିର୍ବାଚନ ମଣ୍ଡଳୀ ରେ ଆରମ୍ଭ ହୋଇଗଲାଣି ଜୋରସୋର ପ୍ରଚାର । 3 ପ୍ରମୁଖ ଦଳ ର ମୁଖିଆ ଘରେ ଘରେ ବୁଲି ଭୋଟ ଭିକ୍ଷା ମଧ୍ୟ ଆରମ୍ଭ କରି ସାରିଲେଣି । ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା  ନିର୍ବାଚନ ମଇଦାନ କୁ ପ୍ରଥମ କରି ବିଜେଡି ବିଧାୟକ ପାର୍ଥି ଭାବେ ଓଲ୍ହାଇଥିବା ପ୍ରଭାତ ବିଶ୍ୱାଳ ଙ୍କ ପୁଅ  ସୌଭିକ ବିଶ୍ୱାଳ ମଧ୍ୟ ବେଶ ଦବଦବା ଜାହିର କରିବାକୁ ଲାଗିଲେଣି । ପିଲା ଠୁ ବୁଢା ଙ୍କ ଆସ୍ଥା ଭାଜନ କରିବା ପାଇଁ ଲୋକଙ୍କ ପାଖରେ ପହଁଚୁଛନ୍ତି ସେ ।

ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲେ ସୌଭିକ ନିର୍ବାଚନୀ କ୍ଷେତ୍ରରେ ନୂଆ ହୋଇଥିବାରୁ ବାପା ଧରିଛନ୍ତି ପ୍ରଚାର ମଙ୍ଗ । ସୌଭିକ ଅପେକ୍ଷା ବାପା ପ୍ରଭାତ ଲୋକଙ୍କ ପାଖରେ ପହଁଚି ପୁଅ ପାଇଁ ଭୋଟ ଭିକ୍ଷା କରୁଛନ୍ତି । ଏହିକ୍ରମ ରେ ନବୀନ ବାବୁ ମଧ୍ୟ ଚୌଦ୍ୱାର ରେ ପ୍ରଚାର କରିବା ନେଇ ଦୃଢ଼କ୍ତି ପ୍ରକାଶ କରିଛନ୍ତି ସେ । ଏହାସହିତ ଚୌଦ୍ୱାର ନିର୍ବାଚନ ମଣ୍ଡଳୀ ରେ ବିକାଶ ମୂଳକ କାମ 80 ପ୍ରତିଶତ ଶେଷ ହୋଇଛି । ଯେଉଁଥିପାଇଁ ଲୋକମାନେ ବେଶ ଆନନ୍ଦିତ ମଧ୍ୟ ଅଛନ୍ତି । ଆଉ ବଳକା କାମ କୁ ଆଗାମୀ ଦିନ ରେ ମୋ ପୁଅ ସୌଭିକ ହିଁ ପୂର୍ଣ୍ଣ କରିବ ବୋଲି କହିଛନ୍ତି ପ୍ରଭାତ ରଞ୍ଜନ ବିଶ୍ୱାଳ । 

ଅନ୍ୟପଟେ ବିଜେଡି ସରକାର ଚୌଦ୍ୱାର କୁ ଦୀର୍ଘଦିନ ଧରି ଅଣଦେଖା କରିଆସିଛି ବୋଲି ସିଧାସଳଖ  କହିଛନ୍ତି  ଚୌଦ୍ୱାର ବିଜେପି ବିଧାୟକ ପାର୍ଥି ନୟନ ମହାନ୍ତି । ଏହାସହିତ  ଚିଟଫଣ୍ଡ ରେ ସଂଶ୍ଳିଟ ଥିବା ବାପା କୁ ଟିକେଟ ନମିଳିବାରୁ ବାଧ୍ୟ ହୋଇ ପୁଅ ଟିକେଟ ଦେଇଛି ବିଜେଡି । କିନ୍ତୁ ଏହି ଚିଟଫଣ୍ଡ କଥା କୁ ଭଲ ଭାବେ ଜାଣିସାରିଛନ୍ତି ଚୌଦ୍ୱାର ବାସୀ । ଆଉ ଆଗାମୀ ନିର୍ବାଚନ ରେ ଚୌଦ୍ୱାର ନିର୍ବାଚନ ମଣ୍ଡଳୀ ରେ  ପଦ୍ମ ଫୁଟିବା ନିଶ୍ଚୟ ବୋଲି କହିଛନ୍ତି ନୟନ । 

ବାଇଟ : ପ୍ରଭାତ ବିଶ୍ୱାଳ ( ଚୌଦ୍ୱାର ପୂର୍ବତନ ବିଧାୟକ )
ବାଇଟ: ନୟନ ମହାନ୍ତି ( ଚୌଦ୍ୱାର  ବିଜେପି ବିଧାୟକ ପାର୍ଥି )

Visual byte send by mojo plz check 

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.