ETV Bharat / bharat

ମହାରାଷ୍ଟ୍ରରେ ପ୍ରବଳ ବର୍ଷା, ରେଡ ଆଲର୍ଟ ଜାରି କଲା ପାଣିପାଗ ବିଭାଗ - ଭାରତୀୟ ପାଣିପାଗ ସୂଚନା

ଆଜି ମହାରାଷ୍ଟ୍ରର କିଛି ଅଞ୍ଚଳରେ ପ୍ରବଳ ବର୍ଷା ସମ୍ଭାବନା ରହିଥିବା ଭାରତୀୟ ପାଣିପାଗ ସୂଚନା ଦେବା ସହ ରେଡ ଆଲର୍ଟ ଜାରି କରିଛି ।

Rains continue
ମହାରାଷ୍ଟ୍ରରେ ପ୍ରବଳ ବର୍ଷା ନେଇ ସତର୍କତା
author img

By

Published : Oct 15, 2020, 8:02 AM IST

ମୁମ୍ବାଇ: ରାଜ୍ୟରେ ଜାରି ରହିଛି ବର୍ଷା ବିତ୍ପାତ । ଆନ୍ଧ୍ର, ତେଲେଙ୍ଗାନା ପରେ ମହାରାଷ୍ଟ୍ରରେ ଲାଗିରହିଛି ତୁହାକୁ ତୁହା ବର୍ଷା । ଯାହାର ପ୍ରଭାବରେ ଆଜି(ଗୁରୁବାର) ମହାରାଷ୍ଟ୍ରର କିଛି ଅଞ୍ଚଳରେ ପ୍ରବଳ ବର୍ଷା ସମ୍ଭାବନା ରହିଥିବା ଭାରତୀୟ ପାଣିପାଗ ସୂଚନା ଦେବା ସହ ରେଡ ଆଲର୍ଟ ଜାରି କରିଛି ।

ମହାରାଷ୍ଟ୍ରର ମୁମ୍ବାଇ ଓ ଥାଣେ ଅଞ୍ଚଳ ସମତେ ଉତ୍ତର କୋଙ୍କଣ କ୍ଷେତ୍ରରେ ରେଡ ଆଲର୍ଟ ଜାରି ହୋଇଛି । ଲଗାଣ ବର୍ଷା ଯୋଗୁଁ ମୁମ୍ବାଇର ଅନେକ ସ୍ଥାନରେ ପାଣି ଜମି ରହିଛି ।ତେବେ ବୁଧବାର ଲଗାଣ ବର୍ଷା ଯୋଗୁଁ ପୁଣେ ଜିଲ୍ଲାରେ ବନ୍ୟା ପରିସ୍ଥିତି ଦେଖାଯାଇଛି । ବନ୍ୟା ପ୍ରଭାବିତ ନିମଗାଁଓ କେତକି ଗାଁରେ 40 ରୁ ଉର୍ଦ୍ଧ୍ବ ବନ୍ୟା ପ୍ରଭାବିତ ଲୋକଙ୍କୁ ଉଦ୍ଧାର କରାଯାଇଛି ।

ଏସଡିଓ ସୂଚନା ଅନୁସାରେ, ପୁଣେ ଠାରେ 40 ଜଣ ଲୋକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇ ଥିବାବେଳେ ଏବେ ବି ବନ୍ୟା ପ୍ରଭାବିତ ଅଞ୍ଚଳ ନିମଗାଁଓ କେତକି ଗାଁରେ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ସୂଚନା ଦିଆଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.