ETV Bharat / bharat

କୋରୋନା ନେଇ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ରାହୁଲଙ୍କ କଟାକ୍ଷ

କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀଙ୍କୁ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ କଟାକ୍ଷ । ମହାମାରୀ କୋରୋନାକୁ ନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀଙ୍କୁ ଟ୍ବିଟ କରି ଟାର୍ଗେଟ କରିଛନ୍ତି ରାହୁଲ । ଅଧିକ ପଢନ୍ତୁ...

rahul-gandhi-twitter-attack-health-minister-dr-harshabardhan-on-corona-virus
କରୋନାକୁ ନେଇ ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନଙ୍କୁ ରାହୁଲ ଗାନ୍ଧୀଙ୍କ କଟାକ୍ଷ
author img

By

Published : Mar 5, 2020, 8:00 PM IST

ନୂଆଦିଲ୍ଲୀ: କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀଙ୍କୁ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ କଟାକ୍ଷ । ମହାମାରୀ କୋରୋନାକୁ ନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀଙ୍କୁ ଟ୍ବିଟ କରି ଟାର୍ଗେଟ କରିଛନ୍ତି ରାହୁଲ । ରାହୁଲ ଟ୍ବିଟରେ ଲେଖିଛନ୍ତି, 'ମନ୍ତ୍ରୀ କହୁଛନ୍ତି କୋରୋନା ଭାଇରସ ସମସ୍ୟା ସରକାରଙ୍କ ନିୟନ୍ତ୍ରଣରେ ରହିଛି । ଏହା ସେହିଭଳି କି, ଟାଇଟନିକ ଜାହାଜର କ୍ୟାପଟେନ ଯାତ୍ରୀଙ୍କୁ ବିବ୍ରତ ନହେବା ପାଇଁ କହୁଛନ୍ତି। କାହିଁକି ନା ଜାହାଜ କେବେ ବି ବୁଡିବ ନାହିଁ । କେନ୍ଦ୍ର ସରକାର ଭାଇରସର ମୁକାବିଲା ପାଇଁ ଏକ ଠୋସ ପଦକ୍ଷେପ ଉଠାନ୍ତୁ ।

rahul-gandhi-twitter-attack-health-minister-dr-harshabardhan-on-corona-virus
କୋରୋନାକୁ ନେଇ ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନଙ୍କୁ ରାହୁଲ ଗାନ୍ଧୀଙ୍କ କଟାକ୍ଷ

ସୂଚନା ରହିଛି କି, କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡ. ହର୍ଷବର୍ଦ୍ଧନ କୋରୋନା ଭାଇରସକୁ ନେଇ କହିଥିଲେ, ଏହି ମାରାତ୍ମକ ଭୁତାଣୁ ସରକାରଙ୍କ ନିୟନ୍ତ୍ରଣରେ ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.