ETV Bharat / bharat

ଭିଡିଓ ସେୟାର କରି ଜାତିପ୍ରଥା ମାନସିକତା ବଦଳାଇବାକୁ ବାର୍ତ୍ତା ଦେଲେ ରାହୁଲ

author img

By

Published : Oct 13, 2020, 5:09 PM IST

ଉତ୍ତରପ୍ରଦେଶରେ ଜାତିପ୍ରଥାକୁ ଆଲୋକପାତ କରାଉଥିବା ଏକ ଭିଡିଓ ସେୟାର କରି ଦେଶବାସୀଙ୍କ ଠାରେ ପରିବର୍ତ୍ତନ ଆଣିବାକୁ ରାହୁଲ ଗାନ୍ଧୀ ଅନୁରୋଧ କରିଛନ୍ତି ।

ରାହୁଲ ଗାନ୍ଧୀ
ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶରେ ଜାତିପ୍ରଥାକୁ ଆଲୋକପାତ କରାଉଥିବା ଏକ ଭିଡିଓ ସେୟାର କରି ଲୋକଙ୍କ ଠାରେ ପରିବର୍ତ୍ତନ ଆଣିବାକୁ ରାହୁଲ ଗାନ୍ଧୀ ଅନୁରୋଧ କରିଛନ୍ତି । ପଶ୍ଚିମ ଉତ୍ତରପ୍ରଦେଶର ହାଥରସରେ ସୁଟିଂ ହୋଇଥିବା ଏହି ଭିଡିଓରେ ଗାଁର ବିଭିନ୍ନ ସମ୍ପ୍ରଦାୟର ପୁରୁଷ ଓ ମହିଳା ଜାତି ନିୟମ ସହ କିପରି ଲଢୁଛନ୍ତି, ସେ ନେଇ ବର୍ଣ୍ଣନା କରାଯାଇଛି ।

ରାହୁଲ ଗାନ୍ଧୀ ଟ୍ବିଟ୍ କରି କହିଛନ୍ତି, ‘ଯେଉଁମାନେ ସତ୍ୟରୁ ଦୂରେଇ ଯାଉଛନ୍ତି ସେମାନଙ୍କ ପାଇଁ ଏହି ଭିଡିଓ। ଯେତେବେଳେ ଆମେ ପରିବର୍ତ୍ତନ କରିବୁ ସେତେବେଳେ ଦେଶ ବଦଳିଯିବ ’ । ଅନ୍ୟପକ୍ଷେ ଆହ୍ଲାବାଦ ହାଇକୋର୍ଟ ସୋମବାର ହାଥରସ ଘଟଣାରେ ପରବର୍ତ୍ତୀ ଶୁଣାଣି ତାରିଖ ଦେଇଛନ୍ତି ବୋଲି ଅତିରିକ୍ତ ଆଡଭୋକେଟ୍ ଜେନେରାଲ୍ ଭି.କେ ଶାହି କହିଛନ୍ତି।

  • यह वीडियो उनके लिए है जो सच्चाई से भाग रहे हैं।

    हम बदलेंगे, देश बदलेगा। pic.twitter.com/pbe0qJSGFr

    — Rahul Gandhi (@RahulGandhi) October 13, 2020 " class="align-text-top noRightClick twitterSection" data=" ">

ବର୍ତ୍ତମାନ ଏହି ମାମଲା ବିଷୟରେ କିଛି କହିବା ଠିକ୍ ହେବ ନାହିଁ । କୋର୍ଟ ଏହି ମାମଲା ସହ ଜଡିତ ସମସ୍ତ ଲୋକଙ୍କ କଥା ଶୁଣାଇଛନ୍ତି ବୋଲି ଶାହି କହିଛନ୍ତି । ସୋମବାର ହାଥରସ ଘଟଣାର ଶିକାର ହୋଇଥିବା ପରିବାର, ଗୃହ ସଚିବ, ଉତ୍ତରପ୍ରଦେଶ ସରକାର, ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ସୋମବାର ଅପରାହ୍ନ 2 ଟା ସମୟରେ କୋର୍ଟରେ ହାଜର ହୋଇଥିଲେ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.