ETV Bharat / bharat

ମୋଦିଙ୍କ ସମସ୍ତ ପ୍ରତିଶ୍ରୁତି ମିଛ, ଆମେ ଦେବୁ ନ୍ୟାୟ: ରାହୁଲ - Congress

ପ୍ରତି ବ୍ୟକ୍ତିଙ୍କ ଏକାଉଣ୍ଟରେ ୧୫ ଲକ୍ଷ ଦେବାର ମିଥ୍ୟା ପ୍ରତିଶ୍ରୁତି ଦେଇଥିଲେ ମୋଦି । ବିମୁଦ୍ରୀକରଣ ଯୋଗୁଁ ଛୋଟ ଦୋକାନୀମାନେ ଅସୁବିଧାର ସମ୍ମୁଖୀନ ହୋଇଥିବା ବେଳେ ସାଧାରଣ ଜନତାଙ୍କ କଥା ନ କହିବା ଭଲ । ସେହିପରି ସେ ମୋଦିଙ୍କୁ ଟାର୍ଗେଟ କରି କହିଛନ୍ତି ଯେ ମୋଦି କହିଥିଲେ, ମୋତେ ପ୍ରଧାନମନ୍ତ୍ରୀ କରନାହିଁ ବରଂ ଆପଣଙ୍କ ଚୌକିଦାର କରନ୍ତୁ । ବର୍ତ୍ତମାନ ସେ କହୁଛନ୍ତି ଆମେ ସମସ୍ତେ ଚୌକିଦାର ।

ଫାଇଲ ଫଟୋ
author img

By

Published : Mar 29, 2019, 10:45 PM IST

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପାଇଁ ଆଉ କିଛି ଦିନ ପରେ ଭୋଟ ଦେବେ ଦେଶବାସୀ । ଏହା ପୂର୍ବରୁ ଜୋରଦାର ପ୍ରଚାରରେ ଲାଗି ପଡିଛନ୍ତି ରାଜନେତାମାନେ । ଦେଶ ସାରା ନେତାମାନେ ବୁଲି ବୁଲି ନିଜ ନିଜ ଦଳର କରୁଛନ୍ତି ପ୍ରଚାର । ଏହି କ୍ରମରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଆଜି (ଶୁକ୍ରବାର) ହରିଆନାର ଯମୁନାନଗରରୁ ଦଳର ପ୍ରଚାର ଅଭିଯାନ ଆରମ୍ଭ କରିଛନ୍ତି । ସଭାରେ 'ଚୌକିଦାର ଚୌର ହୈ' ନାରା ସହପିଏମ ମୋଦିଙ୍କୁ ଟାର୍ଗେଟ କରିଛନ୍ତି ରାହୁଲ।

ପ୍ରତି ବ୍ୟକ୍ତିଙ୍କ ଏକାଉଣ୍ଟରେ ୧୫ ଲକ୍ଷ ଦେବାର ମିଥ୍ୟା ପ୍ରତିଶ୍ରୁତି ଦେଇଥିଲେ ମୋଦି । ବିମୁଦ୍ରୀକରଣ ଯୋଗୁଁ ଛୋଟ ଦୋକାନୀମାନେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ଓ ସାଧାରଣ ଜନତାଙ୍କ କଥା ନ କହିବା ଭଲବୋଲି କଂଗ୍ରେସ ଅଧ୍ୟକ୍ଷ କହିଛନ୍ତି । ସେହିପରି ସେ ମୋଦିଙ୍କୁ ଟାର୍ଗେଟ କରି କହିଛନ୍ତି ଯେ ମୋଦି କହୁଥିଲେ, ମୋତେ ପ୍ରଧାନମନ୍ତ୍ରୀ କରନାହିଁ ବରଂ ଆପଣଙ୍କ ଚୌକିଦାର କରନ୍ତୁ । ବର୍ତ୍ତମାନ ସେ କହୁଛନ୍ତି ଆମେ ସମସ୍ତେ ଚୌକିଦାର । ଦେଶର ସମସ୍ତଚୌକିଦାର ହେଉଛନ୍ତି ସଚ୍ଚୋଟ । ଅନ୍ୟମାନଙ୍କୁ କାହିଁକି ଆପଣ ଚୋର କରିବାକୁ ଲାଗିଛନ୍ତି ବୋଲି ମୋଦିଙ୍କୁ ପ୍ରଶ୍ନ କରିଛନ୍ତି ରାହୁଲ ।

ସେ ସଭାରେ ସର୍ବନିମ୍ନ ଆୟ ଗ୍ୟରେଣ୍ଟି ଯୋଜନା (ନ୍ୟାୟ) ବିଷୟରେ ଉଲ୍ଲେଖ କରି କହିଛନ୍ତି ଯେ କଂଗ୍ରେସ ସରକାରରେ ଆସିଲେ ଗରିବ ପରିବାରଙ୍କୁ (ଯେଉଁମାନଙ୍କ ଆୟ ପ୍ରତିମାସରେ ୧୨ ହଜାରରୁ କମ) ବାର୍ଷିକ ୭୨ ହଜାର ଟଙ୍କା ବ୍ୟାଙ୍କ ଖାତାରେ ସିଧାସଳଖ ପୈଠହେବ। ବିଜେପି ଛୋଟ ଦୋକାନୀ ଓ ଚାଷୀଙ୍କୁ କଷ୍ଟ ଦେଇଛି। ଆମେ ସେମାନଙ୍କ ପାଇଁ ‘ନ୍ୟାୟ’ ଯୋଜନା ଆଣିବୁ ବୋଲି କଂଗ୍ରେସ ଅଧ୍ୟକ୍ଷ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Intro:Body:

ହାଇଦ୍ରାବାଦ: ନିକଟରେ ଆଲିୟା ଓ ରଣବୀର କପୁର ଏକ ଆୱାର୍ଡ ସେରିମୋନୀରେ ରୋମାଣ୍ଟିକ ଡାନ୍ସ କରି ଖୁଲମଖୁଲା ପ୍ରେମ କରିଛନ୍ତି। ତେବେ ଏହି ପ୍ରେମ ଦେଖି ଆଲିୟାଙ୍କୁ ରଣବୀରଙ୍କ ଅତୀତ ବିଷୟରେ ପଚରାଯାଇଥିଲା କିଛି ପ୍ରଶ୍ନ। ଯାହାର ଉତ୍ତରରେ ଆଲିୟା କିଛି ଏମିତି କହିଛନ୍ତି ଯେ ଆପଣ ଶୁଣିଲେ ଆଲିୟାଙ୍କୁ ଆହୁରି ପସନ୍ଦ କରିବାକୁ ବାଧ୍ୟ ହେବେ।

ରଣବୀରଙ୍କ ଅତୀତକୁ ନେଇ ଆଲିୟା ଚିନ୍ତିତ କି ନୁହେଁର ପ୍ରଶ୍ନରେ ଆଲିୟା କହିଛନ୍ତି ମୁଁ ଏହାକୁ ନେଇ ଚିନ୍ତିତ ନୁହେଁ। ତାପରେ 'ମୁଁ ବି କୋଉ କମ ଅଟେ।' ଏହାପରେ ସେ ରଣବୀରଙ୍କ ପ୍ରଶଂସା କରି ସେ ଜଣେ ମୂଲ୍ୟବାନ ମଣି ମଧ୍ୟ କହିଛନ୍ତି।

ଅୟାନ ମୁଖାର୍ଜୀଙ୍କ ନିର୍ଦ୍ଦେଶିତ ଫିଲ୍ମ 'ବ୍ରହ୍ମାସ୍ତ୍ର'ରେ ଉଭୟ ପ୍ରଥମଥର ପାଇଁ ଏକାଠି ନଜର ଆସୁଥିବାବେଳେ ବୁଲଗେରିୟାରେ ଏହାର ସୁଟିଂବେଳେ ଉଭୟ ପ୍ରେମରେ ପଡିଥିଲେ। ତେବେ ଦିନକୁ ଦିନ ଉଭୟଙ୍କ ସମ୍ପର୍କ ଦୃଢ ହେବାସହ ବ୍ୟକ୍ତିଗତ ଓ କର୍ମମୟ ଜୀବନରେ ଉଭଯ ବେଶ ଖୁସି ବୋଲି କହିଛନ୍ତି। 

ଆଲିୟା ଆହୁରି କହିଛନ୍ତି, ଏହା ଗୋଟିଏ ସମ୍ପର୍କ ନୁହେଁ, ଏହା ବନ୍ଧୁତା। ମୁଁ ଏହା ସମ୍ପୂର୍ଣ୍ଣ ଇମାନଦାରୀର ସହ କହୁଛି। ଏହା ଖୁବ ସୁନ୍ଦର। ମୁଁ ଏବେ ଚାନ୍ଦ,ତାରାରେ ଚାଲୁଛି। ସବୁଠୁ ଶ୍ରେଷ୍ଠ କଥା ହେଲା, ଆମେ ଦୁଇଟି ଭିନ୍ନ ମଣିଷ, ଯିଏକି ନିଜନିଜ କର୍ମମୟ ଜୀବନକୁ ଖୁବ ଉପଭୋଗ କରୁଛୁ। ତେବେ ଆଲିୟା ଏବେ ଫିଲ୍ମ 'କଲଙ୍କ'ର ରିଲିଜର ଅପେକ୍ଷାରେ।

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.