ETV Bharat / bharat

ପୁଲୱାମା ଆକ୍ରମଣ: ସୋସିଆଲ ମିଡିଆ ପାଇଁ ସିଆରପିଏଫର ନିର୍ଦ୍ଦେଶନାମା

ସିଆରପିଏଫ ତରଫରୁ ପୁଣି କିଛି ଗାଇଡଲାଇନ ଜାରି କରାଯାଇଛି । ପୁଲୱାମା ଆତଙ୍କୀ ଆକ୍ରମଣରେ ଶହୀଦଙ୍କ ଅଙ୍ଗର ଜାଲ ଛବି ସୋସିଆଲ ମିଡିଆରେ ସେୟାର କରାଯାଉଛି । ଏମାନେ ଏପରି କରି ଘୃଣାକୁ ପ୍ରସାରିତ କରୁଛନ୍ତି । ଦୟାକରି ଏହି ଛବି ଓ ପୋଷ୍ଟ ସର୍କୁଲେଟ, ସେୟାର ଓ ଲାଇକ କରନ୍ତୁ ନାହଁ । ଏପରି କୌଣସି ପୋଷ୍ଟ ସୋସିଆଲ ମିଡିଆରେ ଦେଖା ଗଲେ ଏ ସମ୍ପର୍କରେ webpro@crpf.gov.inରେ ସୂଚନା ଦେବାକୁ ସିଆରପିଏଫ ତରଫରୁ କୁହାଯାଇଛି ।

author img

By

Published : Feb 17, 2019, 11:09 PM IST

ଫାଇଲ ଫଟୋ

ନୂଆଦିଲ୍ଲୀ: ପୁଲୱାମା ଆତଙ୍କବାଦୀ ଆକ୍ରମଣରେ ପରେ ମିଡିଆ ପାଇଁ ନିର୍ଦ୍ଦେଶନାମା ଜାରି କରିଥିଲେ କେନ୍ଦ୍ର ସରକାର । ଏହାପରେ ଶନିବାର ସିଆରପିଏଫ ଓ ସେନା ମଧ୍ୟ ମିଡିଆ ପାଇଁ ନିର୍ଦ୍ଦେଶନାମା ଜାରି କରିଥିଲେ । ଗଣମାଧ୍ୟମରେ କୌଣସି ନୈରାଶଜନକ ଓ ଯନ୍ତ୍ରଣାଦାୟକ ପରିସ୍ଥିତିରେ ଶହୀଦ ପରିବାରଙ୍କ କ୍ରନ୍ଦନ-ଚିତ୍କାର କରିବା ଦୃଶ୍ୟ ନଦେଖା ଯାଉ ବୋଲି ଅନୁରୋଧ କରାଯାଇଥିଲା ।

ସିଆରପିଏଫ ତରଫରୁ ପୁଣି କିଛି ଗାଇଡଲାଇନ ଜାରି କରାଯାଇଛି । ପୁଲୱାମା ଆତଙ୍କୀ ଆକ୍ରମଣରେ ଶହୀଦଙ୍କ ଅଙ୍ଗର ଜାଲ ଛବି ସୋସିଆଲ ମିଡିଆରେ ସେୟାର କରାଯାଉଛି । ଏମାନେ ଏପରି କରି ଘୃଣାକୁ ପ୍ରସାରିତ କରୁଛନ୍ତି । ଦୟାକରି ଏହି ଛବି ଓ ପୋଷ୍ଟ ସର୍କୁଲେଟ, ସେୟାର ଓ ଲାଇକ କରନ୍ତୁ ନାହଁ । ଏପରି କୌଣସି ପୋଷ୍ଟ ସୋସିଆଲ ମିଡିଆରେ ଦେଖା ଗଲେ ଏ ସମ୍ପର୍କରେ webpro@crpf.gov.inରେ ସୂଚନା ଦେବାକୁ ସିଆରପିଏଫ ତରଫରୁ କୁହାଯାଇଛି ।

ଆତଙ୍କବାଦୀମାନେ ଚାହାନ୍ତି ଯେ ଦେଶରେ ଏପରି ପରିସ୍ଥିତି ଉତ୍ପନ୍ନ ହେଉ । ଶହୀଦଙ୍କ ପରିବାରର କ୍ରନ୍ଦନ ଓ ଚିତ୍କାର ଦୃଶ୍ୟ ଦେଖି ଆତଙ୍କବାଦୀଙ୍କ ସାହସ ବଢିଥାଏ । ସେହିପରି ସିଆରପିଏଫ ମଧ୍ୟ ମିଡିଆକୁ ଏପରି ଦୃଶ୍ୟ ନ ଦେଖାଇବା ପାଇଁ ଅନୁରୋଧ କରିଥିଲେ । ଔପଚାରିକ ଭାବେ ପୃଷ୍ଟି ନ ହେବା ଯାଏଁ ଶହୀଦଙ୍କ ନାମ ଘୋଷଣା ନ କରାଯାଉ ବୋଲି ସିଆରପିଏଫ କହିଥିଲା ।

ପୁଲୱାମା ଆତଙ୍କୀ ଆକ୍ରମଣରେ ୪୦ରୁ ଅଧିକ ଯବାନ ଶହୀଦ ହେବା ସହ ଏମାନଙ୍କ ଶରୀର କ୍ଷତବିକ୍ଷତ ହୋଇଥିଲା । ବିଶେଷ କରି ଟିଭି ଚ୍ୟାନେଲରେ ଏହାକୁ ନେଇ ଆକ୍ରମକ ପ୍ରସାରଣ କରାଯାଉ ଥିଲା । ତେଣୁ ସରକାର ଏହା ଉପରେ ପଦକ୍ଷେପ ନେଇ ମିଡିଆ ପାଇଁ ନିର୍ଦ୍ଦେଶନାମା ଜାରି କରିଥିଲେ ।

undefined

AP Video Delivery Log - 1200 GMT ENTERTAINMENT
Sunday, 17 February, 2019
Here is a roundup of Associated Press video content which has been sent to customers in the last 6 hours. These items are available to access now on Media Port and Video Hub. Please note, customers will receive stories only if subscribed to the relevant product.
AP-APTN-1043: ARCHIVE Jussie Smollett AP Clients Only 4196567
Jussie Smollett assault case has 'shifted'
AP-APTN-1026: US William Shatner Content has significant restrictions, see script for details 4196565
William Shatner boldy goes to the Grand Ole Opry
AP-APTN-1013: Germany BIFF Awards Ceremony Content has significant restrictions, see script for details 4196564
Director Nadav Lapid’s “Synonyms” wins Berlin Film Festival’s top Golden Bear Award
AP-APTN-0202: ARCHIVE Miranda Lambert AP Clients Only 4196557
Country star Miranda Lambert weds in secret
AP-APTN-2355: Germany Winner Reactions AP Clients Only 4196555
Nadav Lapid reaction to Golden Bear win
AP-APTN-1920: Brazil Street Carnival AP Clients Only 4196531
Thousands show up to Rio superhero party
AP-APTN-1900: Germany Closing Red Carpet AP Clients Only 4196529
Stars of the 69th Berlin International Film Festival arrive for final night
AP-APTN-1700: UK Brexit Fashion No access by BBC, ITN (Including Channel 4 And 5), Al Jazeera, Bloomberg 4196514
Fears that Brexit will affect UK fashion industry
AP-APTN-1535: OBIT Bruno Ganz AP Clients Only 4196503
Swiss actor Bruno Ganz, star of 'Downfall,' dies at 77
AP-APTN-1518: Germany Female Filmmakers Content has significant restrictions, see script for details 4196499
Female filmmakers dominate Berlin Film Festival
To opt-in to receive AP’s video updates (content alerts, outlooks, etc) via email, please register via http://discover.ap.org/Signup-for-APvideoalert
If you have a video coverage enquiry, please contact the Customer Desk (available 24/7) – customerdesk@ap.org
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.