ETV Bharat / bharat

ନାଗରିକ ସଂଶୋଧନ ବିଲକୁ ବିରୋଧ, 12 ଘଣ୍ଟିଆ ଆସାମ ବନ୍ଦ - 12 ଘଣ୍ଟିଆ ଆସାମ ବନ୍ଦ

ନାଗରିକ ସଂଶୋଧନ ବିଲକୁ ନେଇ ଆସାମର ବିଭିନ୍ନ ସ୍ଥାନରେ ବିରୋଧ ପ୍ରଦର୍ଶନ କରାଯାଇଛି । ଅଲ୍ ଆସାମ ସୁତିୟା ଷ୍ଟୁଡେଣ୍ଟ ୟୁନିୟନ 12 ଘଣ୍ଟା ଆସାମ ବନ୍ଦର ଘୋଷଣା କରିଛି ।

Protest going on at several places of Assam
ନାଗରିକ ସଂଶୋଧନ ବିଲକୁ ବିରୋଧ
author img

By

Published : Dec 9, 2019, 10:14 AM IST

Updated : Dec 9, 2019, 10:52 AM IST

ଗୌହାଟୀ: ନାଗରିକତା ସଂଶୋଧନ ବିଲକୁ ବିରୋଧ । ସୋମବାର ଲୋକସଭାରେ ନାଗରିକ ବିଲକୁ ଆଗତ କରାଯିବ । କିନ୍ତୁ ଏହି ବିଲକୁ ନେଇ ଆସାମର ବିଭିନ୍ନ ସ୍ଥାନରେ ବିରୋଧ ପ୍ରଦର୍ଶନ କରାଯାଇଛି । ଅଲ୍ ଆସାମ ସୁତିୟା ଷ୍ଟୁଡେଣ୍ଟ ୟୁନିୟନ 12 ଘଣ୍ଟା ଆସାମ ବନ୍ଦର ଘୋଷଣା କରିଛି ।

ଏହି ବିରୋଧ ପ୍ରଦର୍ଶନରେ ଅନୟ ୟୁନିୟନ ମଧ୍ୟ ସାମିଲ ହୋଇଛି । ଆସାମ ୟୁବା ମଞ୍ଚ, ଅଲ୍ ଆସାମ କୋଚ୍ ରାଜବଙ୍ଗସୀ ଷ୍ଟୁଡେଣ୍ଟ ୟୁନିୟନ, ବିର୍ ଲଚିତ୍ ସେନା ମଧ୍ୟ ଆସାମ ବନ୍ଦର ଘୋଷଣା କରିଛନ୍ତି । ତେବେ ସୋମବାର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏହି ବିଧେୟକୁ ଗୃହରେ ଆଗତ କରିବେ । ଯଦି ଏହି ବିଲ୍ ଆଇନରେ ପରିଣତ ହେବ ତେବେ ପାକିସ୍ତାନ, ଆଫଗାନିସ୍ତାନ ଓ ବାଂଲାଦେଶରୁ ଆସିଥିବା ହିନ୍ଦୁ, ଈସାଇ, ଶିଖ୍‌, ପାର୍ସୀ, ଜୈନ ଏବଂ ବୌଦ୍ଧ ଭଳି ଅଳ୍ପ ସଂଖ୍ୟକ ସମୁଦାୟର ଲୋକମାନେ ଭାରତୀୟ ନାଗରିକତା ପାଇପାରିବେ ।

ନାଗରିକ ସଂଶୋଧନ ବିଲକୁ ବିରୋଧ

ତେବେ ଏହି ବିଲର ସଂଶୋଧନକୁ ରାଜ୍ୟ ବିରୋଧ କରୁଛି । ଏହି ବିଲ୍ ଆଗତ ହେଲେ ରାଜ୍ୟର ସଂସ୍କୃତି, ଭାଷା ଓ ପରମ୍ପରାକୁ ଆଘାତ ପହଞ୍ଚିବ ବୋଲି କୁହାଯାଉଛି । 1955 ଅଧିନିୟମରେ ପରିବର୍ତ୍ତନ ଆସିବ । ପ୍ରଥମେ ଭାରତରେ ରହୁଥିବା ବାଂଲାଦେଶ, ପାକିସ୍ତାନ ଓ ଆଫଗାନିସ୍ତାନ ଶରଣାର୍ଥୀ ଭାରତୀୟ ଅଧିବାସୀ ହେବାକୁ ହେଲେ ଅତି କମରେ 11 ବର୍ଷରେ ଭାରତରେ ରହିଥିବା ଆବଶ୍ୟକ । କିନ୍ତୁ ସଂଶୋଧନ ପରେ ଏହାକୁ କମ୍ କରାଯାଇ 6 ବର୍ଷ କରାଯିବ ।

Intro:Body:

Protest going on at several places of Assam from Monday morning opposing Citizenship Amendment Bill-2016. All Assam Sutiya Student Union anounces 12 hour  ASSAM bandh at Dhemaji. Simulteniously Assam Yuva Manch, All Assam Sutiya Student Union, All Assam Koch Rajbangshi Student Union  KMSS, and Bir Lachit Sena announces Assam Bandh at Sivsagar. Also protesters have blocked the roads by burning tire at Teok, Jorhat . The bill will be proposed at Loksabha today. 

Conclusion:
Last Updated : Dec 9, 2019, 10:52 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.