ETV Bharat / bharat

ନବରାତ୍ରିର ଶୁଭେଚ୍ଛା ଜଣାଇଲେ ପ୍ରିୟଙ୍କା ଗାନ୍ଧୀ ଭଦ୍ରା

author img

By

Published : Oct 17, 2020, 3:01 PM IST

ଆଜିଠୁ ଆରମ୍ଭ ହେଲା ନବରାତ୍ରି । ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରିୟଙ୍କା ଗାନ୍ଧୀ ଭାଦ୍ରା । ଅଧିକ ପଢନ୍ତୁ...

Priyanka Gandhi Vadra wishes Goddess Durga's strength, might to grace women this Navratri
ନବରାତ୍ରୀର ଶୁଭେଚ୍ଛା ଜଣାଇଲେ ପ୍ରିୟଙ୍କା ଗାନ୍ଧୀ ଭାଦ୍ରା

ନୂଆଦିଲ୍ଲୀ: ଆଜିଠୁ ଆରମ୍ଭ ହେଲା ନବରାତ୍ରି । କଂଗ୍ରେସର ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ଭଦ୍ରା ନବରାତ୍ରି ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇବା ସହ ସୁଖ ଓ ସମୃଦ୍ଧି କାମନା କରିଛନ୍ତି । ଏହି ନବରାତ୍ରୀ ସମସ୍ତଙ୍କ ଜୀବନ ପାଇଁ ସୁଖମୟ ହେଉ । ମାତା ଦୁର୍ଗାଙ୍କ କୃପା ସମସ୍ତଙ୍କ ଉପରେ ଥାଉ । ପାପ ଉପରେ ପୁଣ୍ୟର ବିଜୟ । ଅସତ୍ୟ ଉପରେ ସତ୍ୟର ବିଜୟ । ଅନ୍ୟାୟ ଉପରେ ନ୍ୟାୟ ର ବିଜୟ । ଶତୁତ୍ରା ଉପରେ ବନ୍ଧୁତାର ବିଜୟ । ସେଥିପାଇଁ ବିଜୟା ଦଶମୀରେ ରାବଣ ପୋଡି କରାଯାଇଥାଏ ।

ଏହି ପର୍ବ ସମଗ୍ର ଦେଶରେ ବିଭିନ୍ନ ସ୍ଥାନରେ ପାଳନ କରାଯାଏ । ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ଢଙ୍ଗରେ ମାଆ ଦୁର୍ଗାଙ୍କୁ ପୂଜା କରାଯାଏ । ନବରାତ୍ରୀରେ ଦେବୀ ଦୁର୍ଗାଙ୍କୁ ନଅ ଅବତାରଙ୍କ ପୂଜା କରାଯାଏ । ନଅ ଦିନରେ ଭକ୍ତମାନେ ଦୁର୍ଗାଙ୍କୁ ପ୍ରାର୍ଥନା କରି ଉପବାସ କରନ୍ତି। ନବରାତ୍ରୀର ପରଦିନ ଦଶହରା ପର୍ବ ପାଳନ କରାଯାଏ । ଯାହାକୁ ବିଜୟାଦାସମୀ ମଧ୍ୟ କୁହାଯାଏ ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.