ETV Bharat / bharat

ଆସୁ ଆସୁ ମାରାଥନ ବୈଠକ

ନୂଆଦିଲ୍ଲୀ: ଆସୁ ଆସୁ ଆକ୍ସନ ନେଲେ ପ୍ରିୟଙ୍କା ଗାନ୍ଧୀ । ରାଜନୀତିରେ ସକ୍ରିୟ ହେବା କ୍ଷଣି ମାରାଥନ ବୈଠକ ଡକାଇଲେଣି ସେ । କଂଗ୍ରେସର ସାଧାରଣ ସମ୍ପାଦକ ଦାୟିତ୍ବ ନେବା ପରେ ଆମେରିକାରୁ ଫେରିଲେ ଗାନ୍ଧୀ ପରିବାରର ଅଲିଅଳି । ଆଉ ଦିଲ୍ଲୀରେ ପହଞ୍ଚିବା ପରେ ଉତ୍ତର ପ୍ରଦେଶ କଂଗ୍ରେସ ନେତାଙ୍କ ସହ ବୈଠକ କରିଛନ୍ତି ପ୍ରିୟଙ୍କା ।

author img

By

Published : Feb 5, 2019, 9:51 AM IST

ଫଟୋ ସୌଜନ୍ୟ: ଇନାଡୁ ଇଣ୍ଡିଆ

ପଶ୍ଚିମ ୟୁପି ପ୍ରଭାରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ସହ ବି ସାକ୍ଷାତ କରିଛନ୍ତି । ଆଜି ପୁଣିଥରେ ଅଧ୍ଯକ୍ଷ ରାହୁଲ ଗାନ୍ଧୀଙ୍କ ବାସଭବନରେ ବୈଠକ କରିବେ ସେ । ତାଙ୍କର ୟୁପି ଗସ୍ତ ଓ ରାହୁଲଙ୍କ ନିର୍ବାଚନୀ ପ୍ରଚାରକୁ ନେଇ ବୈଠକରେ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରି ପାରନ୍ତି ପ୍ରିୟଙ୍କା । ଉତ୍ତର ପ୍ରଦେଶରେ କଂଗ୍ରେସର ରିପୋର୍ଟ କାର୍ଡ ପ୍ରିୟଙ୍କାଙ୍କ ନିକଟରେ ଦାଖଲ କରିଛି ଦଳ ।

ଦଳୀୟ ନେତା ଓ କର୍ମୀଙ୍କୁ ଭେଟିବା ପରେ ସେ ଆଗାମୀ ରଣନୀତି ପ୍ରସ୍ତୁତ କରିବେ । ପୂର୍ବରୁ ପରଦା ପଛରେ ରହି ଦଳ ପାଇଁ ରଣନୀତି ତୟାର କରୁଥିଲେ । ବିଜେପି ଗଡରେ ପ୍ରିୟଙ୍କାଙ୍କ ପ୍ରୟାସ କେତେଦୂର ପ୍ରଭାବ ପକାଇବ ଦେଖିବାକୁ ବାକି ରହିଲା । ଗତ କିଛି ଦିନ ପୂର୍ବରୁ ରାଜନୀତିରେ ଏଣ୍ଟ୍ରି କରିଛନ୍ତି ପ୍ରିୟଙ୍କା । ସେହିପରି ପୂର୍ବ ଉତ୍ତର ପ୍ରଦେଶରୁ ନିର୍ବାଚନ ମଇଦାନକୁ ଓହ୍ଲାଇବେ ସେ ।

Intro:Body:

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.