ETV Bharat / bharat

ମୋଦିଙ୍କ ପ୍ରକଳ୍ପ ସମୀକ୍ଷା; ଆୟୁଷ୍ମାନ ଭାରତ ସହ ରେଳ, ସଡକକୁ ଗୁରୁତ୍ବ - ପ୍ରଧାନମନ୍ତ୍ରୀ ମୋଦି

ଦେଶରେ ଚାଲିଥିବା ରେଳ, ସଡକ ସହ ବହୁ ଗୁରୁତ୍ବପୂର୍ଣ୍ଣ ପ୍ରକଳ୍ପର ସମୀକ୍ଷା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।

ଫାଇଲ ଫଟୋ
author img

By

Published : Aug 1, 2019, 3:18 AM IST

ନୂଆଦିଲ୍ଲୀ: ଦେଶରେ ପୂର୍ଣ୍ଣ ବହୁମତ ପାଇ ଦ୍ବିତୀୟ ଥର ସରକାର ଗଠନ କରିବା ପରେ ପ୍ରଧାନମନ୍ତ୍ରୀ ମୋଦି ଏବେ ଭିନ୍ନ ଶୈଳୀରେ ସରକାର ପରିଚାଳନା କରୁଛନ୍ତି । ସଂସଦ ହେଉବା କୌଣସି ସରକାରୀ କାର୍ଯ୍ୟ ସବୁଥିରେ ତତ୍ପରତା ଦେଖାଉଛନ୍ତି ସରକାର । ଚାଲିଥିବା ବଜେଟ ଅଧିବେସନରେ ସରକାର ବିଲ ପାସ କରିବାରେ ରେର୍କଡ କରିଛନ୍ତି । ଏହାସହ ବିରୋଧୀଙ୍କୁ ମନାଇବାରେ ମଧ୍ୟ ସଫଳ ହୋଇଛନ୍ତି ।

ଆଜି(ବୁଧବାର) ନିଜେ ପ୍ରଧାନମନ୍ତ୍ରୀ ମୋଦି ପୁଣି ଏକ ଗୁରୁତ୍ବପୂର୍ଣ୍ଣ ବୈଠକରେ ଦେଶରେ ଚାଲିଥିବା ଅନେକ ଗୁରୁତ୍ବପୂର୍ଣ୍ଣ ପ୍ରକଳ୍ପର ଅଗ୍ରଗତି ମଧ୍ୟ ସମୀକ୍ଷା କରିଛନ୍ତି । ପ୍ରଧାନମନ୍ତ୍ରୀ କରିଥିବା ସମୀକ୍ଷାରେ ଓଡିଶାର ମଧ୍ୟ ଅନେକ ପ୍ରକଳ୍ପ ସ୍ଥାନ ପାଇଛି ।

ଆଜି(ବୁଧବାର) ପ୍ରଧାନମନ୍ତ୍ରୀ ସମୀକ୍ଷା କରିଥିବା ପ୍ରକଳ୍ପ ମଧ୍ୟରେ ରେଳ, ସଡକ ଭଳି ବହୁ ଗୁରୁତ୍ବପୂର୍ଣ୍ଣ ଆର୍ଥିକ ପ୍ରକଳ୍ପ ସ୍ଥାନ ପାଇଥିଲା । ଏହାସହ ଆୟୁଷ୍ମାନ ଭାରତର ଅଗ୍ରଗତି ସହ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ମଧ୍ୟ ମୋଦି ସମୀକ୍ଷା କରିଥିଲେ ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.