ETV Bharat / bharat

'ଦେଶରେ ଲକଡାଉନ ନୁହେଁ ଅନଲକ 2.0 ନେଇ ବିଚାର କରାଯିବ' - pm modi

ଦେଶରେ ପୁଣିଥରେ ଲକଡାଉନ ଲାଗୁ ହେବା ନେଇ ଚାଲିଥିବା ଗୁଜବରେ ଉତ୍ତର ରଖିଲେ ତେଲେଙ୍ଗାନା ସିଏମ । କହିଲେ ଆଉ ଲାଗୁ ହେବନି ଲକଡାଉନ । ଅଧିକ ପଢନ୍ତୁ....

'ଦେଶରେ ଲକଡାଉ ନୁହଁ ଅନଲକ 2.0 ନେଇ ବିଚାର କରାଯିବ'

author img

By

Published : Jun 18, 2020, 4:07 PM IST

ହାଇଦ୍ରାବାଦ: ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ବୁଧବାର କହିଛନ୍ତି ଯେ, ଦେଶରେ ଆଉ ଲକଡାଉନ ହେବ ନାହିଁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ପଷ୍ଟ କରିଛନ୍ତି ଯେ, ଦେଶରେ ଆଉ କୌଣସି ଲକଡାଉନ ହେବ ନାହିଁ ଏବଂ ଅନଲକ ପର୍ଯ୍ୟାୟର ପ୍ରତିବନ୍ଧକ ଧିରେ ଧିରେ କୋହଳ ଆରମ୍ଭ ହୋଇଛି ।

ରାଜ୍ୟ ସରକାରଙ୍କ ପ୍ରେସ ବିଜ୍ଞପ୍ତି ଅନୁଯାୟୀ ପ୍ରଧାନମନ୍ତ୍ରୀ ଡିଜିଟାଲ ବୈଠକରେ ଏହି ମନ୍ତବ୍ୟ ଦେଇଛନ୍ତି। କୋଭିଡ-19ର ସ୍ଥିତିକୁ ବିଚାର କରିବା ପାଇଁ ଏହି ବୈଠକର ଆୟୋଜନ କରାଯାଇଥିଲା । ଏହି ବୈଠକରେ ତେଲେଙ୍ଗାନା ସିଏମ ଲକଡାଉନ ପରିସ୍ଥିତିକୁ ସ୍ପଷ୍ଟ କରିବାକୁ ଅନୁରୋଧ କରିଥିଲେ। ରାଓ କହିଛନ୍ତି ଯେ ଦେଶରେ ପୁଣିଥରେ ଲକଡାଉନ ଲାଗୁ ହେବା ଏକ ଗୁଜବ ।

ସିଏମ ଲୋକମାନଙ୍କୁ ନିଜର ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ସମସ୍ତ ମୁଖ୍ୟମନ୍ତ୍ରୀଙ୍କ ସହ କଥାବାର୍ତ୍ତା ନକରି ଲକଡାଉନ କରିବାର ନିଷ୍ପତ୍ତି ନେବେ ନାହିଁ। ଏହି ପ୍ରେସ ବିଜ୍ଞପ୍ତିରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଦେଶରେ ଆଉ ଲକଡାଉନ ହେବ ନାହିଁ ।ଏହାର 4ଟି ପର୍ଯ୍ୟାୟ ଲକଡାଉନ ସମାପ୍ତ ହୋଇଛି । ଅନଲକ 1.0 ବର୍ତ୍ତମାନ ଚାଲୁଛି । ଆମେ ସମସ୍ତେ ଅନଲକ 2.0 ପ୍ରସଙ୍ଗ ଉପରେ ଆଲୋଚନା କରିବା ଉଚିତ" ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.