ETV Bharat / bharat

ଭାରତର ନିର୍ବାଚନ ଫଳାଫଳକୁ ନେଇ ଗଦଗଦ ଇସ୍ରାଏଲ

ଫଳାଫଳ ବାହାରିବାକୁ ଆଉ କିଛି ସମୟ । କିନ୍ତୁ ଫଳାଫଳ ବାହାରିବା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ନିକଟକୁ ବହୁ ମାତ୍ରାରେ ଶୁଭେଚ୍ଛା ବାର୍ତ୍ତା ଆସିବାରେ ଲାଗିଲାଣି । କିଛି ସମୟ ପୂର୍ବରୁ ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ଶୁଭେଚ୍ଛା ବାର୍ତ୍ତା ଦେଇଥିବା ବେଳେ ଏବେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତ୍ୟାନେହୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

author img

By

Published : May 23, 2019, 2:59 PM IST

ଫାଇଲ ଫଟୋ

ନୂଆଦିଲ୍ଲୀ: ବିଜେପିର ବିଜୟକୁ ନେଇ ଇସ୍ରାଏଲ ଗଦଗଦ। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତ୍ୟାନେହୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଉଭୟ ହିନ୍ଦୀ ଓ ଇସ୍ରାଏଲ ଭାଷାରେ ମୋଦିଙ୍କ ନେତୃତ୍ବକୁ ଭୁରିଭୁରି ପ୍ରଶଂସା କରିଛନ୍ତି ନେତ୍ୟାନେହୁ ।

primeminister
ଫଟୋ ସୌଜନ୍ୟ: ସୋସିଆଲ ମିଡ଼ିଆ
prime minister
ଫଟୋ ସୌଜନ୍ୟ: ସୋସିଆଲ ମିଡ଼ିଆ

ଏହି ବିଜୟ ଭାରତ ଓ ଇସ୍ରାଏଲର ସମ୍ପର୍କକୁ ଆଗାମୀ ଦିନରେ ମଜଭୁତ କରିବା ସହ ଏକ ମାଇଲ ଷ୍ଟୋନ ଦେବ ବୋଲି ସେ ଟ୍ବିଟର ମାଧ୍ୟମରେ କହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.