ବେଙ୍ଗାଲୁରୁ: ଦେଶର ଇଲେକଟ୍ରୋନିକ୍ସ ରାଜଧାନୀ ବେଙ୍ଗାଲୁରୁସ୍ଥିତ କୃଷି ବିଜ୍ଞାନ ବିଶ୍ବବିଦ୍ୟାଳୟରେ ଆୟୋଜିତ ହେବାକୁ ଥିବା 107 ତମ ଭାରତୀୟ ବିଜ୍ଞାନ କଂଗ୍ରେସର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏଥିପାଇଁ 2 ଦିନିଆ କର୍ଣ୍ଣାଟକ ଗସ୍ତରେ ଆସିଛନ୍ତି ପିଏମ ମୋଦି। ଗତକାଲି ସେ ମୁଖ୍ୟମନ୍ତ୍ରୀ ବି.ଏସ ୟେଦୁରପ୍ପା ଓ ରାଜ୍ୟପାଳ ଭାଜୁଭାଇ ଭାଲାଙ୍କୁ ରାଜଭବନରେ ସାକ୍ଷାତ କରିଥିଲେ। ଏହା ସହିତ ପ୍ରଧାନମନ୍ତ୍ରୀ ଭାରତୀୟ ପ୍ରତିରକ୍ଷା ଗବେଷଣା ଅନୁସନ୍ଧାନ(ଡିଆରଡିଓ)ର ଯୁବ ବୈଜ୍ଞାନିକଙ୍କ ପାଇଁ ଉଦ୍ଦିଷ୍ଟ ପରୀକ୍ଷାଗାରକୁ ଉଦଘାଟନ କରିଥିଲେ।।
ଭାରତୀୟ ବିଜ୍ଞାନ କଂଗ୍ରେସରେ ଯୋଗଦେବେ ପିଏମ ମୋଦି - ଭାରତୀୟ ବିଜ୍ଞାନ କଂଗ୍ରେସ
ଦେଶର ଇଲେକଟ୍ରୋନିକ୍ସ ରାଜଧାନୀ ବେଙ୍ଗାଲୁରୁ ଠାରେ ଆୟୋଜିତ ହେବାକୁ ଥିବା 107 ତମ ଭାରତୀୟ ବିଜ୍ଞାନ କଂଗ୍ରେସକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।
ଫଟୋ ସୌଜନ୍ୟ: ଏଏନଆଇ
ବେଙ୍ଗାଲୁରୁ: ଦେଶର ଇଲେକଟ୍ରୋନିକ୍ସ ରାଜଧାନୀ ବେଙ୍ଗାଲୁରୁସ୍ଥିତ କୃଷି ବିଜ୍ଞାନ ବିଶ୍ବବିଦ୍ୟାଳୟରେ ଆୟୋଜିତ ହେବାକୁ ଥିବା 107 ତମ ଭାରତୀୟ ବିଜ୍ଞାନ କଂଗ୍ରେସର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏଥିପାଇଁ 2 ଦିନିଆ କର୍ଣ୍ଣାଟକ ଗସ୍ତରେ ଆସିଛନ୍ତି ପିଏମ ମୋଦି। ଗତକାଲି ସେ ମୁଖ୍ୟମନ୍ତ୍ରୀ ବି.ଏସ ୟେଦୁରପ୍ପା ଓ ରାଜ୍ୟପାଳ ଭାଜୁଭାଇ ଭାଲାଙ୍କୁ ରାଜଭବନରେ ସାକ୍ଷାତ କରିଥିଲେ। ଏହା ସହିତ ପ୍ରଧାନମନ୍ତ୍ରୀ ଭାରତୀୟ ପ୍ରତିରକ୍ଷା ଗବେଷଣା ଅନୁସନ୍ଧାନ(ଡିଆରଡିଓ)ର ଯୁବ ବୈଜ୍ଞାନିକଙ୍କ ପାଇଁ ଉଦ୍ଦିଷ୍ଟ ପରୀକ୍ଷାଗାରକୁ ଉଦଘାଟନ କରିଥିଲେ।।
Intro:Body:
Conclusion:
tyutyutyutyu
Conclusion: