ETV Bharat / bharat

ବିଶ୍ବ ଭାରତୀ ୟୁନିଭର୍ସିଟି ପରିଦର୍ଶନ କଲେ ରାଷ୍ଟ୍ରପତି - ବିଶ୍ବ ଭାରତୀ ୟୁନିଭର୍ସିଟି ପରିଦର୍ଶନ କଲେ ରାଷ୍ଟ୍ରପତି

ବିଶ୍ବ ଭାରତୀ ପରିଦର୍ଶନ କରେ ରାଷ୍ଚ୍ରପତି । ବାର୍ଷିକ କନଭୋକେସନରେ କରିଲେ ଯୋଗଦାନ ।

ଫାଇଲ ଫଟୋ
author img

By

Published : Nov 11, 2019, 2:36 PM IST

ନୂଆଦିଲ୍ଲୀ: ବିଶ୍ବ ଭାରତୀ ୟୁନିଭର୍ସିଟିର କନଭୋକେସନରେ ଯୋଗ ଦେଇଛନ୍ତି ରାଷ୍ଟ୍ରପତି । ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ସେଠାରେ କ୍ୟାମ୍ପସ ପରିଦର୍ଶନ କରିବା ସହ ସମସ୍ତ କର୍ମଚାରୀଙ୍କୁ ସାକ୍ଷାତ କରିଛନ୍ତି ।

କ୍ୟାମ୍ପସରେ ଥିବା ସମସ୍ତ ସ୍ଥାନ ପରିଦର୍ଶନ କରିଥିଲେ ରାଷ୍ଟ୍ରପତି । ବିଶ୍ବ ଭାରତୀ ୟୁନିଭର୍ସିଟିର ପ୍ରତିଷ୍ଠାତା ହେଉଛନ୍ତି ଗୁରୁଦେବ ରବିନ୍ଦ୍ର ନାଥ ଟାଗୋର । ଦୁର୍ଗାପୁରରେ ପହଞ୍ଚି ଚପର୍ ଯୋଗେ ୟୁନିଭର୍ସିଟିକୁ ଯାଇଥିଲେ ରାଷ୍ଟ୍ରପତି ।

Intro:Body:

TEST

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.