ETV Bharat / bharat

ଜରୁରୀ ସେବା ପ୍ରଦାନକାରୀଙ୍କୁ କୃତଜ୍ଞତା ଜଣାଇଲେ ରାଷ୍ଟ୍ରପତି ଓ କେନ୍ଦ୍ରମନ୍ତ୍ରୀ

ଜରୁରୀ ସେବା ପ୍ରଦାନ କରୁଥିବା ବ୍ୟକ୍ତି ବିଶେଷ ମାନଙ୍କୁ କୃତଜ୍ଞତା ଜଣାଇବା ପାଇଁ ଦେଶବାସୀ ଘଣ୍ଟ, ଘଣ୍ଟା, ଥାଳି ବଜାଇଛନ୍ତି । ଏଥିରୁ ବାଦ ପଡିନାହାନ୍ତି ଦେଶର ଆଗ ଧାଡିର ବ୍ୟକ୍ତିତ୍ବ । ରାଷ୍ଟ୍ରପତିଙ୍କ ସମେତ କେନ୍ଦ୍ରମନ୍ତ୍ରୀ ମାନେ ଘଣ୍ଟା, ଘଣ୍ଟ, କରତାଳି ମାରି ନିଜର କୃତଜ୍ଞତା ଜ୍ଞାପନ କରିଛନ୍ତି । ଅଧିକ ପଢନ୍ତୁ...

president and other ministers participates in the exercise to express gratitude to those providing essential services amid
ଜରୁରୀ ସେବା ପ୍ରଦାନକାରୀଙ୍କୁ କୃତଜ୍ଞତା ଜଣାଇଲେ ରାଷ୍ଟ୍ରପତିଙ୍କ ସମେତ କେନ୍ଦ୍ରମନ୍ତ୍ରୀ
author img

By

Published : Mar 22, 2020, 11:06 PM IST

ନୂଆଦିଲ୍ଲୀ: କୋରୋନା ସଂକ୍ରମଣକୁ ରୋକିବାକୁ ପ୍ରଧାନମନ୍ତ୍ରୀଙ୍କ ଆହ୍ବାନ କ୍ରମେ ଜନତା କର୍ଫ୍ୟୁ ପାଳନ କରାଯାଇଛି । ଏହା ସହ ଜରୁରୀ ସେବା ପ୍ରଦାନ କରୁଥିବା ବ୍ୟକ୍ତି ବିଶେଷ ମାନଙ୍କୁ କୃତଜ୍ଞତା ଜଣାଇବା ପାଇଁ ଦେଶବାସୀ ଘଣ୍ଟ, ଘଣ୍ଟା, ଥାଳି ବଜାଇଛନ୍ତି । ଏଥିରୁ ବାଦ ପଡିନାହାନ୍ତି ଦେଶର ଆଗ ଧାଡିର ବ୍ୟକ୍ତିତ୍ବ ।

ଜରୁରୀ ସେବା ପ୍ରଦାନକାରୀଙ୍କୁ କୃତଜ୍ଞତା ଜଣାଇଲେ ରାଷ୍ଟ୍ରପତିଙ୍କ ସମେତ କେନ୍ଦ୍ରମନ୍ତ୍ରୀ

ରାଷ୍ଟ୍ରପତି ରାମନାଥ କୋବିନ୍ଦ ରାଷ୍ଟ୍ରପତି ଭବନରେ ନିଜ ପରିବାର ସଦସ୍ୟଙ୍କ ସହ ତାଳିମାରି କୃତଜ୍ଞତା ଜଣାଇଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ, ଲୋକସଭା ବାଚସ୍ପତି ଓମ ବିର୍ଲା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ବିଜେପି ସଭାପତି ଜେପି ନଡ୍ଡା, ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭେଡେକର ମଧ୍ୟ ଘଣ୍ଟା, ଘଣ୍ଟ, କରତାଳି ମାରି ଜରୁରୀ ସେବାରେ ନିଜକୁ ନିୟୋଜିତ ରଖିଥିବା ବ୍ୟକ୍ତି ମାନଙ୍କୁ ନିଜର ଶ୍ରଦ୍ଧା ଜଣାଇଛନ୍ତି ।

@ANI

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.