ETV Bharat / bharat

ସ୍ବାସ୍ଥ୍ୟସେବାର ଅସଲ ଚିତ୍ର, 5 ରାଜ୍ୟରେ ନାହିଁ ଆବଶ୍ୟକୀୟ ସ୍ବାସ୍ଥ୍ୟକେନ୍ଦ୍ର - 5ଟି ରାଜ୍ୟରେ ନାହିଁ ଆବଶ୍ୟକୀୟ ସ୍ବାସ୍ଥ୍ୟକେନ୍ଦ୍ର

ରାଜ୍ୟର ଦିଲ୍ଲୀ, ମେଘାଳୟ, ଝାଡଖଣ୍ଡ, ଉତ୍ତରପ୍ରଦେଶ ଓ ବିହାର ଭଳି ରାଜ୍ୟରେ ନାହିଁ ଆବଶ୍ୟକୀୟ ସ୍ବାସ୍ଥ୍ୟସେବା । ଆବଶ୍ୟକତା ଠାରୁ ସ୍ବାସ୍ଥ୍ୟକେନ୍ଦ୍ର କମ୍ ରହିଛି । ଏନେଇ ରିପୋର୍ଟ ପ୍ରକାଶ କରିଛି କେନ୍ଦ୍ର ।

health facilities
ସ୍ବାସ୍ଥ୍ୟସେବାର ଅସଲ ଚିତ୍ର
author img

By

Published : Dec 8, 2019, 9:31 PM IST

ନୂଆଦିଲ୍ଲୀ: ସାରା ଦେଶରେ ଉନ୍ନତ ମାନର ଚିକିତ୍ସା ସୁବିଧା ଯୋଗାଇ ଦେବାକୁ ଡିଣ୍ଡିମ ପିଟୁଛନ୍ତି ସରକାର । ଏଥିପାଇଁ ଅନେକ ଯୋଜନା ମଧ୍ୟ ରହିଛି । ହେଲେ ମେଡିକାଲରେ ରୋଗୀଙ୍କୁ ଦିଆଯାଉଥିବା ସ୍ବାସ୍ଥ୍ୟସେବାକୁ ନେଇ ଏକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି । ଦେଶରେ ଛାତିରେ ଛିଡା ହୋଇଥିବା ରାଜଧାନୀ ଦିଲ୍ଲୀ, ବିହାର, ଝାଡଖଣ୍ଡ,ଉତ୍ତରପ୍ରଦେଶ ଓ ମେଘାଳୟ ଭଳି ରାଜ୍ୟରେ ଆବଶ୍ୟକତା ଠାରୁ କମ୍ ସ୍ବାସ୍ଥ୍ୟକେନ୍ଦ୍ର ଥିବାରୁ ଏହା ଏବେ ଚର୍ଚ୍ଚାର ପରିସରକୁ ଚାଲି ଆସିଛି ।

ସ୍ବାସ୍ଥ୍ୟସେବାର ଅସଲ ଚିତ୍ର

ଇଟିଭି ଭାରତ ହାତରେ ଲାଗିଥିବା ସ୍ବାସ୍ଥ୍ୟ ମନ୍ତ୍ରାଳୟର ରିପୋର୍ଟ ଅନୁସାରେ, ନୂଆଦିଲ୍ଲୀରେ ଉପସ୍ବାସ୍ଥ୍ୟକେନ୍ଦ୍ର 86ଟି ଆବଶ୍ୟକତା ଥିବାବେଳେ ରହିଛି ମାତ୍ର 12ଟି । ଆଉ ସେଠାରେ ମଧ୍ୟ ଉତ୍ତମ ସ୍ବାସ୍ଥ୍ୟସେବା ପାଇବାରେ ଲୋକେ ବିଫଳ । ସେହିପରି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର 62 ପ୍ରତିଶତ କମ୍ ଥିବାବେଳେ କମ୍ୟୁନିଟି ହେଲଥ ସେଣ୍ଟର 100 ପ୍ରତିଶତ କମ୍ ରହିଛି । ଏନେଇ ସ୍ବାସ୍ଥ୍ୟ ମନ୍ତ୍ରାଳୟର ଜଣେ ଅଧିକାରୀ କହିଛନ୍ତି, ପ୍ରତ୍ୟେକ ରାଜ୍ୟ ପ୍ରାଥମିକ ଦାୟିତ୍ବ ହେଉଛି ଲୋକଙ୍କୁ ଉତ୍ତମ ସ୍ବାସ୍ଥ୍ୟସେବା ପ୍ରଦାନ କରିବା ଏବଂ ମେଡିକାଲରେ ଡାକ୍ତର ନିଯୁକ୍ତି କରିବା । ଏହି ମାମଲାରେ କେନ୍ଦ୍ର ରାଜ୍ୟକୁ ସହଯୋଗ କରୁଛି । ଏପରିକି ରାଷ୍ଟ୍ରୀୟ ସ୍ବାସ୍ଥ୍ୟ ମିଶନରେ ପ୍ରତ୍ୟେକ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ସ୍ବାସ୍ଥ୍ୟସେବା ମଜବୁତ କରିବା ପାଇଁ ଆର୍ଥିକ ସହାୟତା ଯୋଗାଇ ଦିଆଯାଉଛି ।

2011 ଜନଗଣନା ଓ ମାର୍ଚ୍ଚ 2018 ସ୍ବାସ୍ଥ୍ୟ ମନ୍ତ୍ରାଳୟର ରିପୋର୍ଟ ଅନୁସାରେ, ଆବଶ୍ୟକତା ଠାରୁ ବିହାରରେ ଏସଏଚସି 47 ପ୍ରତିଶତ, 39 ପ୍ରତିଶତ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଓ 81 ପ୍ରତିଶତ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର କମ୍ ରହିଛି । ସେହିପରି ଝାଡଖଣ୍ଡରେ 37 ପ୍ରତିଶତ ଏସଏଚସି, 69 ପ୍ରତିଶତ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଓ 29 ପ୍ରତିଶତ ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ର କମ୍ ରହିଛି । ଉତ୍ତରପ୍ରଦେଶରେ ମଧ୍ୟ ଏସଏଚସି 34, ପ୍ରତିଶତ, ପିଏଚସି 30 ପ୍ରତିଶତ ଓ ସିଏଚସି 37 ପ୍ରତିଶତ କମ୍ ରହିଛି ।

ମେଘାଳୟ ଭଳି ରାଜ୍ୟରେ ମଧ୍ୟ ଆବଶ୍ୟକୀୟ ସ୍ବାସ୍ଥ୍ୟକେନ୍ଦ୍ର ନାହିଁ । ଫଳରେ ନାନା ଅସୁବିଧାର ସମ୍ମୁଖିନ ହେଉଛନ୍ତି ରୋଗୀ । ଏଥିପାଇଁ ସ୍ବାସ୍ଥ୍ୟମନ୍ତ୍ରାଳୟ ତରଫରୁ ସେପରି କୌଣସି ଆଖି ଦୃଶିଆ କାର୍ଯ୍ୟ କରାଯାଇନାହିଁ । ଅନ୍ୟପଟେ ଆୟୁଷ୍ମାନ ଭାରତ ଯୋଜନାରେ ଦେଶର ପ୍ରାୟ 10.74 କୋଟି ଲୋକଙ୍କ ପାଇଁ ପ୍ରତିବର୍ଷ ସରକାର ଖର୍ଚ୍ଚ କରୁଛନ୍ତି 5 ଲକ୍ଷ ଟଙ୍କା ।

Intro:New Delhi: Delhi, Bihar, Jharkhand, Uttar Pradesh and Meghalay are five top states across India, leading a chart as far as poor healthcare facilities are concerned.

Body:According to the Health Ministry statistics in possession of ETV Bharat, Delhi has 12 sub healthcare centres against the required number of 83 thus leading the chart with 86 percent shortfall in health care facilities (SHCs). Delhi has 62 percent shortfall in primary health centre (PHCs) facility as well with 100 percent shortfall in community health centres (CHCs). Officials in the Health Ministry said that being a State subject, the primary responsibility of provision of public healthcare and strengthening it to address the shortage of hospitals and doctors lies with the respective state governments and union territories. However, under National Health Mission (NHM), technical and financial support is provided to States and UTs for strengthening their healthcare systems, sources said. "This all depend on the basis of proposals received from concerned stakeholders in their programme implementation plans (PIPs)," sources said. The health ministry statistics compiled till March 2018 and as per 2011 Population in India Census, Bihar has 47 percent shortfall in SHCs, 39 percent shortfall in PHCs and 81 percent shortfall in CHCs. Accordingly, Jharkhand has 37 percent shortfall in SHCs, 69 percent shortfall in PHCs and 29 percent shortfall in CHCs. Likewise, Uttar Pradesh has 34 percent shortfall in SHCs, 30 percent shortfall in PHCs and 37 percent shortfall in CHCs.

Conclusion:Significantly, northeastern states of Meghalaya also has a big shortfall in providing health care facilities. The state has 42 percent shortfall in SHCs. Meghalaya, however, has adequate number of PHCs and CHCs. The government statistics provided by the Union Health Ministry certainly raised a big question mark over country's health care scenario, inspite of the fact that health ministry has taken so many steps for an inclusive growth in health sector. Under centre's Ayushman Bharat scheme, Rs 5 lakh is being spent per year to around 10.74 crore poor and vulnerable families each across India. end.
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.