ETV Bharat / bharat

ଦିଲ୍ଲୀ ନିର୍ବାଚନ ପାଇଁ ସମସ୍ତ ପ୍ରସ୍ତୁତି ଚୂଡାନ୍ତ

ଶନିବାର ଅନୁଷ୍ଠିତ ହେବ ଦିଲ୍ଲୀ ବିଧାନସଭା ନିର୍ବାଚନ। ଏନେଇ ସମସ୍ତ ପୋଲିଂ ବୁଥରେ ପ୍ରସ୍ତୁତି ଚୂଡାନ୍ତ ହୋଇଛି । ଅଧିକ ପଢନ୍ତୁ...

delhi election 2020
ଦିଲ୍ଲୀ ନିର୍ବାଚନ ପାଇଁ ସମସ୍ତ ପ୍ରସ୍ତୁତି ଚୂଡାନ୍ତ
author img

By

Published : Feb 8, 2020, 3:02 AM IST

ନୂଆଦିଲ୍ଲୀ: ଶନିବାର ଦିଲ୍ଲୀ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ଏନେଇ ସମସ୍ତ ପୋଲିଂ ବୁଥରେ ପ୍ରସ୍ତୁତି ଚୂଡାନ୍ତ ହୋଇଛି । ନିର୍ବାଚନରେ ଭୋଟ ଦାନ ପାଇଁ ମୋଟ 13 ହଜାର 7ଶହ 51ଟି ପୋଲିଂ ଷ୍ଟେସନ କରାଯାଇଛି । ଯେ କୌଣସି ପରିସ୍ଥିତିର ମୁକାବିଲା କରିବା ପାଇଁ ପ୍ରଶାସନ ଓ ସୁରକ୍ଷାକର୍ମୀ ପ୍ରସ୍ତୁତ ରହିଛନ୍ତି ।

ଦିଲ୍ଲୀ ନିର୍ବାଚନ ପାଇଁ ସମସ୍ତ ପ୍ରସ୍ତୁତି ଚୂଡାନ୍ତ

13 ହଜାର 7ଶହ 51ଟି ପୋଲିଂ ଷ୍ଟେସନ ପାଇଁ 14 ହଜାର 4ଶହ 84 ବାଲଟ ୟୁନିଟ କରାଯାଇଛି । ଏହା ସହିତ ଭୋଟ ଦେବାକୁ ଆସୁଥିବା ଲୋକ ମାନଙ୍କ ପାଇଁ ଜଳ, ଶୌଚାଳୟ ଓ ବୟସ୍କ ଲୋକଙ୍କ ବିଶ୍ରାମ ପାଇଁ ବିଭିନ୍ନ ବ୍ୟବସ୍ଥା କରାଯାଇଛି । ସେହିପରି 128 ନଂ ପୋଲିଂ ଷ୍ଟେସନରେ ପ୍ରବେଶ ଠାରୁ ଆରମ୍ଭ କରି ଭୋଟ ଦାନ କକ୍ଷ ପର୍ଯ୍ୟନ୍ତ ସମସ୍ତ ବ୍ୟବସ୍ଥା କରାଯାଇଛି ।

Intro:वोटिंग के लिए तैयार पोलिंग स्टेशन, मतदाताओं के लिए किए जा रहे इंतजाम

नई दिल्ली: राजधानी दिल्ली के चुनाव में अब से कुछ ही घंटे शेष बचे हैं और ऐसे में तमाम पोलिंग स्टेशनों की तैयारियां भी पूरी हो चुकी है. इलेक्शन कमिशन की ओर से 13751 पुलिस स्टेशन बनाए गए हैं.जहां पर सभी तरीके के इंतजाम मतदाताओं के लिए किए जा रहे हैं. इलेक्शन कमिशन की ओर से आखिर पोलिंग स्टेशन पर क्या तैयारियां है इसका जायजा लेने के लिए करोल बाग विधानसभा क्षेत्र के पोलिंग स्टेशन नंबर 128 पहुंचे.

Body:पोलिंग स्टेशन पर किए गए इंतजाम
दिल्ली के चुनाव के लिए इलेक्शन कमिशन ने 13751 पोलिंग स्टेशन बनाए हैं.जहां पर 14484 बैलट यूनिट होगी. इसी के साथ सभी स्टेशनों पर मतदाताओं के लिए पानी शौचालय, बैठने के लिए भी इंतजाम किए गए हैं. जिससे कि मतदाताओं को किसी परेशानी का सामना न करना पड़े. करोल बाग विधानसभा क्षेत्र के अंतर्गत आने वाली पुलिस स्टेशन नंबर 128 पर ऐसे ही देखने को मिले जहां पर एंट्री गेट से लेकर पोलिंग रूम तक पूरे इंतजाम किए गए हैं.

पानी, शौचालय और बुजुर्गों के बैठेने के लिए लगाई कुर्सियां
आपको बता दें कि करोल बाग विधानसभा क्षेत्र के पोलिंग स्टेशन नंबर 128 मतदाताओं के लिए इंतजाम किए गए हैं. जिसमें पानी शौचालय और बुजुर्गों के बैठने के लिए कुर्सियों की व्यवस्था की गई है. दर्शन इलेक्शन कमीशन ने दावा किया है कि वह सभी पोलिंग स्टेशन पर मतदाताओं के लिए बेहतर सुविधाएं दे रहा है.

Conclusion:8 फरवरी को होने वाले दिल्ली इलेक्शन को लेकर इलेक्शन कमिशन पूरी तरीके से तैयारियों में जुटा हुआ है और ऐसे में यह देखने वाली बात होगी कि इलेक्शन कमीशन जो बेहतर सुविधाओं के दावे कर रहा है वह कल कितने सफल साबित होते हैं.
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.