ETV Bharat / bharat

ଅଯୋଧ୍ୟା ମାମଲା ରାୟ: ପୋଲିସର ଛାଉଣୀରେ ମଧ୍ୟପ୍ରଦେଶ ,ଗ୍ବାଲିୟରକୁ ଜଗିଛି 575 ସିସିଟିଭି କ୍ୟାମେରା - ପୋଲିସର ଛାଉଣୀରେ ମଧ୍ୟପ୍ରଦେଶ

କଡା ସୁରକ୍ଷାରେ ଦେଶର ସମସ୍ତ ସମ୍ବେଦନଶୀଳ ସ୍ଥାନ । ଅଯୋଧ୍ୟା ମାମଲାର ଆଜି ଚୂଡାନ୍ତ ରାୟ ପ୍ରକାଶ ହେବା ପୂର୍ବରୁ ପୋଲିସ ଫୋର୍ସ ମୁତୟନ କରାଯିବା ସହ ନଜର ରଖିଛି ସିସିଟିଭି କ୍ୟାମେରା । ମଧ୍ୟପ୍ରଦେଶର ଗ୍ବାଲିୟରକୁ ଜଗିଛି 575 ସିସିଟିଭି ।

ପୋଲିସର ଛାଉଣୀରେ ମଧ୍ୟପ୍ରଦେଶ
author img

By

Published : Nov 9, 2019, 10:54 AM IST

ଭୋପାଳ: ବହୁ ପ୍ରତୀକ୍ଷିତ ଅଯୋଧ୍ୟ ମାମଲାର ଆଜି ଚୂଡାନ୍ତ ରାୟ ପ୍ରକାଶ ପାଇବ । ପୂର୍ବାହ୍ନ ସାଢେ 10ଟାରେ ପ୍ରଧାନ ବିଚାରପତିଙ୍କ ଅଧ୍ୟକ୍ଷତାରେ 5ଜଣିଆ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିବେ। ତେବେ ରାୟ ଆସିବା ପୂର୍ବରୁ ସମସ୍ତ ରାଜ୍ୟରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ମଧ୍ୟପ୍ରଦେଶର ଗ୍ବାଲିୟରରେ ପୁଲିସର କଡା ନଜର ରହିଛି।

ସହରର ସମସ୍ତ ଛକ ଓ ରାସ୍ତାରେ 575 ସିସିଟିଭି କ୍ୟାମେରାକୁ ଲଗାଯିବା ସହ କଡା ପୋଲିସ ଫୋର୍ସ ମୁତୟନ କରାଯାଇଛି । କୌଣସି ଅପ୍ରୀତିକରଣ ଘଟଣା ଏଡାଇବାକୁ ପୋଲିସ ଫୋର୍ସ ଗ୍ବାଲିୟର ସହର ସହ ସୋସିଆଲ ମିଡିଆ ଉପରେ ମଧ୍ୟ କଡା ନଜର ରଖୁଛି। ଅଯୋଧ୍ୟାରେ 144 ଧାରା ଲାଗୁ କରାଯାଇଛି। ଜମ୍ମୁ-କାଶ୍ମୀର, ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ ଓ କର୍ଣ୍ଣାଟକରେ 3 ଦିନ ପାଇଁ ସମସ୍ତ ସ୍କୁଲ କଲେଜକୁ ବନ୍ଦ କରାଯାଇଛି।

ଭିଡିଓ ସୌଜନ୍ୟ:ଇଟିଭି ଭାରତ,ବ୍ୟୁରୋ

Intro:ग्वालियर-आज राम मंदिर को लेकर सुप्रीम कोर्ट का फैसला आने वाला है बस फैसला आने में कुछ ही घंटे शेष रह गई है। फैसले को लेकर ग्वालियर पुलिस पूरी तरह नजर आ रही है। सभी चौराहों और गलियों में पुलिस बल तैनात किया गया है इसके साथ ही 575 सीसीटीवी कैमरे के माध्यम से पूरे शहर पर नजर बनाए रखे हुये है।

Body:साथी ग्वालियर शहर में हर चौराहे पर पुलिस बल तैनात है और सोशल मीडिया पर भी पूरी तरह नजर रखी जा रही है कोई भी सांप्रदायिक माहौल बिगाड़ने की कोशिश करेगा तो उसको उसके ऊपर कार्रवाई की जाएगी

Conclusion:WT - अनिल गौर
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.