ETV Bharat / bharat

ରାଜସ୍ଥାନରେ କନେଷ୍ଟବଳଙ୍କୁ ପିଟିପିଟି ମାରିଦେଲେ

ରାଜସ୍ଥାନରେ ଜମି ବିବାଦର ତଦନ୍ତ କରିବାକୁ ଯାଇଥିବା ଜଣେ କନେଷ୍ଟବଳଙ୍କୁ ପିଟିପିଟି ହତ୍ୟା କରାଯାଇଛି ।

ଫଟୋ ସୌଜନ୍ୟ: ଇଟିଭି ଭାରତ
author img

By

Published : Jul 13, 2019, 10:35 PM IST

ଜୟପୁର: ରାଜସ୍ଥାନରେ ଜଣେ ପୋଲିସ କନେଷ୍ଟବଳଙ୍କୁ ପିଟିପିଟି ହତ୍ୟା କରାଯାଇଛି । ପୋଲିସ କର୍ମଚାରୀ ଜଣକ ହେଉଛନ୍ତି ଅବଦୁଲ ଗନି । ସେ ଏକ ଜମି ବିବାଦର ତଦନ୍ତ କରିବାକୁ ଯାଇଥିବା ବେଳେ ଲୋକମାନେ ତାଙ୍କୁ ଆକ୍ରମଣ କରି ହତ୍ୟା କରିଛନ୍ତି । ଘଟଣାସ୍ଥଳରେ ବରିଷ୍ଠ ପୋଲିସ ଅଧିକାରୀମାନେ ପହଞ୍ଚି ଏହି ଘଟଣାର ତଦନ୍ତ ଜାରି ରଖିଛନ୍ତି ।

ଭିଡିଓ ସୌଜନ୍ୟ: ଇଟିଭି ଭାରତ

ସୂଚନା ଅନୁସାରେ, ଶନିବାର ସନ୍ଧ୍ୟା 6ଟାରେ ପୋଲିସ କର୍ମଚାରୀ ଜଣକ ଏକ ଜମି ବିବାଦର ତଦନ୍ତ କରିବାକୁ ବାରାର ଗ୍ରାମ ପଞ୍ଚାୟତର ରାତିଆ ଥାକ ଗାଁକୁ ଯାଇଥିଲେ । ସେଠାରେ ଜମି ବିବାଦରେ ସଂପୃକ୍ତ ଥିବା ଲୋକମାନେ ତାଙ୍କୁ ପ୍ରବଳ ପିଟିଥିଲେ । ଫଳରେ ତାଙ୍କୁ ଗୁରୁତର ଅବସ୍ଥାରେ ଭୀମ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା ।

Intro:Body:

love

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.