ETV Bharat / bharat

'ରାଫେଲ୍ ଡିଲରେ ଭ୍ରଷ୍ଟାଚାର ବିରୋଧୀ ଆଇନକୁ ବାଦ୍ ଦିଆଯାଇଛି' - ANTI-CORRUPTION

ରାଫେଲ ପ୍ରସଙ୍ଗରେ ପୁଣି ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କଲେ ରାହୁଲ ଗାନ୍ଧୀ। ରାଫେଲ ଚୁକ୍ତି ବେଳେ ଭ୍ରଷ୍ଟାଚାର ବିରୋଧୀ ଆଇନକୁ ବାଦ୍ ଦିଆଯାଇଥିବା ରାହୁଲ ଅଭିଯୋଗ କରିଛନ୍ତି।

ଫଟୋ ସୌଜନ୍ୟ: ଏଏନଆଇ
author img

By

Published : Feb 11, 2019, 1:07 PM IST

ନୂଆଦିଲ୍ଲୀ: ରାଫେଲ ଡିଲ୍ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପୁଣି ଟାର୍ଗେଟ। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଥିବା ଏକ ରିପୋର୍ଟକୁ ନେଇ କଡ଼ା ପ୍ରତିକ୍ରିୟା ରଖିଛନ୍ତି ରାହୁଲ।

ସେ କହିଛନ୍ତି ପ୍ରତିରକ୍ଷା ଚୁକ୍ତିରେ ଭ୍ରଷ୍ଟାଚାର ବିରୋଧୀ ଆଇନ ରହିଛି । ହେଲେ ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ରାଫେଲ ଡିଲ ବେଳେ ଏହି ଆଇନକୁ ବାଦ୍ ଦିଆଯାଇଛି। ତେଣୁ ମୋଦି ଲୁଟ କରିବା ପାଇଁ ଏପରି କରିଛନ୍ତି ବୋଲି ସେ କହିଛନ୍ତି।

  • Congress President Rahul Gandhi : Every defence deal has an anti-corruption clause. The Hindu has reported that the PM removed the anti-corruption clause. It is clear that the PM facilitated loot. #Rafale pic.twitter.com/FnZEkELOPt

    — ANI (@ANI) February 11, 2019 " class="align-text-top noRightClick twitterSection" data=" ">
undefined

ରାଫେଲ ଡିଲ ପ୍ରସଙ୍ଗରେ କଂଗ୍ରେସ ଅଭିଯୋଗ କରିଛି ଯେ ଶିଳ୍ପପତି ଅନୀଲ ଅମ୍ବାନୀଙ୍କୁ ବେଆଇନ ଭାବରେ 'ଡାସଲ୍ଟ' ସହ ଚୁକ୍ତି କରାଯାଇଛି । 'ହାଲ'କୁ ଜାଣିଶୁଣି ବାଦ ଦିଆଯାଇଛି। ଏହା ଦ୍ୱାରା ଅନୀଲ ଅମ୍ବାନୀଙ୍କୁ ଲାଭ ହୋଇଛି। ହେଲେ କଂଗ୍ରେସର ଏହି ଅଭିଯୋଗ ଭିତ୍ତିହୀନ ବୋଲି ବିଜେପି କହିଆସୁଛି।

Intro:Body:

'ରାଫେଲ୍ ଡିଲରେ ଭ୍ରଷ୍ଟାଚାର ବିରୋଧୀ ଆଇନକୁ ବାଦ୍ ଦିଆଯାଇଛି'

ନୂଆଦିଲ୍ଲୀ: ରାଫେଲ ଡିଲ୍ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପୁଣି ଟାର୍ଗେଟ । କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଥିବା ଏକ ରିପୋର୍ଟକୁ ନେଇ କଡ଼ା ପ୍ରତିକ୍ରିୟା ରଖିଛନ୍ତି ରାହୁଲ ।

ସେ କହିଛନ୍ତି ପ୍ରତିରକ୍ଷା ଚୁକ୍ତିରେ ଭ୍ରଷ୍ଟାଚାର ବିରୋଧୀ ଆଇନ ରହିଛି । ହେଲେ ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ରାଫେଲ ଡିଲ ବେଳେ ଏହି ଆଇନକୁ ବାଦ୍ ଦିଆଯାଇଛି । ତେଣୁ ମୋଦି ଲୁଟ କରିବା ପାଇଁ ଏପରି କରିଛନ୍ତି ବୋଲି ସେ କହିଛନ୍ତି ।

ରାଫେଲ ଡିଲ ପ୍ରସଙ୍ଗରେ କଂଗ୍ରେସ ଅଭିଯୋଗ କରିଛି ଯେ ଶିଳ୍ପପତି ଅନୀଲ ଅମ୍ବାନୀଙ୍କୁ ବେଆଇନ ଭାବରେ 'ଡାସଲ୍ଟ' ସହ ଚୁକ୍ତି କରାଯାଇଛି । 'ହାଲ'କୁ ଜାଣିଶୁଣି ବାଦ ଦିଆଯାଇଛି । ଏହା ଦ୍ବାରା ଅନୀଲ ଅମ୍ବାନୀଙ୍କୁ ଲାଭ ହୋଇଛି । ହେଲେ କଂଗ୍ରେସର ଏହି ଅଭିଯୋଗ ଭିତ୍ତିହୀନ ବୋଲି ବିଜେପି କହିଆସୁଛି ।

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.