ETV Bharat / bharat

ପ୍ରଧାନମନ୍ତ୍ରୀଙ୍କ ପର୍ସନାଲ ଟ୍ବିଟର ଆକାଉଣ୍ଟ ହ୍ୟାକ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଟ୍ବିଟର ଆକାଉଣ୍ଟ ହ୍ୟାକ । ଗୁରୁବାର ମୋଦିଙ୍କ ଟ୍ବିଟ୍‌ର ଆକାଉଣ୍ଟ ହ୍ୟାକ ହୋଇଥିବା ଜଣାପଡିଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଟ୍ବିଟ୍‌ର ହ୍ୟାକ

author img

By

Published : Sep 3, 2020, 7:58 AM IST

ହାଇଦ୍ରାବାଦ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଟ୍ବିଟ୍‌ର ଆକାଉଣ୍ଟ ହ୍ୟାକ ହୋଇଛି । ଗୁରୁବାର ମୋଦିଙ୍କ ଟ୍ବିଟ୍‌ର ଆକାଉଣ୍ଟ ହ୍ୟାକ ହୋଇଥିବା ଜଣାପଡିଛି । ହ୍ୟାକର ଟ୍ବିଟ୍‌ର ହ୍ୟାକ କରିବା ସହ ଫେକ୍‌ ଟ୍ବିଟ କରିଥିବା ଦେଖିବାକୁ ମିଳିଥିଲା । ଯାହାକି ଏବେ ଡିଲିଟ୍‌ କରାଯାଇଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଟ୍ବିଟ୍‌ର ହ୍ୟାକ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଟ୍ବିଟ୍‌ର ହ୍ୟାକ

ତେବେ ପ୍ରଧାନମନ୍ତ୍ରୀଙ୍କ ବ୍ୟକ୍ତିଗତ ୱେବସାଇଟରେ ଲିଙ୍କ ଥିବା ତାଙ୍କର ଟ୍ବିଟର ଆକାଉଣ୍ଟକୁ କେହି ହ୍ୟାକ କରିଥିବା କୁହାଯାଉଛି । ଯେଉଁଥିରେ ପ୍ରଧାନମନ୍ତ୍ରୀ ଜାତୀୟ ରିଲିଫ ଫଣ୍ଡକୁ ସହାୟତା ପ୍ରଦାନ କରିବାକୁ ମୋଦି ଅନୁରୋଧ କରିଥିବା ଦେଖିବାକୁ ମିଳିଥିଲା । ଏହାସହ ବିଟକଏନ ଦେବାକୁ ମଧ୍ୟ ଟ୍ବିଟ୍‌ କରାଯାଇଥିବା ଦେଖିବାକୁ ମିଳିଥିଲା ।

ସେହିପରି ଏହି ଆକାଉଣ୍ଟକୁ ଜନ ୱିକ୍‌ ହ୍ୟାକ କରିଥିବା ଟ୍ବିଟ୍‌ ହୋଇଥିବା ସହ ଆମେ ପେଟିଏମ ମଲ ହ୍ୟାକ କରିନୁ ବୋଲି ଲେଖାଥିଲା ।

ସୂଚନାଥାଉକି, ଜୁନ 16 ତାରିଖରେ ଆମେରିକାର ରାଷ୍ଟ୍ରପତି ଆଶାୟୀ ପ୍ରାର୍ଥୀ ଜଏ ବିଡେନଙ୍କ ସମେତ ମାଇକ୍ରୋସଫ୍ଟ କୋ ଫାଉଣ୍ଡର ବିଲ ଗେଟ୍ସଙ୍କ ସମେତ ଅନେକ ସମ୍ମାନସ୍ପଦ ଲୋକଙ୍କ ଟ୍ବିଟ୍‌ର ଆକାଉଣ୍ଟ ହ୍ୟାକ ହୋଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.