ETV Bharat / bharat

ପିଏମ ଲଞ୍ଚ କଲେ ସ୍ବଦେଶୀ ଆପ ତିଆରି ଚ୍ୟାଲେଞ୍ଜ - ଚୀନ ଆପ ବ୍ୟାନ

‘ଆତ୍ମନିର୍ଭର ଭାରତ ଆପ ଇନୋଭେସନ ଚ୍ୟାଲେଞ୍ଜ’ ଲଞ୍ଚ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହା ଜରିଆରେ ସ୍ବଦେଶୀ ଆପର ବିକଶିତ ପାଇଁ ଆହ୍ବାନ ଦିଆଯାଇଛି । ଅଧିକ ପଢନ୍ତୁ..

ପିଏମ ଲଞ୍ଚ କଲେ ସ୍ବଦେଶୀ ଆପ ତିଆରି ଚ୍ୟାଲେଞ୍ଜ

author img

By

Published : Jul 4, 2020, 6:30 PM IST

ନୂଆଦିଲ୍ଲୀ: ଚୀନର 59 ଆପରୁ ବ୍ୟାନ କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଡି ଡ୍ରାଗକୁ ଦେଇଛନ୍ତି ବଡ ଝଟକା । ଶନିବାର ପିଏମ ‘ଆତ୍ମନିର୍ଭର ଭାରତ ଇନୋଭସନ ଚ୍ୟାଲେଞ୍ଜ’ର ଲଞ୍ଚ କରିଛନ୍ତି ।

ପିଏମ ଟ୍ବିଟ କରି କହିଛନ୍ତି କି, ‘ଆଜି ମେଡ ଇନ ଇଣ୍ଡିଆ ଆପ୍ସକୁ ତିଆରି ପାଇଁ ଟେକ ଏବଂ ଷ୍ଟାର୍ଟଅପ ମଧ୍ୟରେ ଅନେକ ଉତ୍ସାହ ରହିଛି । ଏଥିପାଇଁ @GoI_MeitY ଓ @AIMtoInnovate ଇନୋଭେସନ ଚ୍ଯାଲେଞ୍ଜ ଆରମ୍ଭ କରୁଛନ୍ତି । ଏଥିସହ ମୋଦି କହିଛନ୍ତି କି, ଯଦି ଆପଣଙ୍କ ପାଖରେ ଏଭଳି କୌଣସି ପ୍ରଡକ୍ଟ ରହିଛି ଆଉ ଲାଗୁଛି କି କିଛି ଭଲ କରିବା ଦୃଷ୍ଟିକୋଣ ଓ କ୍ଷମତା ରହିଛି ତେବେ ଟେକ କମ୍ୟୁନିଟି ସହ ଯୋଡି ହୋଇଯାଆନ୍ତୁ । Linkedinରେ ଟେକ ପ୍ରଫେସନାଲକୁ ସମ୍ବୋଧିକ କରି ମୋଦି ଏ ନେଇ ଆହ୍ବାନ ଦେଇଛନ୍ତି ।

ଆତ୍ମନିର୍ଭର ଭାରତ ଇନୋଭେସନ ଚ୍ୟାଲେଞ୍ଜକୁ ଇଲେକ୍ଟ୍ରିନିକ୍ସ ଆଣ୍ଡ ଇନଫରମେସନ ଟେକ୍ନୋଲୋଜି ମନ୍ତ୍ରାଳୟ ଦ୍ବାରା ରେଗୁଲେଟ କରାଯିବ । ଏଥିସହ ଅଟଳ ଇନୋଭେସନ ମିଶନ ମଧ୍ୟ ଜାରି ରହିବ । ଏଥିରେ 2 ପ୍ରକ୍ରିୟାରେ କାମ କରାଯିବ । ପ୍ରଥମରେ ସମ୍ଫ୍ରତି ଆପ୍ସକୁ ପ୍ରମୋଟ କରାଯିବ ଅନ୍ୟଟିରେ ଏହି ଆପକୁ ବିକଶିତ କରାଯିବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.