ETV Bharat / bharat

ଜିନପିଙ୍ଗଙ୍କୁ ହସ୍ତବୁଣା କଳାକୃତି ଉପହାର ଦେଲେ ମୋଦି - Modi gifted - Hand woven silk portrait

ମହାବଳୀପୁରମ ତାଜ ଫିସରମ୍ୟାନରେ ହାତରେ ବୁଣା ସିଲ୍କ କଳାକୃତି ଜିନପିଙ୍ଗଙ୍କୁ ଭେଟି ଦେଇଛନ୍ତି ମୋଦି । କଳାକୃତିରେ ରହିଛି ଜିନପିଙ୍ଗଙ୍କ ଛବି ।

ଫଟୋ ସୌଜନ୍ୟ: ଇଟିଭି ଭାରତ
author img

By

Published : Oct 12, 2019, 2:55 PM IST

ଚେନ୍ନାଇ: ମହାବଳୀପୁରମରେ ମୋଦି ଓ ଜିନପିଙ୍ଗଙ୍କ ମଧ୍ୟରେ ଅନୌପଚାରିକ ବୈଠକ ସରିଛି । ଭାରତର ଆତିଥ୍ୟରେ ଅଭିଭୂତ ଥିବା ନେଇ ମଧ୍ୟ ଜିନପିଙ୍ଗ କହିସାରିଛନ୍ତି । ଅନ୍ୟପକ୍ଷେ ଚେନ୍ନାଇ ଭିଜନ ସମ୍ପର୍କରେ ଏକ ନୂଆ ଅଧ୍ୟାୟର ଆରମ୍ଭ କରିଛି ବୋଲି ମୋଦି କହିଛନ୍ତି । ଦୁଇ ନେତାଙ୍କ ମଧ୍ୟରେ ପାଖାପାଖି 50 ମିନିଟ ଧରି ଚାଲିଥିଲା ଏହି ବୈଠକ ।

ବୈଠକ ଆୟୋଜିତ ହୋଇଥିବା ହୋଟେଲ ତାଜ ଫିସରମ୍ୟାନରେ ମୋଦି ଓ ଜିନପିଙ୍ଗ ହସ୍ତତନ୍ତ ଏବଂ କଳାକୃତିର ଏକ ପ୍ରଦର୍ଶନୀରେ ସାମିଲ ହୋଇଥିଲେ । ଏହି ପ୍ରଦର୍ଶନୀରେ ମୋଦି ତାଙ୍କ ପ୍ରତିପକ୍ଷ ଜିନପିଙ୍ଗଙ୍କୁ ଭାରତର କଳାକୃତି ସମ୍ପର୍କରେ ଅବଗତ କରାଇଥିଲେ । ଅନ୍ୟପକ୍ଷେ ମୋଦି ନିଜ ପ୍ରତିପକ୍ଷ ଜିନପିଙ୍ଗଙ୍କୁ ହାତରେ ବୁଣା ହୋଇଥିବା ସିଲ୍କ କଳାକୃତି ଉପହାର ଦେଇଛନ୍ତି । ଏଥିରେ ଜିନପିଙ୍ଗଙ୍କ ଛବି ମଧ୍ୟ ରହିଛି ।

ମୋଦିଙ୍କ ପକ୍ଷରୁ ଉପହାର ଦିଆଯାଇଥିବା ଏହି ହସ୍ତବୁଣା କଳାକୃତି ତାମିଲନାଡୁର ଶ୍ରୀ ରାମଲିଙ୍ଗ ସୋଡମ୍ବିଗାଇ ହସ୍ତତନ୍ତ ବୁଣାକାର କୋଅପରେଟିଭ ସୋସାଇଟି ଦ୍ବାରି ତିଆରି ହୋଇଛି ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.