ETV Bharat / bharat

ନବୀନଙ୍କୁ ଅଭିନନ୍ଦନ ଜଣାଇଲେ ମୋଦି

ଆଗାମୀ ଶାସନକାଳ ପାଇଁ ନବୀନ ବାବୁଙ୍କୁ ଅଜସ୍ର ଶୁଭେଚ୍ଛା ବୋଲି ଟ୍ବିଟ କରିଛନ୍ତି ମୋଦି ।

author img

By

Published : May 23, 2019, 4:10 PM IST

Updated : May 23, 2019, 4:34 PM IST

ଡିଜାଇନ ଫଟୋ

ନୂଆଦିଲ୍ଲୀ: ପ୍ରଚାର ସମୟରେ ପ୍ରବଳ ବର୍ଷିଥିଲେ । ମାତ୍ର ଗଣତି ଟ୍ରେଣ୍ଡ ଦେଖି ନବୀନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ।

narendramodi
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ@narendramodi

ତେବେ ଆଗାମୀ ଶାସନକାଳ ପାଇଁ ନବୀନ ବାବୁଙ୍କୁ ଅଜସ୍ର ଶୁଭେଚ୍ଛା ବୋଲି ଟ୍ବିଟ କରିଛନ୍ତି ମୋଦି । ନିଜ ଟ୍ବିଟର ହ୍ୟାଣ୍ଡେଲରେ ସେ ଲେଖିଛନ୍ତି, ଓଡିଶାରେ ପୁଣିଥରେ ବିଜୟ ପାଇଁ ନବୀନ ବାବୁଙ୍କୁ ଅଭିନନ୍ଦନ ।

Intro:Body:

BLANK

Conclusion:
Last Updated : May 23, 2019, 4:34 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.