ETV Bharat / bharat

ତାମିଲ ଭାଷାକୁ ପିଏମଙ୍କ ପ୍ରଶଂସା ପରେ ଦାବି ରଖିଲେ ଷ୍ଟାଲିନ - ମୋଦି ତାମିଲ ଭାଷାକୁ ପ୍ରଶଂସା କରିଥିଲେ

ଆଜି ପର୍ଯ୍ୟନ୍ତ ତାମିଲ ଭାଷାକୁ ସଠିକ ମର୍ଯ୍ୟାଦା ମିଳିନାହିଁ । ତୁରନ୍ତ କେନ୍ଦ୍ର ସରକାର ତାମିଲ ଭାଷାକୁ ସରକାରୀ ଭାଷାର ମାନ୍ୟତା ଦେବାକୁ ଡିଏମକେ ମୁଖ୍ୟ ଏମକେ ଷ୍ଟାଲିନ ଦାବି କରିଛନ୍ତି ।

ଫାଇଲ ଫଟୋ
author img

By

Published : Oct 1, 2019, 10:50 PM IST

ହାଇଦ୍ରାବାଦ: ମାଡ୍ରାସ ଆଇଆଇଟିର ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଚେନ୍ନାଇ ଗସ୍ତ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଅବସରରେ ମୋଦି ତାମିଲ ଭାଷାକୁ ପ୍ରଶଂସା କରିଥିଲେ । ଏହାସହ ତାମିଲ ଭାଷା ବିଶ୍ବର ସବୁଠାରୁ ପୁରୁଣା ଭାଷା ବୋଲି କହିଥିଲେ ।

PHOTO
ଫଟୋ ସୌଜନ୍ୟ: ଏଏନଆଇ

ତାମିଲ ଭାଷାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଶଂସା କରିବା ପରେ ସ୍ବାଗତ କରିଛନ୍ତି ଡିଏମକେ ମୁଖ୍ୟ ଏମକେ ଷ୍ଟାଲିନ । ଏହାସହ ଷ୍ଟାଲିନ କହିଛନ୍ତି ଯଦି ପ୍ରଧାନମନ୍ତ୍ରୀ ତାମିଲ ଭାଷାକୁ ବିଶ୍ବର ସବୁଠୁ ପୁରୁଣା ଭାଷା କହୁଛନ୍ତି ତାହେଲେ ତାମିଲ ଭାଷାକୁ ସରକାରୀ ଭାଷା ମାନ୍ୟତା ଦେଇଦିଅନ୍ତୁ । ଆହୁରି କହିଛନ୍ତି ଆମେ ଖୁସୀ ଯେ ଆମ ପ୍ରଧାନମନ୍ତ୍ରୀ ତାମିଲକୁ ସବୁଠାରୁ ପୁରୁଣା ଭାଷା କହିଛନ୍ତି ।

PHOTO
ଫଟୋ ସୌଜନ୍ୟ: @PMOIndia

କିନ୍ତୁ ଶ୍ରୀଲଙ୍କା ଓ ସିଙ୍ଗାପୁର ପରି ଭାରତରେ ତାମିଲ ସରକାରୀ ଭାଷାର ମାନ୍ୟତା ପାଇନି । ଯଥାଶୀଘ୍ର କେନ୍ଦ୍ର ସରକାର ତାମିଲ ଭାଷାକୁ ସରକାରୀ ଭାଷା ଭାବେ ମାନ୍ୟତା ଦିଅନ୍ତୁ ।

Intro:Body:

hgfhfg

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.